ମହାନଗର

ମହାନଗର

ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର ଲିଙ୍ଗିପୁରର ବାର୍ଷିକ ଉତ୍ସବ

ଭୁବନେଶ୍ଵର ,୨୮/୦୮: ଚାରିଟେବଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର ” ମୁଖ୍ୟାଳୟ – କାଲିଫର୍ଣ୍ଣିଆ, ଆମେରିକା ର ଓଡ଼ିଶା ଶାଖା ଲିଙ୍ଗିପୁର, ଭୁବନେଶ୍ବରର ବାର୍ଷିକ ଉତ୍ସବ ( ଜ୍ୟୋତି କଳା ମନ୍ଦିର ଓଡ଼ିଶୀ ସମ୍ମାନ) ୨୦୨୫ ଚଳିତ ମାସ

Read More »
ମହାନଗର

ଓଡିଶା ଉଦ୍ୟୋଗୀ ପରିବାର ର ମାସିକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ର ମାସିକ ବୈଠକ ସଂଯୋଜକ ଶ୍ରୀକାନ୍ତ ସାହୁ ଙ୍କ ସଂଯୋଜନା ଓ ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ

Read More »
ମହାନଗର

ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ‌ ଉତ୍କଳ ସାମ୍ବାଦିକ ସଂଘର ଆଲୋଚନା

ଭୁବନେଶ୍ୱର: ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ ଓ ଅଧିସ୍ବୀକୃତି କମିଟି ଗଠନ ସହ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକଙ୍କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅତିରିକ୍ତ ମୂଖ୍ୟ ଶାସନ ସଚିବ

Read More »
ମହାନଗର

ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତିଶ୍ରୁତି

ବାଲିଅନ୍ତା: ସୋମବାର ସକାଳ ସମୟରେ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କୋଷାଧ୍ୟକ୍ଷ ଚକ୍ରଧର ନାୟକଙ୍କ ନେତୃତ୍ବରେ ଏକ ଟିମ୍ ବିଶିଷ୍ଟ ଶିକ୍ଷାବିତ୍, କିଟ ଓ କିମିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ସାକ୍ଷାତ

Read More »
ମହାନଗର

ପଂଚକର୍ମ ଚିକିସ୍ଛା ବିଜ୍ଞାନ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ସ୍ଥାନୀୟ ଲୋକସେବା ଭବନଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ବିଶିଷ୍ଟ ଭେସଜ ଚିକିସôକ, ସାରସ୍ୱତ ପ୍ରତିଭାଦୀପ୍ତ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡାଙ୍କ ଦ୍ୱାରା ରଚିତ ଉକ୍ତ ପୁସ୍ତକଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା

Read More »
ମହାନଗର

ଅଟଳବିହାରୀ ବାଜପେୟୀଙ୍କ 7ମ ପୁଣ୍ୟତିଥି ସହିତ ସୌର୍ୟ୍ୟ ଦିବସ ପାଳିତ

ଭୁବନେଶ୍ୱର: ପ୍ରାକ୍ତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ କବି, ଜନନାୟକ, ଭାରତରତ୍ନ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ସପ୍ତମ ପୁଣ୍ୟତିଥି ସହିତ ସୌର୍ୟ୍ୟ ଦିବସ ସ୍ଥାନୀୟ ଜୟଦେବ ଭବନ ଠାରେ ଅଟଳବିହାରୀ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ ଠାରେ ଯନ୍ତ୍ରୀ ସୁଧାକର ପତ୍ରିଙ୍କ

Read More »
ମହାନଗର

ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ନଟରାଜ ମ୍ୟୁଜିକ୍ ଆଣ୍ଡ ଡାନ୍ସ ଏକାଡେମୀ ଦ୍ବାରା ଆୟୋଜିତ ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ୨୦୨୫ରେ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଦଳଗତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ

Read More »
ମହାନଗର

ଡ଼ଃ ଅଜିତ ତ୍ରିପାଠୀଙ୍କ “ଭାରତୀୟ ସଂସ୍କୃତିରେ ମାନବୀୟ ଧର୍ମ ଓ ରାଜଧର୍ମ ଲୋକାର୍ପିତ

ଭୁବନେଶ୍ୱର: ସ୍ଥାନୀୟ ଶହୀଦ ନଗର ସ୍ଥିତ ଜୟଦେବ କମ୍ପ୍ଲେକ୍ସ ଠାରେ ଧାରା ଶ୍ରୀରାଧା ପ୍ରକାଶନୀ ପକ୍ଷରୁ ବିଶିଷ୍ଟ ସମାଜତତ୍ତ୍ୱ, ରାଜଧର୍ମ, ପୂଜ୍ୟପୂଜା,ସାମାଜିକ ସୁବାର୍ତ୍ତା, ଧର୍ମୀୟ ଚେତନା, ମାନବିକତା ସହିତ ସାମ୍ପ୍ରତିକ ସମୟରେ କିପରି ଉକ୍ତ ମହନୀୟ ଗୁଣ ଗୁଡିକର ବ୍ୟାପକ ପରି

Read More »
ମହାନଗର

ଏନସିଇ ଆର ଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନ. ସି. ଇ. ଆର. ଟି) ସର୍ବ ଭାରତୀୟ ସ୍ତରରେ ପରିଚାଳିତ ୪ ଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ ଭୁନେଶ୍ବରସ୍ଥିତ ଶିକ୍ଷା ପ୍ରତଷ୍ଠାନରେ ପ୍ରାକ୍ଟାନ ଅନୁଷ୍ଟାନ ପରିବେଶ ସୁରକ୍ଷା

Read More »
ମହାନଗର

ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ପୁସ୍ତକର ଲୋକାର୍ପଣ

ବାଲିଅନ୍ତା/ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଡ. ରଜନୀ ରଞ୍ଜନ ଦାଶ ଙ୍କ ଲିଖିତ “ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ” ପୁସ୍ତକ ର ପରିବର୍ଦ୍ଧିତ ସଂସ୍କରଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ କେଦାରନାଥ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହୋଇଯାଇଛି l ପକ୍ଷୀଘର ପ୍ରକାଶନୀ

Read More »

You cannot copy content of this page