ବାଲିଅନ୍ତା ଥାନାରେ ନୂତନ ଥାନାଧିକାରୀ

ବାଲିଅନ୍ତା,୧୯|୦୫):ବାଲିଅନ୍ତା ଥାନାର ନୂତନ ଥାନା ଅଧିକାରିଣୀ (ଆଇଆଇସି) ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ଥାନା ପରିସରରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ନୂତନ ଥାନା ଅଧିକାରିଣୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସାକ୍ଷାତକାର କାଳରେ ବାଲିଅନ୍ତା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା, ଅପରାଧ… Continue reading ବାଲିଅନ୍ତା ଥାନାରେ ନୂତନ ଥାନାଧିକାରୀ

ବ୍ରହ୍ମପୁରରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି

ବ୍ରହ୍ମପୁର,୧୯/୫: ସତେ ଯେମିତି ଆପରାଧୀ ମାନଙ୍କର ପୋଲିସକୁ ଏବଂ ଆଇନ୍‌ କାନୁନ୍‌କୁ ବେଖାତିର କରିବାରେ ଲାଗିଛନ୍ତି।କିଛି ଦିନ ତଳେ ଡି ଜି ପି, ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସାବାଡ କରିବାପାଇଁ ସିଧା ଏନ୍ କାଉଣ୍ଟର୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ, ପୁଣି ଥରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି ବ୍ରହ୍ମପୁରରେ ଘଟିଛି। ରାଜ୍ୟରେ ଯେମିତି ଅପରାଧୀ ମାନେ ପୋଲିସ୍‌ କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି,ଏବେ ସବୁ ଆଡ଼େ ଭାଇରାଲ ହବାର ଲାଗିଛି, ଏକ ଭିଡିଓ… Continue reading ବ୍ରହ୍ମପୁରରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି

ଚିକିତ୍ସା ପାଇଁ ୪୪ ମାସ ଧାରଣାରେ ସେବା ପ୍ରତିନିଧି

ବାଲିଅନ୍ତା , ଭୁବନେଶ୍ଵର ୧୯/୦୫ :- ରାଜଧାନୀର ପୂରାତନ ପୈ।ର ଚିକିତ୍ସାଳୟ ୧୯୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା।ଆର ଟି ଆଇ ତଥ୍ୟ ଅନୁସାରେ ବର୍ତ୍ତମାନ ୪୧ ଡାକ୍ତରରୁ ୯ ଜଣ ଡାକ୍ତର ଡାକ୍ତରଖାନାରେ ଚିକିତ୍ସା କରୁଅଛନ୍ତି। ଏହାର ପ୍ରତିକାର ପାଇଁ ଜନସାଧାରଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୪୪ ମାସ ଶାନ୍ତି ପୂର୍ଣ୍ଣ ଧାରଣା ଦିଆ ଚାଲିଛି।ପୈ।ର କମିଶନରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ… Continue reading ଚିକିତ୍ସା ପାଇଁ ୪୪ ମାସ ଧାରଣାରେ ସେବା ପ୍ରତିନିଧି

ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବାଲିଅନ୍ତା, ୧୮/୫/୨୬() : ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।​ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ୯ଘଟିକା ସମୟରେ ନିଆଳି ଥାନା ମାଧବ ଗ୍ରାମ ରୁ ଫୁଲନଖରା ଯାଉଥିବା ବେଳେ ତ୍ରିନାଥ ବଜାର… Continue reading ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

DGP ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି

ଭୂବନେଶ୍ୱର,୨୦/୫: ରାଜ୍ୟରେ ଦିନକୁ ଦିନ ଆଇନ୍‌ ଶୃଙ୍ଖଳା ପରିସ୍ଥିତ ବିଗିଡି ବାରେ ଲାଗିଛ । ସବୁଆଡ଼େ ହତ୍ୟା, ଚୋରୀ ଡକାୟତ ଦୁଷ୍କର୍ମ, ଗଣଦୁଷ୍କର୍ମ, ଚୋରା ନିଶାଦ୍ରବ୍ୟ କାରବାର,ବେଆଇନ୍‌ ଭାବେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କାରବାର,ଗୋ-ଚାଲାଣ, ଗୋ-ହତ୍ୟା ରାଜ୍ୟରେ ବଢିବାରେ ଲାଗିଛି,ପୋଲିସ ଜ୍ଞାତରେ ହଉ କିମ୍ଵା ଅଜାଣତରେ ହଉ ପୋଲିସ୍ ବିଭାଗ ଉପରେ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଘରୁ ବାହରୀ ବାକୁ ଲୋକମାନେ ଭୟ କରୁଛନ୍ତି। କାରଣ ପୋଲିସ୍ ଉପସ୍ଥିତି ରେ ବଲିଅନ୍ତା ଘଟଣା ହେଉ… Continue reading DGP ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି

