୯ମ ଯଶୁଆପୁର ମହୋତ୍ସବ ଉଦ୍‌ଘାଟିତ।

ବାଲିଅନ୍ତା ୨୭/୦୩(ଅମୃତ ମିଡିଆ): ଗାଁରେ ଭାଇଚାରା ଓ ଗାଁର ପରିଚୟ ଜନ ମାନସରେ ସ୍ୱତନ୍ତ୍ର ସ୍ଥାନ ଅଧିକାର ପାଇଛି। ମହୋତ୍ସବ ଏକମାତ୍ର ମାଧ୍ୟମ ବୋଲି ଆଜି ଯଶୁଆପୁର ଖେଳପଡିଆରେ ଅନୁଷ୍ଠିତ ହୋଇଥିବା ୯ମ ଯଶୁଆପୁର ମହୋତ୍ସବର ଉଦଘାଟନ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଓଡି଼ଶା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଲୋକାଭିମୁଖୀ କରିବା ନିମନ୍ତେ ଗତ ୮ ବର୍ଷ ଧରି ଯଶୁଆପୁର ବିକାଶ ପରିଷଦ ଓ ଯଶୁଆପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା… Continue reading ୯ମ ଯଶୁଆପୁର ମହୋତ୍ସବ ଉଦ୍‌ଘାଟିତ।

ବାଣପୁରରେ ଵିଶ୍ଵନାଟ୍ୟ ଦିଵସ ପାଳିତ

ଚିଲିକା,୨୭।୩:ଖୋର୍ଦ୍ଧା ଜିଲ୍ଲା ଵାଣପୁରର ବିଧାରପୁରସ୍ଥିତ ଶୁଭକଲ୍ୟାଣ ମଣ୍ଡପ ରଙ୍ଗମଞ୍ଚ ପରିସରରେ “ସାହିତ୍ୟ ସିନ୍ଦୁରା ” ଓ “ମା ଭଗବତୀ କଳା ନିକେତନ “ର ମିଳିତ ଆନୁକୂଲ୍ୟରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇ ଯାଇଛି। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଓ ମା’ଭଗବତୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଶିଷ୍ଟ କବି ଓ ନାଟ୍ୟକାର ଭାଗିରଥି ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି… Continue reading ବାଣପୁରରେ ଵିଶ୍ଵନାଟ୍ୟ ଦିଵସ ପାଳିତ

ବଉଳାବନ୍ଧରେ ଶ୍ରୀରାମ ନବମୀ ପାଳିତ ।

ଚିଲିକା,୨୭।୩: ପ୍ରତିବର୍ଷ ପରି ଚ଼ଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥିତ ବିଜେ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପୀଠରେ ଶ୍ରୀରାମ ନବମୀ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ସକାଳ ସମୟରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଚଣ୍ଡୀପାଠ, ଶ୍ରୀରାମ ସହସ୍ରନାମ ଓ ହନୁମାନ ଚାଳିଶା ଆଦି ପଠନ କରାଯିବା ପରେ ହୋମ ଅନୁଷ୍ଠିତ ହୋଇଥିଲା। ହୋମରେ ପୁରୋଧା ଭାବେ ବସିଥିଲେ ରମାକାନ୍ତ ଦାଶ । ହୋମ ପରେ ସର୍ବ ପ୍ରଥମେ… Continue reading ବଉଳାବନ୍ଧରେ ଶ୍ରୀରାମ ନବମୀ ପାଳିତ ।

ଓଡିଶା ଉଦ୍ୟୋଗୀ ପରିବାରର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ବିପି ସିଂଙ୍କୁ ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ

ଭୁବନେଶ୍ୱର ତା 26 ରିଖ l ଓଡିଶା ଉଦ୍ୟୋଗୀ ପରିବାର ୫ମ ବାର୍ଷିକ ସମାରୋହ ତଥା ସମ୍ବର୍ଦ୍ଧନା ଏବଂ ଆଲୋଚନା ସଭା କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ ସ୍ୱସ୍ତି ଠାରେ ଅନୁଷ୍ଠିତ ହୋଇ ଯାଇଛି l ବିଜେପି ଆଇ ଟି ସେଲ ମୁଖ୍ୟ ଜ୍ୟୋତି ରଞ୍ଜନ ନାୟକ ଓ ଉଦ୍ୟୋଗୀ ପରିବାର ର ସଭାପତି  ଶିବ  ନାରାୟଣ ମିଶ୍ରଙ୍କ ପୌରହିତ୍ୟ ଓ ସଭାପତିତ୍ବ ତଥା ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ   କାର୍ଯ୍ୟକ୍ରମ  ଉଦଘାଟନ ହେବା ସହିତ ଉଦ୍ୟୋଗ ଓ… Continue reading ଓଡିଶା ଉଦ୍ୟୋଗୀ ପରିବାରର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ବିପି ସିଂଙ୍କୁ ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ

ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର ଯଶୁଆପୁର ଗ୍ରାମରେ ଆସନ୍ତା ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭବ୍ୟ ‘୯ମ ଯଶୁଆପୁର ମହୋତ୍ସବ’

