ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା, ୩/୬/୨୬(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ପଞ୍ଚାୟତ ତଳଗଡ଼ସ୍ଥିତ ପତିତପାବନ ଯୁବକ ସଂଘ ପ୍ରାଙ୍ଗଣରେ ଆଜି ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏକତ୍ରିତ ହୋଇ ବ୍ଲକର ବିଭିନ୍ନ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସଭାରେ କିଶୋର ନାୟକ, ପୀତବାସ ଦାଶ, ସୁର୍ଯ୍ୟକାନ୍ତ ଭୋଳ, ପ୍ରଭାତେଂଶୁ ସାମନ୍ତରାୟ, ଲୁକେଶ ସାହୁ, ଗଦାଧର… Continue reading ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ଯୁବତୀଙ୍କ ଠାରୁ ଭ୍ୟାନିଟ ଝାମ୍ପିନେବା ଘଟଣା ; ଲୁଟିଆ ଗିରଫ

ବାଲିଅନ୍ତା,୩|୭ (ଗୋବର୍ଦ୍ଧନ ଦାସ ):ଗତମାସ ୨୩ ତାରିଖରେ ବାଳକାଟି ଫାଣ୍ଡି ଅଧିନ ପୁରୁଣା ଜଗନ୍ନାଥ ସଡ଼କ ମା’ଭାଗବତୀ ମନ୍ଦିର ନିକଟ ଏକ ହୋଟେଲ ସମ୍ମୁଖରେ ଜଣେ ଯୁବତୀଙ୍କ ଠାରୁ ଦୁର୍ବୁତ୍ତ ଭ୍ୟାନିଟ ଝାମ୍ପି ନେବା ଘଟଣାରେ ବାଲିଅନ୍ତା ଥାନା ପୁଲିସ ଜଣେ ଲୁଟିଆକୁ ଗିରଫ କରି ଅଦାଲତ ଚାଲାଣ କରିଛି l ଏଥିସହ ଲୁଟିଆର ବ୍ୟବହୃତ ପଲସର ମୋଟର ସାଇକଲ ଜବତ କରିଥିବା ବେଳେ ଉକ୍ତ ଯୁବତୀଙ୍କ ମୋବାଇଲ ଉଦ୍ଧାର କରିଛି l ଲୁଟିଆ ହେଲେ ନିଆଳି… Continue reading ଯୁବତୀଙ୍କ ଠାରୁ ଭ୍ୟାନିଟ ଝାମ୍ପିନେବା ଘଟଣା ; ଲୁଟିଆ ଗିରଫ

ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ସି.ଏ. ରମେଶ କେଜ୍ରିୱାଲ ଙ୍କୁ ସମ୍ଭର୍ଦ୍ଧନା

ବାଲିଅନ୍ତା, ୩|୭(ଗୋବର୍ଦ୍ଧନ ଦାସ):ବରିଷ୍ଠ ଅର୍ଥନୀତି ସମୀକ୍ଷକ ତଥା ଆଇନୀଜୀବୀ ସି.ଏ. ରମେଶ କେଜ୍ରିୱାଲ ଓ ସିଏ ଦେବାଶିଷ ମିଶ୍ର ଙ୍କୁ ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ରୋଟାରି କ୍ଳବ ତରଫରୁ ଡିଜି ଶ୍ରୀ ଅନିଲ କୁମାର ସାମଲ (IAS) ଓ ଫାଷ୍ଟ ଲେଡି ସୁବ୍ରତା ସାମଲ ସମ୍ଭର୍ଦ୍ଧନା କରିଛନ୍ତି. ସି ଏ କେଜ୍ରିୱାଲ ଜଣେ ବରିଷ୍ଟ ଅର୍ଥନୀତିଜ୍ଞ ଓ କର ସେବା କ୍ଷେତ୍ର ରେ ତାଙ୍କର ଓଡିଶା ତଥା ଭାରତ ପାଇଁ ଅବଦାନ ଅତୁଳନୀୟ, ବିଭିନ୍ନ ସମୟ… Continue reading ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ସି.ଏ. ରମେଶ କେଜ୍ରିୱାଲ ଙ୍କୁ ସମ୍ଭର୍ଦ୍ଧନା

କାକରୁଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଖମଙ୍ଗ ଶାସନରେ ରଜ ମହୋତ୍ସବ ପାଳିତ

ବାଲିଅନ୍ତା ୩/୭/୨୬ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କାକରୁଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଖମଙ୍ଗ ଶାସନ ଶ୍ରୀ ଶ୍ରୀ ଭାଗବତ ବାସୁଦେବ କମିଟିର ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ ରଜ ମହୋତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ​ଏହି ଅବସରରେ ପ୍ରଭୁ ଶ୍ରୀ ଶ୍ରୀ ଭାଗବତ ବାସୁଦେବଙ୍କୁ ଏକ ସୁସଜ୍ଜିତ ବିମାନରେ ବାଜା, ବାଣ ଓ ଶୋଭାଯାତ୍ରା ସହ ଗ୍ରାମର ପ୍ରତ୍ୟେକ ଦ୍ୱାର ଦେଶରେ ବୁଲାଇ ଭୋଗ ଅର୍ପଣ… Continue reading କାକରୁଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଖମଙ୍ଗ ଶାସନରେ ରଜ ମହୋତ୍ସବ ପାଳିତ

