ରାଜ୍ୟ

ରାଜ୍ୟ

ମୂଷଳ ବର୍ଷାରେ ଭୁଶୁଡ଼ିଲା ରାଉରକେଲା ରେଳ ଷ୍ଟେସନର ଷ୍ଟ୍ରକଚରାଲ ସେଡ୍…କାର୍‌ ସମେତ ବାଇକ୍‌ କ୍ଷତିଗ୍ରସ୍ତ, ଏକାଧିକ ସାମାନ୍ୟ ଆହତ।ନିର୍ମାଣର ମାନକୁ ନେଇ ଉଠିଲା ପ୍ରଶ୍ନ

ରାଉରକେଲା, ୧୦/୦୮: ଏକ ଘଣ୍ଟାର ମୂଷଳଧାରା ବର୍ଷାରେ ରାଉରକେଲା ରେଳ ଷ୍ଟେସନ୍ ସମ୍ମୁଖରେ ନିର୍ମିତ ଏକ ଷ୍ଟ୍ରକଚରାଲ ସେଡ୍ ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣା ଆଜି ସକାଳେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେଡ୍ ତଳେ ପାର୍କିଂ ହୋଇଥିବା ଏକ କାର୍‌ ସମେତ

Read More »
ମହାନଗର

ଶ୍ୱେତଗଙ୍ଗାରେ ବୁଡି ଯୁବକଙ୍କ ମୃତ୍ୟୁ

ପୁରୀ ତା 10/08/26 ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋତଳ ଗ୍ରାମର 18 ବର୍ଷର ସମ୍ବିତ ପ୍ରଧାନଙ୍କ ମୃତ୍ୟୁ ହୋଇଛି l ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି

Read More »
ରାଜ୍ୟ

ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନିଶା ହଟାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମରେ ସାମିଲ ହେଲେ ଧଉଳି ସ୍ଵୟଂ ସହାୟତା ଗୋଷ୍ଠୀ।

ବାଲିଅନ୍ତା ୦୯/୦୮ :- ଦିନକୁ ଦିନ ମଦ ନିଶା ଓ ଅନ୍ୟାନ୍ୟ ନିଶାର ପ୍ରାଦୁର୍ଭାବ ବୃଦ୍ଧି ଘଟିବାରେ ଲାଗିଛି।ଯାହା ସହର ଠାରୁ ଗ୍ରାମ୍ୟ ଜୀବନକୁ କଳୁଷିତ କରିଚାଲିଛି। କେତୋଟି ମୁଷ୍ଟିମେୟ ବ୍ୟକ୍ତି ଲୁଚାଛପାରେ ବାହାରୁ ଦେଶୀ ମଦ ଆଣି ଗାଁ ଗହଳରେ

Read More »
ରାଜ୍ୟ

ବାଲିଆନ୍ତା ବ୍ଲକର ଗୋହାଳ ଗ୍ରାମରେ ବରିଷ୍ଠ ନାଗରିକଙ୍କୁ ଛତା ବିତରଣ।

ବାଲିଅନ୍ତା୦୯/୮ ( ଗୋବର୍ଦ୍ଧନ ଦାସ) :ସମାଜର ବରିଷ୍ଠ ନାଗରିକଙ୍କ ସେବା ଓ ସମ୍ମାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର (ପିକକ୍)ର ଆୟୋଜନରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲିଆନ୍ତା ବ୍ଲକ ଅନ୍ତର୍ଗତ ଗୋହଳ ଗ୍ରାମରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More »
ମହାନଗର

କ୍ରାନ୍ତିଦିବସରେ ରକ୍ତଦାନ ସହ ଯୁବପୀଢ଼ିଙ୍କୁ ବାର୍ତ୍ତା

ଭୁବନେଶ୍ୱର ତା 09/08/26 ଅଗଷ୍ଟ କ୍ରାନ୍ତିଦିବସ ଅବସରରେ “ସମାଜ ଓ ଉଇ ଫର ଭୁବନେଶ୍ୱର “ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 98 ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ କଳ୍ପନା ସ୍ଥିତ 45 ନମ୍ବର ୱାର୍ଡ କାର୍ଯ୍ୟାଳୟରେ ଏକ ବିଶାଳ ରକ୍ତଦାନ

Read More »
ଦେଶ- ବିଦେଶ

ବାଳକାଟି ଉମା ମାର୍ଶାଲ ଆର୍ଟର ୬ ଜଣ ପିଲା ପାଇଲେ ୧୮ ମେଡାଲ

ବାଲିଅନ୍ତା, ୮ / ୮ ହାଇଦ୍ରାବାଦ ଲକ୍ଷ୍ମୀ ଗାର୍ଡେନ ଅଡିଟୋରିୟରେ ଅନୁଷ୍ଠିତ ଦ୍ଵିତୀୟ ଆନ୍ତର୍ଜାତୀୟ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ବାଳକାଟି ଉମା ମାର୍ଶାଲ ଆର୍ଟର ୬ ଜଣ ପ୍ରତିଯୋଗୀ ୧୮ଗୋଟି ମେଡାଲ ଜିତି ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି lକୋଚ୍ ଉମାକାନ୍ତ

Read More »
ରାଜ୍ୟ

ବାଲୁଗାଁ ପୋଲିସର ତତ୍‌ପରତା,ହଜି ଯାଇଥିବା ମୋବାଇଲ ମାଲିକଙ୍କୁ ଫେରାଇଲା।

ଚିଲିକା, ୯।୮:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ହଜିଯାଇଥିବା ଗୋଟିଏ ମୋବାଇଲ୍ ଫୋନ୍ ଉଦ୍ଧାର କରି ତାର ଅସଲି ମାଲିକଙ୍କୁ ଫେରାଇଦେଇଛି । ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।ସୂଚନା ମୁତାବକ, ବାଲୁଗାଁ ଥାନା ଅଧୀନ

Read More »
ମହାନଗର

ସାରସ୍ୱତ ସାଧିକା ତଥା ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

ଭୁବନେଶ୍ୱର ତା ୦୮/୦୮/୨୬ : ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ସେ ଜଣେ ଅତ୍ୟନ୍ତ

Read More »
ରାଜ୍ୟ

ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଚଳୀ ସଭା |

ଚିଲିକା, ୮। ୮:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଠାରେ ବାଣପୁର ଭଗବତୀ ମଣ୍ଡଳ ପାଲାଗାୟକ ପରିଷଦ ଓ ଜାଗୃତିକା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ଗାୟକ ଶେଖର ପଦ୍ମଶ୍ରୀ ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ

Read More »
ମହାନଗର

ଡଃ ଜ୍ଞାନେନ୍ଦ୍ର ଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

ଭୁବନେଶ୍ୱର-୦୭/୦୮/୨୦୨୬: ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତ ଆଜି ଅପରାହ୍ନ ୩ ଘ. ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ୮୭ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଗମନ କରିଛନ୍ତି ।

Read More »

You cannot copy content of this page