ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ

ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ । ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨ ଜଣ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖ୍ ନ ଥୁଲି । ମୁଁ ଓ ମୋ’ ସାଙ୍ଗ ସାଙ୍ଗସ୍କୁଟିରେ ମାଉସୀ ଘରକୁ ଯିବାବେଳେ ବାଟରେ ସେମାନେ ଆମକୁ କିଛି କହିଥିଲେ।ପରେ ପଛକୁ ଫେରି ଆମ ଗାଡ଼ିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ । ମୋ… Continue reading ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ

ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲରେ ଲୁଟ୍ ଚାଲିଛି । ଡ଼ଃ. ଜ୍ଞାନେନ୍ଦ୍ର ଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର ତା ୧/୫ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୭୦ତମ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରର ବରିଷ୍ଠ ସଦସ୍ୟ ଡ଼ଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଚାଲିଥିବା ବ୍ୟବସାୟ ଓ ସ୍କୁଲ୍ ପଇସାରେ ହରିଲୁଟ୍ ଉପରେ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ୧୯୫୬ ମସିହାରେ ଯେତେବେଳେ ପୃଥିବୀରେ ୨୫୦୦ତମ ବୁଦ୍ଧ ଜୟନ୍ତୀ ପାଳନ ହେଉଥିଲା ସେତିକିବେଳେ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅନୁରୋଧରେ ସବୁରାଜ୍ୟରେ ବୁଦ୍ଧ ଧର୍ମର ପ୍ରଚାର ପ୍ରସାର… Continue reading ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲରେ ଲୁଟ୍ ଚାଲିଛି । ଡ଼ଃ. ଜ୍ଞାନେନ୍ଦ୍ର ଙ୍କ ବିସ୍ଫୋରକ ବୟାନ

ଗଛରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା,ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

କଳାହାଣ୍ଡି,୯|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବେଲପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁରୁବାର ସକାଳୁ ସକାଳୁ କଲମପୁର ବେଲପଡାର ଏକ ଚାଷଜମିର ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଥିବା ଦେଖିବାକୁ ମିଳିଥିଲା। ଏନେଇ କଲମପୁର ପୁଲିସ ସୂଚନା ପାଇବା ପରେ ଥାନା ଅଧିକାରୀ ସୁନିଲ କୋଣ୍ଡାଗୋରୀ ଙ୍କ ନେତୃତ୍ବରେ ଏ.ଏସ.ଆଇ ନାନକ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଁଞ୍ଚି ଥିଲେ। ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ବ୍ୟକ୍ତି ଟି… Continue reading ଗଛରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା,ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

ମଦ ବୋତଲରେ ଆକ୍ରମଣ, ଜଣେ ଗିରଫ

ବାଲିଅନ୍ତା,୬|୪:ମଦ ବୋତଲରେ ଆକ୍ରମଣ ଘଟଣାରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଥାନା ମହାତ୍ମାଗାନ୍ଧୀ ମାର୍ଗ ଅଞ୍ଚଳର ରାଜେଶ କୁମାର ଦାଶ l ଖବରନେବାରେ ଜଣାପଡିଛି ଟି.ପ୍ରସାଦ ରାଓ ଗତକାଲି ରାତିରେ ତାଙ୍କ ସମ୍ପର୍କୀୟାଙ୍କ ଘରକୁ ଯାଇ ରାତ୍ରୀଭୋଜନ କରୁଥିଲେ l ଏହି ସମୟରେ ସମ୍ପର୍କିୟାଙ୍କ ଭାଇ ରାଜେଶ ହଠାତ୍ ଟି. ରାଓଙ୍କୁ ପଛରୁ ଏକ ମଦ ବୋତଲ ସାହାଯ୍ୟରେ ଆକ୍ରମଣ କରିଥିଲେ l… Continue reading ମଦ ବୋତଲରେ ଆକ୍ରମଣ, ଜଣେ ଗିରଫ

