ଡଃ ଜ୍ଞାନେନ୍ଦ୍ର ଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

ଭୁବନେଶ୍ୱର-୦୭/୦୮/୨୦୨୬: ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତ ଆଜି ଅପରାହ୍ନ ୩ ଘ. ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ୮୭ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଗମନ କରିଛନ୍ତି । ସ୍ୱର୍ଗୀୟା ରାଉତ ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିଶନର ଆଜୀବନ ଟ୍ରଷ୍ଟି ଥିଲେ । ସେ ଜଣେ ଧର୍ମପରାୟଣା, ପୁଜ୍ୟପୂଜାପ୍ରାଣ, ସରଳ ବନ୍ଧୁ ବସôଳା ମହିଳା ଥିଲେ । ଶ୍ରୀମତୀ ରାଉତ ଙ୍କ ସ୍ୱାମୀ ଭୁବନେଶ୍ୱର… Continue reading ଡଃ ଜ୍ଞାନେନ୍ଦ୍ର ଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

07/08/26 ବନ୍ୟା ବିପନ୍ନଙ୍କ ଉଦେଶ୍ୟରେ ଦଶରଥପୁର ଯୁବ କଂଗ୍ରେସ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ଦେଖାଯାଇଛି । ବ୍ଲକସ୍ଥ କସପା, ତରପଦା, ମଲିକାପୁର, ନିଜାମପୁର, ଦୁଦୁରାଅଣ୍ଟା, କମାରଡିହ, କୟାଁ ଆଦି ପଞ୍ଚାୟତରେ ପ୍ରାୟ ୧୫ ଶହ ପରିବାରକୁ ମୁଡି, ବିସ୍କୁଟ, ପାଉଁରୁଟି, ପାଣି ବୋତଲ ଆଦି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଯୁବ କଂଗ୍ରେସ ନେତା ଚନ୍ଦ୍ର ଶେଖର ସାହୁଙ୍କ ନେତୃତ୍ୱରେ ସରପଞ୍ଚ ଲିପିକା ମଲିକ, ଛାତ୍ର ନେତା ଅନନ୍ତ କୁମାର ଯେନା, ଦେବକାନ୍ତ ପତି,… Continue reading ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ସାମ୍ବାଦିକ ମାନେ ସମାଜର ଆଇନା

ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତବାଲିଅନ୍ତା,୭|୮:ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ଅଡିଟୋରିୟମରେ ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା କିଶୋର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ ପରେ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏଥିରେ ଜୟଦେବ ବିଧାୟକ ନବକିଶୋର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ମେୟର… Continue reading ସାମ୍ବାଦିକ ମାନେ ସମାଜର ଆଇନା

ସମାଜସେବୀ ଗୋଲାପ ଦାସଙ୍କ ଏକାଦଶାହରେ ଶ୍ରଦ୍ଧା ସୁମନ ଅର୍ପଣ

ଚିଲିକା, ୭। ୮:ଚିଲିକା ବ୍ଲକ କୁମାଣ୍ଡାଳପାଟଣା ପଞ୍ଚାୟତ କୁମାଣ୍ଡାଳ ଗ୍ରାମ ନିବାସୀ ଦିବାକର ଦାସଙ୍କ ପତ୍ନୀ ତଥା ଚିଲିକା ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ପ୍ରମୋଦ କୁମାର ଦାସଙ୍କ ମା’ ଗୋଲାପ ଦାସ (୮୫)ଙ୍କ ଏକାଦଶାହ ଶ୍ରଦ୍ଧାଞ୍ଚଳୀ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବରିଷ୍ଠ ରାଜନେତା ସମୀର ରଞ୍ଜନ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ସଭାପତି ତଥା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ପ୍ରାକ୍ତନ… Continue reading ସମାଜସେବୀ ଗୋଲାପ ଦାସଙ୍କ ଏକାଦଶାହରେ ଶ୍ରଦ୍ଧା ସୁମନ ଅର୍ପଣ

ନାଚୁଣୀ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ ପାଳିତ ।

ଚିଲିକା, ୭। ୮(ସ.ମି.ସ) ନାଚୁଣୀ ମହାବିଦ୍ୟାଳୟର ୪୬ ତମ ପ୍ରତିଷ୍ଠା ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁନୀଲ କୁମାର ପଟ୍ଟନାୟକଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ପରିଚାଳନା କମିଟିର ସଭାପତି ତଥା ଖୋର୍ଦ୍ଧା ଉପଜିଲ୍ଲାପାଳ ସଙ୍କଳ୍ପ ସ୍ଵସ୍ତିକ ସାହୁ, ସମ୍ମାନିତ ଅତିଥି ଭାବେ ନାଚୁଣୀ ଗୋଦାବରୀଶ… Continue reading ନାଚୁଣୀ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ ପାଳିତ ।

ବାଲୁଗାଁ ପାଇଁ ୨୦୫୧ ପର୍ଯ୍ୟନ୍ତ ରୋଡମ୍ୟାପ୍ ପ୍ରସ୍ତୁତ, GIS ଟେକନୋଲୋଜିରେ ହେବ ସ୍ମାର୍ଟ ବିକାଶ..

ଚିଲିକା, ୭।୮:ବାଲୁଗାଁ ଅଞ୍ଚଳର ସୁପରିକଳ୍ପିତ ଏବଂ ସ୍ଥାୟୀ ବିକାଶ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବାଲୁଗାଁ ପ୍ଲାନିଂ ଏରିଆ ପାଇଁ GIS/RS ଆଧାରିତ ମାଷ୍ଟର ପ୍ଲାନ–୨୦୫୧ ର ଉପସ୍ଥାପନାର ସମୀକ୍ଷା କରାଯାଇଛି।ବୈଠକରେ ସୂଚନା ଦିଆଯାଇଛି ଯେ, ଆଧୁନିକ GIS/RS ପ୍ରଯୁକ୍ତିକୁ ଆଧାର କରି ପ୍ରସ୍ତୁତ ହେଉଥିବା ଏହି ଦୀର୍ଘମିଆଦି ମାଷ୍ଟର ପ୍ଲାନ ବାଲୁଗାଁର ସୁବ୍ୟବସ୍ଥିତ ନଗରୀକରଣର ରୋଡ୍ ମ୍ୟାପ୍ ହେବ। ଏଥିରେ ଉନ୍ନତ ସଡ଼କ ଓ… Continue reading ବାଲୁଗାଁ ପାଇଁ ୨୦୫୧ ପର୍ଯ୍ୟନ୍ତ ରୋଡମ୍ୟାପ୍ ପ୍ରସ୍ତୁତ, GIS ଟେକନୋଲୋଜିରେ ହେବ ସ୍ମାର୍ଟ ବିକାଶ..

ବାଲୁଗାଁ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ପକ୍ଷରୁ ଆଲୋଚନାଚକ୍ର |

ଚିଲିକା, ୭। ୮: ବାଲୁଗାଁ ମହାବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ପକ୍ଷରୁ ଛାତ୍ରୀମାନଙ୍କ ସୁରକ୍ଷା, ଶୃଙ୍ଖଳା ଓ ସଶକ୍ତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ,ଅଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ ସଭାପତି ଡକ୍ଟର ମୋନାଲିସା ମାନସିଂହ,ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପକ ପ୍ରବୀଣ କୁମାର ଜେନା,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ,ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ… Continue reading ବାଲୁଗାଁ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ପକ୍ଷରୁ ଆଲୋଚନାଚକ୍ର |

ନିଶାଶକ୍ତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପରେ ଘରକୁ ପଠାଇଲା ବାଲୁଗାଁ ପୋଲିସ

ଚିଲିକା, ୭।୮:ବର୍ତ୍ତମାନ ସମୟରେ ମାନବିକତା ବଞ୍ଚି ରହିଛି।ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛି ବାଲୁଗାଁ ପୋଲିସ।ଖବର ମୁତାବକ ଗୁରୁବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଗାନ୍ଧୀ ଛକ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ପଡି ସାଧାରଣ ଜନତାଙ୍କୁ ଗାଳିଗୁଲଜ କରୁଥିବା ଦେଖି ସ୍ଥାନୀୟ ଲୋକେ ୧୧୨ କୁ ଫୋନ କରିଥିଲେ।ଖବର ପାଇ ବାଲୁଗାଁ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ଡାକ୍ତର ଚିକିତ୍ସା କରୁଥିବା ବେଳେ ସଂପୃକ୍ତ ଯୁବକ ଜଣକ ଡାକ୍ତର ଓ ସ୍ବାସ୍ଥ୍ୟ… Continue reading ନିଶାଶକ୍ତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପରେ ଘରକୁ ପଠାଇଲା ବାଲୁଗାଁ ପୋଲିସ

ସ୍କାଉଟ ଆଣ୍ଡ ଗାଇଡ଼ ନିର୍ବାଚନରେ ମନ୍ତ୍ରୀ ଅଯଥା ହସ୍ତକ୍ଷେପ ବନ୍ଦ କରି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ବ୍ୟବସ୍ଥା କରନ୍ତୁ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 6 ରିଖ l ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ନିର୍ବାଚନ ପ୍ରକ୍ରିୟାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ବାରମ୍ବାର ବେଆଇନ ହସ୍ତକ୍ଷେପ ଅତ୍ୟନ୍ତ ନିନ୍ଦନୀୟ l ସ୍କୁଲ ପିଲାମାନଙ୍କ ଚରିତ୍ର ଗଠନ ଏବଂ ସାମାଜିକ ଦାୟିତ୍ୱବୋଧ ଓ ରାଷ୍ଟ୍ର ବିକାଶ ପାଇଁ ଉତ୍ତରଦାୟୀତ୍ୱ ଶିକ୍ଷା ପ୍ରଦାନ ନିମନ୍ତେ କାମ କରୁଥିବା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ନିର୍ବାଚନ ସ୍ୱଚ୍ଛ, ନିରପେକ୍ଷ… Continue reading ସ୍କାଉଟ ଆଣ୍ଡ ଗାଇଡ଼ ନିର୍ବାଚନରେ ମନ୍ତ୍ରୀ ଅଯଥା ହସ୍ତକ୍ଷେପ ବନ୍ଦ କରି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ବ୍ୟବସ୍ଥା କରନ୍ତୁ : ଓଡିଶା ଅଭିଭାବକ ମହାସଂଘ

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଭଦ୍ରକ ବ୍ଲକ ଜଗଦଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରସତିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସରସତିଆର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଭାଗିରଥ ନାୟକ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥିଭାବେ ଜଗଦଳପୁର ଗ୍ରା.ପ.ର ସରପଞ୍ଚ ତିଳୋତ୍ତମା ମହାପାତ୍ର ଏବଂ ସମ୍ମାନିତ ଅତିଥିଭାବେ ପୂର୍ବତନ ସରପଞ୍ଚ ବିଜୟ କୁମାର ମହାପାତ୍ର, ସାଧନକେନ୍ଦ୍ର ସଂଯୋଜକ ପିତାମ୍ବର ମିଶ୍ର ଏବଂ ମୁଖ୍ୟବକ୍ତା ଗାୟତ୍ରୀପରିବାରର ପରିଜନ କେଦାରନାଥ… Continue reading ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

You cannot copy content of this page