ଜଳସେବା ଶିବିର ଉଦଘାଟିତ

ବାଲିଅନ୍ତା, ୧୮|୪:ବର୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଏହାକୁ ଦୃଷ୍ଟିରେ ରଖି ଏକାମ୍ର ତଥା ଜୟଦେବ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ସୁବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ଜଳସେବା ଶିବିର ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ନୂତନ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଉଦଘାଟିତ ହୋଇଯାଇଛି l ଆଧ୍ୟାତ୍ମିକବାଦୀ ତଥା ବାଲିଅନ୍ତା ବ୍ଲକ ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ l ଆଜି ଏକାସଙ୍ଗରେ ବାଳକାଟି… Continue reading ଜଳସେବା ଶିବିର ଉଦଘାଟିତ

ଗ୍ରାହକଙ୍କୁ ଦହିପଣା ଦେଲେ ଜିଓ ପେଟ୍ରୋଲ ପମ୍ପ ମାଲିକ

ବାଲିଅନ୍ତା,୧୭|୫():ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ଏହାକୁ ଦୃଷ୍ଟିରେ ରଖି ଆଜି ବାଳକାଟି ସ୍ଥିତ ଜିଓ ପେଟ୍ରୋଲ ପମ୍ପ ପକ୍ଷରୁ ଏହାର ମାଲିକ ସଞ୍ଜୟ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ପମ୍ପର କର୍ମଚାରୀ ମାନେ ତୃଷାର୍ତ୍ତ ବାଇକ ଚାଳକଙ୍କୁ ଦହିପଣା, ପାଣି ବୋତଲ ପ୍ରଦାନ… Continue reading ଗ୍ରାହକଙ୍କୁ ଦହିପଣା ଦେଲେ ଜିଓ ପେଟ୍ରୋଲ ପମ୍ପ ମାଲିକ

ହରିପୁରରେ ,୨୭ତମ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ।

ଚିଲିକା,୧୭।୫:ପ୍ରତି ବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଠାରେ ବିଜେ ପଶ୍ଚିମାଭିମୁଖୀ ଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ଵର ଦେବଙ୍କ ପୀଠରେ୧୧ ତାରିଖ ଠାରୁ ୧୭ ତାରିଖ ପର୍ୟ୍ୟନ୍ତ ସପ୍ତଦିବସ ବ୍ୟାପୀ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁମିଳନ ଅନୁଷ୍ଠିତ ହୋଇଯାଇଅଛି। ପ୍ରତ୍ୟେହ ଦିବସରେ ସୂର୍ୟ୍ୟପୂଜା,ଗୋପୂଜା, ଶ୍ରୀମଦ୍ ଭାଗବତ ପାଠ, ଚ଼ଣ୍ଡୀପାଠ ଓ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥାଏ । ୧୩, ୧୪ ଓ ୧୫ ତାରିଖ ତ୍ରିଦିବସ ରୁଦ୍ରାଭିଷେକ ସହ ରାମ… Continue reading ହରିପୁରରେ ,୨୭ତମ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ।

ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬

ଭୂବନେଶ୍ୱର,୧୮,୦୫:ଚାରିଟେବୁଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ ଜ୍ୟୋତି କଳା ମନ୍ଦିର” (ମୁଖ୍ୟାଳୟ – କାଲିଫର୍ଣ୍ଣିଆ, ଆମେରିକା) ର ଓଡ଼ିଶା ଶାଖା, ଲିଙ୍ଗିପୁର, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ “ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬” ଚଳିତ ମାସ ମଇ ୧୭ ତାରିଖରେ ଭଞ୍ଜ କଳା ମଣ୍ଡପରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ, ନୃତ୍ୟ ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟରେ ଭରିଥିବା ଏହି ସନ୍ଧ୍ୟା ଦର୍ଶକମାନଙ୍କ ହୃଦୟକୁ ମୁଗ୍ଧ କରିଥିଲା। ଉଦ୍‌ଘାଟନୀ ଉତ୍ସବରେ… Continue reading ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬

ଓଡିଶୀ ସଙ୍ଗୀତ ଜଗତର କାଳଜୟୀ ପୁରୁଷ ଥିଲେ ବାଳକୃଷ୍ଣଫକିର ଚରଣ ଜେନାଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ

ବାଲିଅନ୍ତା, ୧୬|୫():ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ କାଳଜୟୀ ପୁରୁଷ ଥିଲେ ବୋଲି ଆଜି ତାଙ୍କର ୧୦୩ ତମ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ନିମନ୍ତ୍ରୀତ ଅତିଥିମାନେ ବକ୍ତବ୍ୟ ଦେଇଛନ୍ତି l ତାଙ୍କ ବିଷୟରେ ଆଲୋଚନା କରିବା କିମ୍ବା ତାଙ୍କ ସଙ୍ଗୀତ ଆଗରେ ଅନ୍ୟ କାହାକୁ ତୁଳନା କରିବା ଧୃଷ୍ଟତା ହେବବୋଲି କହିଥିଲେ l ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଜନ୍ମଗ୍ରହଣ କରିଥିବା ଏହି ମହାନ କଳାକାରଙ୍କ… Continue reading ଓଡିଶୀ ସଙ୍ଗୀତ ଜଗତର କାଳଜୟୀ ପୁରୁଷ ଥିଲେ ବାଳକୃଷ୍ଣଫକିର ଚରଣ ଜେନାଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ

You cannot copy content of this page