ହାଇପରିଅନ୍-ଚାଳିତ ଟାଟା ସିଆରା ନୂତନ ଇନ୍ଧନ ଦକ୍ଷତା ମାନଦଣ୍ଡ ସ୍ଥିର କରେ

ମୁମ୍ବାଇ: ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ (TMPV) ନୂତନ ପ୍ରବେଶକାରୀ ଟାଟା ସିଆରା 12 ଘଣ୍ଟା ମଧ୍ୟରେ ସର୍ବାଧିକ ଇନ୍ଧନ ଦକ୍ଷତା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପ୍ରବେଶ କରି ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି | NATRAX ଇନ୍ଦୋରରେ ଏକ ସାର୍ଟିଫିକେଟ୍ ରନ୍ରେ, ସିଆରା ପୂର୍ବ ଜାତୀୟ ମାନଦଣ୍ଡକୁ ଅତିକ୍ରମ କରି 29.9 କିଲୋମିଟର ବିତରଣ କରିଥିଲା ​​| ପିକ୍ସେଲ ମୋସନ ଦଳ ଦ୍ feat ାରା ଏହି କୀର୍ତ୍ତିମାନ କାର୍ଯ୍ୟକାରୀ କରାଯାଇଥିଲା,… Continue reading ହାଇପରିଅନ୍-ଚାଳିତ ଟାଟା ସିଆରା ନୂତନ ଇନ୍ଧନ ଦକ୍ଷତା ମାନଦଣ୍ଡ ସ୍ଥିର କରେ

ସାରସ୍ୱତ ଲେଖକ ଶ୍ରୀନିବାସ ପାଣିଗ୍ରାହୀଙ୍କ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ସାହିତ୍ୟିକ, ଲେଖକ ଶ୍ରୀନିବାସ ପାଣିଗ୍ରାହୀଙ୍କ ସ୍ୱରଚିତ ତିନିଗୋଟି ପୁସ୍ତକ “ସ୍ମୃତି ଓ ଗୀତି “, “ଗୀତିପର୍ବ ” ଓ “ଭିଜନ ଅଫ ଲାଇଫ “ଆଧ୍ୟାତ୍ମିକ ଉପରେ ପର୍ୟ୍ୟବେଶିତ ମୁଖ୍ୟଅତିଥି ପ୍ରାକ୍ତନ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ସାରସ୍ୱତ ପ୍ରତିଭାଧାରୀ ଡ଼ ରବି ନାରାୟଣ ସେନାପତିଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଛି I ସତ୍ୟମ ଶିବମ ସୁନ୍ଦରମ ପକ୍ଷରୁ ପ୍ରକାଶିତ ତିନିଗୋଟି ପୁସ୍ତକ ଆଜିର ଯୁବପୀଢ଼ିଙ୍କୁ ମାର୍ଗଦର୍ଶନ କରାଇବା ସହିତ… Continue reading ସାରସ୍ୱତ ଲେଖକ ଶ୍ରୀନିବାସ ପାଣିଗ୍ରାହୀଙ୍କ ପୁସ୍ତକ ଉନ୍ମୋଚିତ

ବେଆଇନ ଛଟେଇ ପ୍ରତିବାଦରେ ଭାରତୀୟ ମଜଦୁର ସଂଘର ଆନ୍ଦୋଳନ

odisha private udyogi majdur mahasangh strike

ଭୁବନେଶ୍ୱର : ଓଡିଶାର ବିଭିନ୍ନ ଘରୋଇ ଉଦ୍ୟୋଗ ମାନଙ୍କରେ ବୃଦ୍ଧି ପାଇଥିବା ବେଆଇନ ଶ୍ରମିକ ଛଟେଇ ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡିଶା ଘରୋଇ ଉଦ୍ୟୋଟ ମଜଦୁର ମହାସଂଘ ପକ୍ଷରୁ ରାଜ୍ୟ ଶ୍ରମ ଆୟୁକଙ୍କ କାର୍ଯ୍ୟାଳୟ ସମ୍‌ମୁଖରେ ଏକ ବିଶାଳ ଗଣଧାରଣା ଦିଆଯାଇଛି। ଟାଟା ପାୱାରରେ ବେଆଇନ ଛଟେଇର ଶିକାର ହୋଇଥ‌ିବା ୨୫୦ ରୁ ଉର୍ଦ୍ଧ୍ଵ ସିସିଇ ଏବଂ ଅନ୍ୟ ବର୍ଗ ଶ୍ରମିକଙ୍କ ପୁନଃ ନିଯୁକ୍ତି, MSP Sponz Iron Mazdoor Sangh ର ସାଧାରଣ… Continue reading ବେଆଇନ ଛଟେଇ ପ୍ରତିବାଦରେ ଭାରତୀୟ ମଜଦୁର ସଂଘର ଆନ୍ଦୋଳନ

ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ଅନୁଷ୍ଠିତ

Utkal bulletin Charitable Turst 5th annualceremony held at bhubaneswar

10 ସାରସ୍ୱତ ପ୍ରତିଭାଧାରୀ ହେଲେ ସମ୍ବର୍ଦ୍ଧିତଭୁବନେଶ୍ୱର: ୱେବ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ସ୍ଥାନୀୟ ୟୁନିଟ-9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନା ଓ ସଂସ୍କୃତି ପୁରୁଷ, ପୁଜ୍ୟପୂଜା ପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି… Continue reading ସାମାଜିକ ଅନୁଷ୍ଠାନ ଓ ୱେବ ଗଣମାଧ୍ୟମ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ଅନୁଷ୍ଠିତ

ଯଶସ୍ୱୀ ଆଦର୍ଶ ଶିକ୍ଷକଙ୍କ ସ୍ମରଣେ

ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ଜଣେ ଶିକ୍ଷକ ପାଇଁ ସବୁବେଳେ ଆହ୍ୱାନ ଥାଏ | ଛାତ୍ରର ଅନ୍ତର୍ନିହିତ ଗୁଣକୁ ଚିହ୍ନି ତାକୁ ସଠିକ ମାର୍ଗରେ ବାଟ କଢ଼େଇନେବାହିଁ ଜଣେ ଆଦର୍ଶ ଶିକ୍ଷକର କର୍ତ୍ତବ୍ୟ ହେବା ନିତାନ୍ତ ଆବଶ୍ୟକ ବୋଲି ଶିକ୍ଷକ ସମାଜକୁ ସବୁବେଳେ ବାର୍ତ୍ତା ଦେଇଆସିଛନ୍ତି ଯୋବ୍ରା ମୁନସିପାଲିଟି ସ୍କୁଲର ଶିକ୍ଷକ ଆଦର୍ଶ ଶିକ୍ଷକ ଶ୍ରୀଚରଣ ବେହେରା | ଅନୁଷ୍ଠାନ ଗଢ଼ିବା ଯେତିକି କାଠିକର ପାଠ ପିଲାଙ୍କୁ ମଣିଷ ଭଳି ମଣିଷ କରି ଗଢ଼ି ତୋଳିବା… Continue reading ଯଶସ୍ୱୀ ଆଦର୍ଶ ଶିକ୍ଷକଙ୍କ ସ୍ମରଣେ

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଅନ୍ତା: ଗାଁ ଗହଳି ଲୋକଙ୍କ ସମସ୍ୟା ବୁଝିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ କରୁଛି l ବାଲିଅନ୍ତା ବ୍ଲକ ଅଧିନ ପ୍ରତାପଶାସନ ଗ୍ରାମ ପଞ୍ଚାୟତ ସ୍ଥିତ ଜ୍ଞାନଦେବୀ କଲ୍ଯାଣ ମଣ୍ଡପ ପରିସରରେ ଅଭିଯୋଗ ଶୁଣାଣୀ ଜନିତ “ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ସକାଳ ୧୧.୦୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ନବ କିଶୋର ମଲ୍ଲିକ, ତହସିଲଦାର… Continue reading ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧୂମଧାମରେ ମାଣିକାଗୋଡ଼ା ଦଶହରା ପାଳିତ

ମାଣିକାଗୋଡ଼ା: ଦଶହରାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଥିବାବେଳେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ପାଳନ କରିଥାନ୍ତି ଖୋର୍ଦ୍ଧାଜିଲ୍ଲାର ମାଣିକାଗୋଡ଼ା ଗ୍ରାମବାସୀମାନେ। ଏହି ଗ୍ରାମରେ ଦଶହରାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ଏହି ଦଶହରା ପର୍ବ ଅବସରରେ ଏକ ବିଶେଷ ପରମ୍ପରା ଦେଖିବାକୁ ମିଳିଥାଏ ମାଣିକାଗୋଡ଼ା ଗ୍ରାମରେ। ଏହି ଗ୍ରାମରେ ଦଶହରାରେ ମା’ଙ୍କ ପୂଜାର୍ଚ୍ଚନାକୁ ଦୁଇ ସମ୍ପ୍ରଦାୟ ମୁସଲମାନ ଏବଂ ହିନ୍ଦୁ ମିଳିମିଶି ପାଳନ କରିଥାନ୍ତି। ଦଶହରା ଅବସରରେ ମା’ଙ୍କ ଅପରାଜିତା ହୋମ ଅନୁଷ୍ଠିତ… Continue reading ଧୂମଧାମରେ ମାଣିକାଗୋଡ଼ା ଦଶହରା ପାଳିତ

ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନ: ସାମାଜିକ ସଂଗଠନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସମସ୍ତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବାବା ଝରଣେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ ଓ ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଛି । ଏଥିରେ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା, ପଂଚାନନ ସେନାପତି, ଭାଗବତ ସେଠୀ, ରଂଜନ କୁମାର ସେଠୀ, ଲିଙ୍ଗରାଜ ସେଠୀ, ଲୁଲୁ ସେଠୀ, ନୂତନ ଙ୍କ ସହ ନୂତନ ଭାବେ ଏହି ସାମାଜିକ ଅନୁଷ୍ଠାନରେ ସାମିଲ ହୋଇଥିବା ୩ଜଣ ଝିଅ ମଧ୍ୟ ଏହି… Continue reading ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନା

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ମାସିକ ସମୀକ୍ଷା ବୈଠକ ଓ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନାଚକ୍ର ସଂଯୋଜକ ଶ୍ରୀକାନ୍ତ ସାହୁ ଓ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଆଇସି ର ପୂର୍ବତନ ପ୍ରବନ୍ଧକ ଅମୁଲ୍ୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିଳ୍ପପତି ସୁଶାନ୍ତ କୁମାର… Continue reading ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନା

ରେଙ୍ଗାଳିଡ୍ୟାମ ଛକରେ ବାଇକ ଧକ୍କାରେ ୨ ଗୁରୁତର

ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ବଡ଼କାଠିଆସ୍ଥିତ ରେଙ୍ଗାଳିହୁଡ଼ା ଛକଠାରେ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ଦିବା ୧୧ ରୁ ୧୨ ଘଟିକା ସମୟରେ ବଡ଼କାଠିଆ-ଓଡ଼ିଶ ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ଡ୍ୟାମ୍ ରାସ୍ତାରେ ଦୁଇଜଣ ଯୁବକ ମୋଟର ସାଇକେଲରେ ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଛି । ଗୁରୁତର ଦୁହିଁଙ୍କୁ ପରେ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନା ନିଆଯାଇଛି । ଗୁରୁତର ହୋଇଥିବା ଦୁଇ ଯୁବକ… Continue reading ରେଙ୍ଗାଳିଡ୍ୟାମ ଛକରେ ବାଇକ ଧକ୍କାରେ ୨ ଗୁରୁତର

You cannot copy content of this page