ଅସୀମ କରାଟେ ଏକାଡେମିର ସଫଳତା, ଅଭିଲାଷାଙ୍କୁ ସ୍ୱର୍ଣ୍ଣ

ଟିଟିଲାଗଡ ସ୍ଥିତ ସେଣ୍ଟ ଆନ୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ସୀଆଈଏସସୀଇ ଜୋନାଲ୍ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ଉଦୀୟମାନ କରାଟେ ଖେଳାଳି ଅଭିଲାଷା ଚୌଧୁରୀ ୩୪ – ୩୮ ଋ କେଜି ବାଳିକା କୁମିତେ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୪୨ –… Continue reading ଅସୀମ କରାଟେ ଏକାଡେମିର ସଫଳତା, ଅଭିଲାଷାଙ୍କୁ ସ୍ୱର୍ଣ୍ଣ

ଦିଲିପ କୁମାର ନାୟକଙ୍କୁ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ 03/07/26 ଚାଣକ୍ୟ ପୁରୀ ଠାରେ ଆସ ଗ୍ଲୋବାଲ ଟ୍ରଷ୍ଟ ପକ୍ଷରୁ ସାରସ୍ୱତ କବି ସମ୍ମିଳନୀ ୟୁଥ ହଷ୍ଟେଲ ଅଡିଟୋରିୟମ ଠାରେ ଆୟୋଜିତ ହୋଇଥିଲା l ଏହି ଅବସରରେ ଓଡିଶାର ସାମ୍ବାଦିକ, କବି ଦିଲିପ କୁମାର ନାୟକଙ୍କୁ ଟ୍ରଷ୍ଟ ପକ୍ଷରୁ “କବି ଭୂଷଣ 2026″ପାଇଁ ମନୋନୀତ କରାଯିବା ସହିତ ଟ୍ରଫି ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସମେତ, ସାମ୍ବାଦିକା ରୀନା ମହାନ୍ତି,କବି, ସାହିତ୍ୟିକା ଜୟଶ୍ରୀ… Continue reading ଦିଲିପ କୁମାର ନାୟକଙ୍କୁ ସମ୍ବର୍ଦ୍ଧନା

ଆଦର୍ଶ ପ୍ରଧାନଶିକ୍ଷୟିତ୍ରୀଙ୍କ ଅବସର ସମ୍ବର୍ଦ୍ଧନା ସମାରୋହ

ଚିଲିକା,୩।୭: ବୋଲଗଡ଼ ଗୋଷ୍ଠୀ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମଣ୍ଡଳ ସିଂହ ପରିସରରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବ୍ରଜବନ୍ଧୁ ରାଉତଙ୍କ ସଭାପତିତ୍ବରେ ଗତ ଜୁନ୍ ମାସ ୩୦ତାରିଖ ରେ ଅବସର ଗ୍ରହଣ କରିଥିବା ଆଦର୍ଶ ପ୍ରଧାନଶିକ୍ଷୟିତ୍ରୀ ସୁମିତ୍ରା ଦେଈ ଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଫାସିଓଦା ଗ୍ରାମ ପଞ୍ଚାୟତର… Continue reading ଆଦର୍ଶ ପ୍ରଧାନଶିକ୍ଷୟିତ୍ରୀଙ୍କ ଅବସର ସମ୍ବର୍ଦ୍ଧନା ସମାରୋହ

ଡାକ୍ତରଙ୍କ ଆନ୍ଦୋଳନ: ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ପ୍ରଭାବିତ

ବାଲିଅନ୍ତା,୨|୭(ଗୋବର୍ଦ୍ଧନ ଦାସ):ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ ପକ୍ଷରୁ ଡକାଯାଇଥିବା ଆନ୍ଦୋଳନରେ ଆଜି ଦ୍ଵିତୀୟ ଦିନରେ ରୋଗୀସେବା ବିଶେଷ ଭାବେ ପ୍ରଭାବିତ ହୋଇଛି l ଫଳରେ ଦୂରଦୁରାନ୍ତରୁ ଆସିଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି l ଯାହା ଆଜି ବାଲିଅନ୍ତା ବ୍ଲକର ସର୍ବପୁରାତ୍ତନ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି l ଡାକ୍ତର ମାନେ ୧0 ଦଫା ଦାବି ନେଇ ଭାରପ୍ରାପ୍ତ ସ୍ୱାସ୍ଥ୍ୟଅଧିକାରୀ ଡା. ଗାୟତ୍ରୀ ମିଶ୍ରଙ୍କୁ ପ୍ରଦାନ କରି ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରିଥିଲେ l… Continue reading ଡାକ୍ତରଙ୍କ ଆନ୍ଦୋଳନ: ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ପ୍ରଭାବିତ

୭୭ତମ ବନ ମହୋତ୍ସବ ପାଳିତ।

ବାଲିଅନ୍ତା୦୨/୦୭(ଗୋବର୍ଦ୍ଧନ ଦାସ):- ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ଓ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଅଲାରପୁରସ୍ଥିତ ମା’ ଜାଗୁଳାଇ ସରସ୍ୱତୀ ଶିଶୁ ମନ୍ଦିରରେ ୭୭ତମ ବନ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। କାଞ୍ଚନ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ଼. ଅରବିନ୍ଦ… Continue reading ୭୭ତମ ବନ ମହୋତ୍ସବ ପାଳିତ।

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ ସଚେତନତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚିଲିକା,୨।୭.: ଆଜି ବେଗୁନିଆ ମଣ୍ଡଳ ଅନ୍ତର୍ଗତ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାରସ୍ୱାଇଁଙ୍କ ପୌରୋହିତ୍ଵରେ ଏବଂ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ତତ୍ୱାବଧାନରେ ବିଦ୍ୟୁତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ବାରିକ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ କୁନାଲ ଦାସ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ।ବରିଷ୍ଠ ଶୀକ୍ଷୟତ୍ରୀ ଶୁଭଲକ୍ଷ୍ମୀ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ଅତିଥି… Continue reading ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ ସଚେତନତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ

You cannot copy content of this page