ଧର୍ମଗଡ ଅବକାରୀ ବିଭାଗ ତରଫରୁ ଗଞ୍ଜେଇ ଜବତ:ସମ୍ପୃକ୍ତ ୩ ଜଣକୁ ଗିରଫ କରି କଲା କୋର୍ଟ ଚାଲାଣ

କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଚୋରା ଗଞ୍ଜେଇ କାରବାର ଘଟଣାରେ ଧର୍ମଗଡ଼ ଅବକାରୀ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ କରିବା ସହ ତିନି ଅବକାରୀ ବିଭାଗ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ବିଭାଗୀୟ ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଅବକାରୀ ଅଧକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଓ ସହକାରୀ ଅଧୀକ୍ଷକ ସାଗରିକା ପ୍ରଧାନଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଶୁକ୍ରବାର ଧର୍ମଗଡ଼ ସହରର ବସ୍ତି ପଡାରେ ଚଢାଉ କରାଯାଇ ଗୁଣନିଧି ନାଏକଙ୍କ ଠାରୁ ୩କେଜି ଗଞ୍ଜେଇ ଜବତ କରାଯାଇ… Continue reading ଧର୍ମଗଡ ଅବକାରୀ ବିଭାଗ ତରଫରୁ ଗଞ୍ଜେଇ ଜବତ:ସମ୍ପୃକ୍ତ ୩ ଜଣକୁ ଗିରଫ କରି କଲା କୋର୍ଟ ଚାଲାଣ

ବନ ବିଭାଗର ଚଢ଼ାଉ-ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ

କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନ କେଗାଁ ରେଞ୍ଜର ବନ କର୍ମଚାରୀ ମାନେ ଗରଗାବ ସେକ୍ସନ ଅଧୀନ କାନ୍ଦୁଲଝର ଗାଁ ନିକଟରେ ଏକ ସ୍ବତନ୍ତ୍ର ଅପରେସନ କରିଥିଲେ। ଏହି ଅଭିଯାନ ସମୟରେ କାନ୍ଦୁଲଝର ଗାଁର ଭୋଗରାଜ ମଲ୍ଲିକ ଏବଂ ଫଗୁ ଜୁଆଡ଼ଙ୍କୁ କାନ୍ଦୁଲଝର ଓ କନ୍ଦଖାଲ ଗାଁ ମଧ୍ୟରେ ଅବସ୍ଥିତ ଏକ ମଦ ଭାଟି… Continue reading ବନ ବିଭାଗର ଚଢ଼ାଉ-ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ

ଦୁଇ ପେସାଦାର ଲୁଟେରାଙ୍କୁ ଗିରଫ କରିଛି ଧଉଳି ଥାନା ପୁଲିସ

ବାଲିଅନ୍ତା,:ଧଉଳି ଥାନା ପୁଲିସ ଗତକାଲି ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇ ପେସାଦାର ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ବୁରୁସାହି ଗ୍ରାମର ସିଲୁ ଓରଫ ଶୁଭମ ଚନ୍ଦ୍ର ନାୟକ ଓ କଟକ ବିଡାନାଶି ସେକ୍ଟର-୬ ର ଆକାଶ ଓରଫ ସମିର ଚନ୍ଦ୍ର ଦାସ ଆକାଶ । ଭରତପୁର ଥାନା ଅଧିନ ଏକ ଆୟୁର୍ବେଦିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାମ କରନ୍ତି । ସେମାନଙ୍କ ଠାରୁ ପୁଲିସ ଏକ… Continue reading ଦୁଇ ପେସାଦାର ଲୁଟେରାଙ୍କୁ ଗିରଫ କରିଛି ଧଉଳି ଥାନା ପୁଲିସ

You cannot copy content of this page