ବିଶେଷ

ବିଶେଷ

ଓଡିଆ ପକ୍ଷପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୋଗ ଏବଂ ରକ୍ତ ଦାନ ଶିବିର

କଳାହାଣ୍ଡି,୮|୪(ପ୍ୟାରିଲାଲ ଦୁର୍ଗା): ଓଡିଆ ପକ୍ଷପାଳନ ଅବସରରେ ଆଜି ଜିଲ୍ଲାପାଳ କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.

Read More »
ବିଶେଷ

ନାଚୁଣୀ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର: ବିରଳ ‘ ବି ‘ନେଗେଟିଭ ରକ୍ତ ସହିତ ୨୫ ୟୁନିଟ ରକ୍ତ ସଂଗ୍ରହ

ଚିଲିକା,୮।୪(ସ.ମି.ସ)ନାଚୁଣୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଓଡିଆ ପକ୍ଷ ପାଳନ ଅବସରରେ ମହାବିଦ୍ୟାଳୟ ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଏହି ଶିବିରକୁ ଆନୁଷ୍ଠାନିକ

Read More »
ବିଶେଷ

ବିଲ ରେ କାମ କରୁଥିବା ବେଳେ ବଜ୍ରା ଘାତରେ ଜଣେ ମୃତ୍ୟୁ ତିନି ଗୁରୁତର

କଳାହାଣ୍ଡି,୫|୪(ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଥାନା ଅର୍ନ୍ତଗତ ବଲଧିଆ ମାଲ ଗ୍ରାମରେ ଏକ ଦୁଃଖଦ ଘଟଣା ଆଜି ଦେଖିବାକୁ ମିଳିଛି ।ଏମିତି ବି ମୃତ୍ୟୁ ଆସେ ଲୋକଜାଣିବା ଦୁରର କଥା ଭଗବାନ ବି ଜାଣିପାରନ୍ତିନି। ବଲଧିଆମାଲ ଗ୍ରାମର ଶ୍ରୀ ବଂଶିଧର ମେହେରଙ୍କ

Read More »
ବିଶେଷ

ସଶକ୍ତ ଓଡିଶା ପକ୍ଷରୁ ନୂତନ ଖବର ଗୃହ ଉଦଘାଟନ ଓ ଆଲୋଚନା

ଭୁବନେଶ୍ୱର ତା 04/04/26 ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ସଶକ୍ତ ଓଡିଶା “ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀ କାର୍ଯ୍ୟାଳୟରେ ନୂତନ ଭାବେ ଖବର ଗୃହ ଉଦଘାଟନ ସହିତ ମହିଳା ମାନଙ୍କ ସଶକ୍ତିକରଣ, ଋଣ, ଉତ୍ପାଦନ ପ୍ରମୁଖ ସମ୍ପର୍କରେ ଆଲୋଚନା ହୋଇଯାଇଛି l

Read More »
ଅପରାଧ

ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ବାଳକାଟି ସାଇଫନ, ନେଲା ଜୀବନ ।

ବାଲିଅନ୍ତା ୩୧/୦୩ :- ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ସାଇଫନ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଥିବାବେଳେ। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି ବା ସହିତ ତାର ସୁନ୍ଦର ପ୍ରାକୃତିକ ପରିବେଶକୁ ଭିଡିଓ

Read More »
ବିଶେଷ

ମରଣ ଜନ୍ତା ରେ ଯୁବ ସୋସିଆଲ ମିଡିଆ ବ୍ୟବର କାରି, ସେଲ୍ଫି ଜୋନ ପାଲଟିଛି ବାଳକାଟି ସାଇଫନ୍, ପୋଲିସ କୁ ଖାତିର କରୁନାହାନ୍ତି କେହି।

ବାଲିଅନ୍ତା ୨୯/୦୩:- ରାଜଧାନୀ ଉପକଣ୍ଠ ଧଉଳି ଠାରୁ ୩ କିଲୋ ମିଟର ରେ ଥିବା ବାଳକାଟି ସାଇଫନ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଆଛି। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି

Read More »
ଅପରାଧ

ଫେରିଵାଲାକୁ ଚାପି ଦେଲା ବାଲି ବୋଝେଇ ହାଇବା ଟ୍ରକ:କ୍ଷତି ପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ କଲେ ରାସ୍ତା ରୋକ

କଳାହାଣ୍ଡି,୨୯|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):- କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ- ବୋଡେ଼ନ ଯିବା ରାସ୍ତା ବିଅରବାର ନିକଟରେ ହାଇୱା ଟ୍ରକ  ଜଣେ ବୁଲାବେପାରୀ ବାଇକ ଆରୋହୀ କୁ ଚାପି ଦେବାରୁ ଘଟଣା ଜାଗାରେ ହିଁ ମୃତ୍ୟୁ ହୋଇଛି। ମୃତ ବାଇକ

Read More »
ବିଶେଷ

ଓଡିଶା ଉଦ୍ୟୋଗୀ ପରିବାରର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ବିପି ସିଂଙ୍କୁ ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ

ଭୁବନେଶ୍ୱର ତା 26 ରିଖ l ଓଡିଶା ଉଦ୍ୟୋଗୀ ପରିବାର ୫ମ ବାର୍ଷିକ ସମାରୋହ ତଥା ସମ୍ବର୍ଦ୍ଧନା ଏବଂ ଆଲୋଚନା ସଭା କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ ସ୍ୱସ୍ତି ଠାରେ ଅନୁଷ୍ଠିତ ହୋଇ ଯାଇଛି l ବିଜେପି ଆଇ ଟି ସେଲ ମୁଖ୍ୟ

Read More »
ବିଶେଷ

ପୁରୀ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଆରମ୍ଭ

ପୁରୀ 26ମାର୍ଚ୍ଚ : [26/3/2026] Priyabrata Barik:ବହୁଦିନ ର ଆଶା ଉତ୍କଣ୍ଠା, ଘାତ ପ୍ରତିଘାତ ବାଦ ବିବାଦ ଭିତରେ କାଳିଆର ରତ୍ନ ଭଣ୍ଡାର ଗଣତି ମଣତି ଆରମ୍ଭ ହୋଇଛି l ସରକାର ଏବଂ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀ ମନ୍ଦିରର ମୁଖ୍ୟ

Read More »
ବିଶେଷ

ଭବାନୀପାଟଣାରେ ଆଇନ ସଚେତନତା କାର୍ଯ୍ୟକ୍ରମ:ନାରୀ ସୁରକ୍ଷା, ଲିଙ୍ଗ ସମସ୍ୟା ଉପରେ ଗୁରୁତ୍ୱ

କଳାହାଣ୍ଡି,୨୫|୩(ପ୍ୟାରିଲାଲ ଦୁର୍ଗା):ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ୨୫-୦୩-୨୦୨୬ ତାରିଖରେ ଟାଉନହଲ୍, ଭବାନୀପାଟଣାରେ ବ୍ଲକ୍ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦର୍ୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ

Read More »

You cannot copy content of this page