ବାଲି ମାଫିଆ ଖଣି କର୍ମଚାରୀ ଙ୍କ ସହ ମଧୁଚନ୍ଦ୍ରିକା ରଖି ବେଧଡ଼କରେ ବାଲି ଚୋରି ମାଲେମାଲ

** ରାଜସ୍ବ ହରାଉଛନ୍ତି ସରକାର ୯୮ରୁ ୬୩ଟି ଲିଜ୍, ୩୫ ବାଲିଘାଟ ଲିଜ୍ ହୋଇନାହିଁ କଳାହାଣ୍ଡି,୬|୪(ପ୍ୟାରିଲାଲ ଦୁର୍ଗା ):କଳାହାଣ୍ଡି ଜିଲ୍ଲାରେ ବେଧଡ଼କ ବାଲି ଚୋରି ହେଉଛି। ବହୁ ସ୍ଥାନରେ ଲିଜ ହୋଇ ନଥିବା ବେଳେ ଖୋଲାଖୋଲି ଭାବେ ସେଠାରୁ ବାଲି ଚାଲାଣ ହେଉଛି। ଅନ୍ୟପକ୍ଷରେ କମ ଲିଜ ଦର୍ଶାଇ ଅଧିକ ବାଲି ଉଠାଣ ହେଉଥିଲେ ମଧ୍ୟ ବାଲି ମାଫିଆ ଓ ଖଣିବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟ ସରକାର ରାଜସ୍ଵ ହରାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା… Continue reading ବାଲି ମାଫିଆ ଖଣି କର୍ମଚାରୀ ଙ୍କ ସହ ମଧୁଚନ୍ଦ୍ରିକା ରଖି ବେଧଡ଼କରେ ବାଲି ଚୋରି ମାଲେମାଲ

ଫେରିଵାଲାକୁ ଚାପି ଦେଲା ବାଲି ବୋଝେଇ ହାଇବା ଟ୍ରକ:କ୍ଷତି ପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ କଲେ ରାସ୍ତା ରୋକ

କଳାହାଣ୍ଡି,୨୯|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):- କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ- ବୋଡେ଼ନ ଯିବା ରାସ୍ତା ବିଅରବାର ନିକଟରେ ହାଇୱା ଟ୍ରକ  ଜଣେ ବୁଲାବେପାରୀ ବାଇକ ଆରୋହୀ କୁ ଚାପି ଦେବାରୁ ଘଟଣା ଜାଗାରେ ହିଁ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ମଧ୍ୟପ୍ରଦେଶ ରାଜ୍ୟ ରତନଗଡ଼ ଥାନା ଡିକେନ ଗାଁ ର ରାହୁଲ ମେଘୱାଲା | ସେ ଜଣେ ବୁଲାବେପାରୀ ଅଟନ୍ତି। ସୂଚନା ଥାଉ କି ରାହୁଲ ଆଜି (ରବିବାର) ଭୋର ସକାଳ ୫… Continue reading ଫେରିଵାଲାକୁ ଚାପି ଦେଲା ବାଲି ବୋଝେଇ ହାଇବା ଟ୍ରକ:କ୍ଷତି ପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ କଲେ ରାସ୍ତା ରୋକ

ଖଜୁରୀ ତାଡି ସହ ଦେଶୀ ମଦ ଜବତ :ସମ୍ପୃକ୍ତ ଦୁଇ ବ୍ୟକ୍ତି ଗିରଫ୍

କଳାହାଣ୍ଡି,୨୬|୩(ପ୍ୟାରିଲାଲ ଦୁର୍ଗା):କୋକସରା ଅବକାରୀ ଥାନା ଅଧିକାରୀ ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ବୁଧବାର କୋକସରା ଥାନା ବାଙ୍କିମୁଣ୍ଡା ଓ ଆମପାଣି ଥାନା ସାନପୋଡାଗୁଡା ଗ୍ରାମରେ ଚଢ଼ାଉ କରି ଖଜୁରୀ ତାଡି ଓ ଦେଶୀ ମଦ ଜବତ କରାଯାଇଛି ଏବଂ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ୟେରା ଭେଙ୍କାନା (୪୪) ଓ ବିଭିଷଣ ପୁଝାରୀ (୩୮) ବୋଲି ଜଣାପଡ଼ିଛି। ବାଙ୍କୀମୁଣ୍ଡା ଗ୍ରାମରୁ ୟେରା ଭେଙ୍କାନା ଠାରୁ ୨୦ ଲିଟର ଖଜୁରୀ ତାଡି ଜବତ… Continue reading ଖଜୁରୀ ତାଡି ସହ ଦେଶୀ ମଦ ଜବତ :ସମ୍ପୃକ୍ତ ଦୁଇ ବ୍ୟକ୍ତି ଗିରଫ୍

ଶ୍ରୀଗଣେଶ କଲେଜ ବିରୁଦ୍ଧରେ ଜୁନାଗଡ ଥାନାରେ FIR ଅଭିଯୋଗ ଦାୟାର

କଳାହାଣ୍ଡି,୨୫|୩(ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଥିବା ଶ୍ରୀଗଣେଶ କଲେଜରେ +2 ବାର୍ଷିକ ପରୀକ୍ଷା ଦେବା ଛାତ୍ରଛାତ୍ରୀ ମାନଙ୍କ ଆଡମିଟ କାର୍ଡ ନ ଦେବାରୁ ଅନେକ ଛାତ୍ରଛାତ୍ରୀ +2 ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି| ଏହି ଅଭିଯୋଗ AOSCF ପାଖକୁ ଆସିବାରୁ ଘଟଣାର ସତ୍ୟତା ଜାଣିବା ପାଇଁ AOSCF ଏକ ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ତଥ୍ଯ ସଂଗ୍ରହ କରି ଜାଣି ପାରିଲା ଯେ +2 ସିଟ ୬୪ ଥିବା ବେଳେ ତାଠାରୁ ଅଧିକ ଛାତ୍ରଛାତ୍ରୀ… Continue reading ଶ୍ରୀଗଣେଶ କଲେଜ ବିରୁଦ୍ଧରେ ଜୁନାଗଡ ଥାନାରେ FIR ଅଭିଯୋଗ ଦାୟାର

ବାପାକୁ ଆକ୍ରମଣ କରିବା ଘଟଣାରେ ପୁଅ ଗିରଫ

ବାଲିଅନ୍ତା,୨୪|୩():ପାରିବାରିକ କଳହରୁ ବାପାକୁ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣାରେ ପୁଅକୁ ଆଜି ଧଉଳି ଥାନା ପୁଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ତୈଳ ସାହିର ବାବାଜୀ ଭୋଇଙ୍କ ପୁଅ ମଣ୍ଟୁ ଓରଫ ମନୋରଞ୍ଜନ l ଏଥିସହ ତା ଠାରୁ ଆକ୍ରମଣରେ ବ୍ୟବହୃତ ସାମଗ୍ରୀ ପୁଲିସ ଜବତ କରିଛି l ଖବରନେବାରେ ଜଣାପଡିଛି ଗତକାଲି ରାତିରେ ମଣ୍ଟୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ବାବାଜୀଙ୍କୁ ଟଙ୍କା ମାଗିଥିଲେ l ମାତ୍ର ବାବାଜୀ… Continue reading ବାପାକୁ ଆକ୍ରମଣ କରିବା ଘଟଣାରେ ପୁଅ ଗିରଫ

ଉପଯୁକ୍ତ ପ୍ରମାଣ ଅଭାବରୁ ଗୋଲାମୁଣ୍ଡା ଥାନା ପୂର୍ବତନ ଏଏସ୍‌ଆଇ ନିର୍ଦୋଷ ରେ ଖଲାସ

କଳାହାଣ୍ଡି,(୨୩|୩ -ପ୍ୟାରିଲାଲ ଦୁର୍ଗା): ଜମିଜମା ଘଟଣାରେ ଏକ ମାରପିଟ ମାମଲାରେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ବଦ୍ରିନାରାୟଣ ନନ୍ଦ ଗୋଲାମୁଣ୍ଡା ଥାନାର ପୂର୍ବତନ ଏଏସ୍‌ଆଇ ରାଜକପୁର ବେହେରାଙ୍କୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି। ୨୦୧୯ ମସିହା ଜୁନ ୨୫ରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡ଼କେଲ ଗ୍ରାମର ତ୍ରିନାଥ ନାଏକ ଓ ସେହି ଗ୍ରାମର ଦୟାନିଧି ଭତ୍ରିଆଙ୍କ ପରିବାର ମଧ୍ୟରେ ଜମିଜମା ବିବାଦକୁ ନେଇ ମାରପିଟ ହୋଇଥିଲା। ଏ ସମ୍ପର୍କରେ ତ୍ରିନାଥ ଗୋଲାମୁଣ୍ଡା ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ… Continue reading ଉପଯୁକ୍ତ ପ୍ରମାଣ ଅଭାବରୁ ଗୋଲାମୁଣ୍ଡା ଥାନା ପୂର୍ବତନ ଏଏସ୍‌ଆଇ ନିର୍ଦୋଷ ରେ ଖଲାସ

You cannot copy content of this page