
ଖୋ ଖୋ ଖୋଖୋ ବିଶ୍ୱକପ ଟ୍ରଫି, ମାସ୍କଟ ତେଜ ଓ ତାରା ଉନ୍ମୋଚିତ
ନୂଆଦିଲ୍ଲୀ : ଖୋ ଖୋ ଫେଡେରେସନ୍ ଅଫ୍ ଇଣ୍ଡିଆ (କେକେଏଫ୍) ଜନପାଥରେ ଦି ଇମ୍ପେରିଆଲ୍ ହୋଟେଲରେ ପ୍ରଥମ ଥର ଖୋ ଖୋ ବିଶ୍ୱକପ୍ ପାଇଁ ସମ୍ମାନଜନକ ଟ୍ରଫି ଉନ୍ମୋଚନ କରିଥିଲା, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟରେ








