ବାଲିଅନ୍ତା ପୁଲିସର ମହାନତାଖରାରେ ଅପେକ୍ଷାରତ ବାଇକ ଚାଳକକୁ ଦେଲେ ମୃଦୁପାନୀୟ

ଧଉଳି,୧୬|୫:ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ଏହାକୁ ଦୃଷ୍ଟିରେ ରଖି ଆଜି କମିସନରେଟ ପୁଲିସ ଧଉଳି ଥାନା ପକ୍ଷରୁ ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଏସ. ଆଇ ପ୍ରବୀର ଲେଙ୍କା, ମନ୍ମଥ ବେହେରା, ବିଭୁ ନାରାୟଣ ସାହୁ ପ୍ରମୁଖ ଥାନା… Continue reading ବାଲିଅନ୍ତା ପୁଲିସର ମହାନତାଖରାରେ ଅପେକ୍ଷାରତ ବାଇକ ଚାଳକକୁ ଦେଲେ ମୃଦୁପାନୀୟ

ଦୁଇଟି ଚୋରୀ ଟ୍ରାକ୍ଟର ବାଣପୁର ଓ ନାଚୁଣୀ ପୋଲିସ ଦ୍ୱାରା ଉଦ୍ଧାର,ଜଣେ ଗିରଫ

ଚିଲିକା,୧୬।୫:ବାଣପୁର ଓ ନାଚୁଣୀ ପୁଲିସ ମିଳିତ ଭାବେ ତଦନ୍ତ କରି କଳାହାଣ୍ଡି ଜିଲା ଜୁନାଗଡ ଅଞ୍ଚଳରୁ ଦୁଇଟି ଚୋରି ଟ୍ରାକ୍ଟର ଉଦ୍ଧାର କରିବା ସହ ଚୋରି ଅଭିଯୋଗରେ ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍‌ଦ ରହିମ୍ ଓରଫ ଅବଦୁଲ ଓରଫ ପୁପୁନାକୁ ଗିରଫ କରିଛି । ତେବେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ପୁଲିସ ତରଫରୁ ସୂଚନା ଦିଆଯାଇଛି । କିଛି ଦିନ ହେବ ବାଣପୁର ଅଞ୍ଚଳରେ ଗୋଟିଏ… Continue reading ଦୁଇଟି ଚୋରୀ ଟ୍ରାକ୍ଟର ବାଣପୁର ଓ ନାଚୁଣୀ ପୋଲିସ ଦ୍ୱାରା ଉଦ୍ଧାର,ଜଣେ ଗିରଫ

ଶ୍ରୀ ଅରବିନ୍ଦ ପାଠଚ଼କ୍ରର ୫୪ତମ ବାର୍ଷିକ ଉତ୍ସବ ପାଳିତ।

ଚିଲିକା,୧୬।୫:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକ କୋଶଡିହ ଠାରେ “ଶ୍ରୀ ଅରବିନ୍ଦ ପାଠଚକ୍ର, ମାତୃତୀର୍ଥର ୫୪ ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ତିଥିରେ ପାଳିତ ହୋଇଯାଇଅଛି । ପ୍ରାତଃ କାଳରେ ଶ୍ରୀମା’ ଓ ଶ୍ରୀ ଅରବିନ୍ଦଙ୍କ ଆଶ୍ରିତ ମାନଙ୍କ ଦ୍ଵାରା ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା I ଏହାକୁ ଉତ୍ତୋଳନ କରିଥିଲେ ଶ୍ରୀ ଅରବିନ୍ଦ ପାଠଚ଼କ୍ର ଆନ୍ଦୋଳନର ପୂର୍ବତନ ଜିଲ୍ଲା ସଂଗଠକ ସୁରେନ୍ଦ୍ର… Continue reading ଶ୍ରୀ ଅରବିନ୍ଦ ପାଠଚ଼କ୍ରର ୫୪ତମ ବାର୍ଷିକ ଉତ୍ସବ ପାଳିତ।

ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର ।

ଚିଲିକା,୧୬।୫: ଜଣେ ପତିବ୍ରତା ନାରୀ ଭାବରେ ସ୍ୱାମୀ ଦେବଦେବ ମହାଦେବଙ୍କ ସର୍ବମଙ୍ଗଳ କାମନା କରି ସାବିତ୍ରୀ ଓଷା ପାଳନ କଲେ ମା’ ଭଗବତୀ । ସେ ନିଜେ ସକଳ ଶକ୍ତିର ଆଧାର, ଜଗତ ଜନନୀ,ଶକ୍ତିମୟୀ, ମଙ୍ଗଳମୟୀ, ସତୀ , ପାର୍ବତୀ, ଦୁର୍ଗା,ଦେବୀ ଭଗବତୀ ଭାବରେ ପୂଜା ପାଉଥିଲେ ମଧ୍ୟ ଉତ୍କଳର ଓଡ଼ିଆ ସଧବା ନାରୀମାନଙ୍କ ପରି ସ୍ୱାମୀଙ୍କ ମଙ୍ଗଳ ନିମନ୍ତେ ପାଳନ କରାଯାଉଥିବା ଏହି ପବିତ୍ର ଓଷା ବ୍ରତକୁ ସେ ନିଜେ ପାଳନ କରୁଥିବା ମାନବୀୟ ଲୀଳା… Continue reading ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର ।

ଘରୋଇ ବସ୍‌ ଭଡା ବଢାଇଲେ ରାଜ୍ୟ ସରକାର

ଭୂବନେଶ୍ଵର,୧୬/୫: ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା ବେଳେ କେନ୍ଦ୍ର ସରକାର ମଧ୍ଯ ତୈଳ ଦର କୁ ମଧ୍ଯ ବଢେଇଛନ୍ତି । ଏହାରି ଭିତରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରି ଆସୁଥିଲା ଯେ ତେଲ ଦର ଦିନକୁ ଦିନ ବୃଦ୍ଧି ଯୋଗୁ ବସ ଚଲାଇବାରେ ଆମେ ଅନେକ କ୍ଷତି ସହୁଛୁ,ତେଣୁ ସିଘ୍ର ବସ ଭଡା ବଢା ଯାଉ ?ଯଦି ବସ୍ ଭଡା ନ ବଢା ଯାଏ ଆମେ… Continue reading ଘରୋଇ ବସ୍‌ ଭଡା ବଢାଇଲେ ରାଜ୍ୟ ସରକାର

L P G ଏବଂ ତୈଳ ଆଶଙ୍କା ଦୂର କଲେ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ

ଉତ୍କଳ ବୁଲେଟିନ, 16/5:ଦେଶରେ ତୈଳ ଏବଂ ଗ୍ୟାସ୍‌ ସମସ୍ୟା ଦିନକୁ ଦିନ ଜନସାଧାରଣଙ୍କ ଉପରେ ଅଭାବ ପରିଲିକ୍ଷିତ ହେଉଛ, ଲୋକମାନେ ନାହିଁ ନଥିବା ସମସ୍ୟା ଭିତରେ ଗତି କରୁଛନ୍ତି । ତେଲ ସମସ୍ୟା ଯୋଗୁଁ ନିତ୍ୟ ସାମଗ୍ରୀ ହୁ ହୁ ବଢି ଚାଲିଛି, ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ବଜାରରେ ବ୍ୟାରେଲ ପିଛା ୧୧୦ ଡଲାର ପାରକଲାଣି । ସୁନା ଦର ମଧ୍ୟ ପୁଣି ଥରେ ଭୁବନେଶ୍ବରରେ ୧୦ଗ୍ରାମ୍ କିଛି ୧ଲକ୍ଷ ୫୧ ହଜାର ପାଖାପାଖି ହେଲାଣି,… Continue reading L P G ଏବଂ ତୈଳ ଆଶଙ୍କା ଦୂର କଲେ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ

ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ।

ଚିଲିକା,୧୫।୫:ଚଳିତବର୍ଷ ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ବାଲୁଗାଁ ପାଇଁ ଗୌରବ ଆଣିଛନ୍ତି ଛାତ୍ରୀ ଅଞ୍ଚିତା ନାୟକ।ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଆଇ. ଏନ୍.ଏସ ଚିଲିକାର ଛାତ୍ରୀ ଅଞ୍ଚିତା ବାଣିଜ୍ୟ ବିଭାଗରେ ୫00ରୁ ୪୬୪ନମ୍ବର, ଅର୍ଥାତ ୯୩% ମାର୍କ ରଖି ବିଦ୍ୟାଳୟ ଟପର ହୋଇଛନ୍ତି। ବାଲୁଗାଁ ବିଜ୍ଞାପିତ ପରିଷଦ ଅନ୍ତର୍ଗତ ପାଟଣାସାହି ଗ୍ରାମର ରଞ୍ଜିତ ନାୟକଙ୍କ ବଡ଼ ଝିଅ ହେଉଛନ୍ତି ଅଞ୍ଚିତା। ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା ଗୃହିଣୀ।ନିଜ… Continue reading ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ।

ପୂରଣପ୍ରଧାନ ପଞ୍ଚାୟତ ସମବାୟ ସମିତି

ବାଲିଅନ୍ତା, ୧୪|୦୫): ବାଲିଅନ୍ତା ବ୍ଲକ ଅଧିନ ପୁରଣ ପ୍ରଧାନ ପଞ୍ଚାୟତର ଚାଷୀ ମାନଙ୍କର ବହୁତ ଦିନର ଆଶା ପୂରଣ ହୋଇଛି । ପୂରଣ ପ୍ରଧାନ ପଞ୍ଚାୟତରେ ନୂତନ ଭାବେ ସମବାୟ ସମିତି କାର୍ଯ୍ୟାଳୟର ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିବ l ପରବର୍ତ୍ତୀ ମୁହୂର୍ତରେ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ପରେ ସେଠାକୁ ସ୍ଥାନାନ୍ତର କରାଯିବ l ଏହି ପଞ୍ଚାୟତର ଚାଷୀମାନେ ସରକଣା ସେବା ସମବାୟ ସମିତି ଉପରେ ନିର୍ଭର କରୁଥିବା… Continue reading ପୂରଣପ୍ରଧାନ ପଞ୍ଚାୟତ ସମବାୟ ସମିତି

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ବାଳକାଟିର ବିସ୍ଥାପିତ ବ୍ୟବସାୟୀଥଇଥାନ ନିମନ୍ତେ ଅନୁରୋଧ କଲେ

ବାଲିଅନ୍ତା ,୧୪|୫):ସରଦେଇପୁର-ନିମାପଡା ରାସ୍ତା ସମ୍ପ୍ରସାରଣ ନିମନ୍ତେ ବାଳକାଟି ବଜାର ଉଛେଦ ପରେ ଗତ ୪/୫ ମାସ ଧରି ଦୋକାନ ହରାଇଥିବା ବିସ୍ଥାପିତ ବ୍ୟବସାୟୀ ବିଭିନ୍ନ ଅସୁବିଧା ଦେଇ ଗତି କରୁଛନ୍ତି l ସେମାନଙ୍କ ପରିବାର ଚଳାଇବା ଏକପ୍ରକାର କଷ୍ଟକର ହୋଇପଡିଛି l ଏନେଇ ଗତ ୧0 ତାରିଖରେ ବାଳକାଟି ବଜାରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେଠାରେ ପ୍ରଭାବିତ ବ୍ୟବସାୟୀ ମାନେ ତାଙ୍କର ସମସ୍ୟା ଜଣାଇଥିଲେ l ସାଂସଦ ଷଡ଼ଙ୍ଗୀ ଏହାକୁ ଗୁରୁତର… Continue reading ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ବାଳକାଟିର ବିସ୍ଥାପିତ ବ୍ୟବସାୟୀଥଇଥାନ ନିମନ୍ତେ ଅନୁରୋଧ କଲେ

ବିନ୍ଦୁସାଗର ଖାଲି ଏକ ଚଳଚିତ୍ର ନୁହେଁ : ଏହା ଏକ ସାଂସ୍କୃତିକ ଜନ ଆନ୍ଦୋଳନ ।

ବାଲିଅନ୍ତା (ଗୋବର୍ଦ୍ଧନ ଦାସ):– ଓଡ଼ିଶାର ଭାଷା କଳା ସାହିତ୍ୟ ସସ୍କୂତି ଚଳଚିତ୍ର କୁ ଆଧାର କରି ଗଢ଼ିଉଠିଥିବା ଗୈ।ରବମୟ ପରମପରା , ଯାହା ହେଉଛି ଆମ ଓଡିଆମାନଙ୍କର ଅସ୍ମିତା ତାହାକୁ ଆଜି ଗୋଟିଏ ନୂତନ ଯୁବ କଳାକାର ଗୋଷ୍ଠି ସମଗ୍ର ବିଶ୍ୱ ଦରବାରରେ ଚଳଚିତ୍ର ମାଧ୍ୟମ ରେ ଓଡ଼ିଆମାନଙ୍କର ଆତ୍ମସମ୍ମାନ ଓ ଗୌରବ କୁ ବୃଦ୍ଧି କରି ପାରିଛନ୍ତି ।ଏହାକୁ ଓଡ଼ିଆ ଚଳଚିତ୍ର ଇତିହାସ ରେ ଏକ ନୂଆ ଯୁଗ ବା ସାଂସ୍କୃତିକ ଜନ ଆନ୍ଦୋଳନ କହିଲେ… Continue reading ବିନ୍ଦୁସାଗର ଖାଲି ଏକ ଚଳଚିତ୍ର ନୁହେଁ : ଏହା ଏକ ସାଂସ୍କୃତିକ ଜନ ଆନ୍ଦୋଳନ ।

You cannot copy content of this page