
ଟ୍ୱିନ୍ସିଟି ମିଡ଼ିଆ କପ୍-୨0୨୫; ବାଲିପାଟଣା ପ୍ରେସ କ୍ଲବ୍ ଚମ୍ପିୟାନ
ବାଲିଅନ୍ତା: ଟ୍ୱିନ୍ ସିଟି ପ୍ରେସ କ୍ଲବ୍ ତରଫରୁ ବ୍ରାହ୍ମଣଝରିଲୋ କୋଲ୍ଡ ଷ୍ଟୋର ଖେଳପଡିଆ ଠାରେ ଆୟୋଜିତ ମିଡ଼ିଆ କପ୍-୨0୨୫ କ୍ରିକେଟ ପ୍ରତିଯୋଗିତାରେ ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ବାଲିପାଟଣା ପ୍ରେସ କ୍ଲବ୍ ଚମ୍ପିୟାନ ହୋଇଥିବା ବେଳେ ବାଲିଅନ୍ତା-ଧଉଳି-ପାହାଳ କାର୍ଯ୍ୟରତ ସାମ୍ବାଦିକ ରନର୍ସଅପ ହୋଇଛନ୍ତି