ବାଲିଅନ୍ତା୨୬/୦୩:-ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର ଯଶୁଆପୁର ଗ୍ରାମରେ ଆସନ୍ତା ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭବ୍ୟ ‘୯ମ ଯଶୁଆପୁର ମହୋତ୍ସବ’। ଏହି ପରିପ୍ରେକ୍ଷୀରେ ଆଜି ଆୟୋଜକ ‘ଯଶୁଆପୁର ବିକାଶ ପରିଷଦ’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଉତ୍ସବର ରୂପରେଖ ସମ୍ପର୍କରେ ସୂଚନା‌ ଦିଆଯାଇଛି। ପ୍ରତିଷ୍ଠାତା ସଦସ୍ୟ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବିଦୁଭୂଷଣ ପଟ୍ଟନାୟକ, ନାରାୟଣ ବେହେରା, ଜୟକୃଷ୍ଣ ମହାପାତ୍ର, ଦୁର୍ଯ୍ୟୋଧନ ପ୍ରଧାନ,ଦୀନବନ୍ଧୁ ଭୋଇ… Continue reading ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର ଯଶୁଆପୁର ଗ୍ରାମରେ ଆସନ୍ତା ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭବ୍ୟ ‘୯ମ ଯଶୁଆପୁର ମହୋତ୍ସବ’

ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି

ଭୁବନେଶ୍ୱର 26ମାର୍ଚ୍ଚ :26/3/2026] Priyabrata Barik:ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନୂଆ ଅବକାରୀ ନୀତି 2026 l 2026ରୁ 2029 ପର୍ଯ୍ୟନ୍ତ ଲାଗୁରହିବ ଏହି ନୀତି ଏବଂ ଏହି ନୀତି କୁ ଯିଏ ଅବମାନନା କରିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ନୂଆ ନୀତି ସମ୍ବଦ୍ଧରେ ମନ୍ତ୍ରୀ କହିଲେ ଯେ, 1-ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଆଉ ଅନୁମତି ମିଳିବ ନାହିଁ… Continue reading ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି

ପୁରୀ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଆରମ୍ଭ

ପୁରୀ 26ମାର୍ଚ୍ଚ : [26/3/2026] Priyabrata Barik:ବହୁଦିନ ର ଆଶା ଉତ୍କଣ୍ଠା, ଘାତ ପ୍ରତିଘାତ ବାଦ ବିବାଦ ଭିତରେ କାଳିଆର ରତ୍ନ ଭଣ୍ଡାର ଗଣତି ମଣତି ଆରମ୍ଭ ହୋଇଛି l ସରକାର ଏବଂ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀଙ୍କ ନେତୃତ୍ୱରେ ପକ୍ରିୟା କାର୍ଯ୍ୟ ପ୍ରଥମ ଦିନରେ ଗଣତି କାର୍ଯ୍ୟ ସୁଚାରୁରୂପେ ସରିଛି l କୋଟି କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରେ କେତେ ସୁନା… Continue reading ପୁରୀ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଆରମ୍ଭ

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ । ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା’।

ଚିଲିକା,୨୬|୩(ଦିଲ୍ଲୀପ କୁମାର ଶତପଥୀ)ପବିତ୍ର ଅଶୋକାଷ୍ଟମୀରେ ଭାଲେରୀ ପାହାଡ଼ ପାଦଦେଶରେ ପ୍ରବାହିତ ଶାଳିଆ କୂଳର ମାଳିଗୋବିନ୍ଦପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଗତିଶ୍ଵର ଦେବଙ୍କ ପୀଠକୁ ଥାଟ ପଟୁଆର ବାଜା ରୋଷଣୀରେ ନିଯୋଗୀ ସେବାୟତଙ୍କୁ ସାଥୀରେ ନେଇ ଯାତ୍ରାକରିଛନ୍ତି ମା’ ଭଗବତୀ । ବର୍ଷର ବିଭିନ୍ନ ଋତୁରେ ବିଭିନ୍ନ ଦିଗର ଶକ୍ତିପୀଠମାନଙ୍କୁ ଯାତ୍ରା କରି ସେଠାରେ ମାତୃ ଶକ୍ତିମାନଙ୍କ ସହିତ ଏକତ୍ର ପୂଜା ପାଇବା ସହିତ ଆଗାମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରିବାର ପରମ୍ପରା ଏହି ପୀଠର ଏକ ନିଆରା… Continue reading ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ । ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା’।

ଖଜୁରୀ ତାଡି ସହ ଦେଶୀ ମଦ ଜବତ :ସମ୍ପୃକ୍ତ ଦୁଇ ବ୍ୟକ୍ତି ଗିରଫ୍

କଳାହାଣ୍ଡି,୨୬|୩(ପ୍ୟାରିଲାଲ ଦୁର୍ଗା):କୋକସରା ଅବକାରୀ ଥାନା ଅଧିକାରୀ ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ବୁଧବାର କୋକସରା ଥାନା ବାଙ୍କିମୁଣ୍ଡା ଓ ଆମପାଣି ଥାନା ସାନପୋଡାଗୁଡା ଗ୍ରାମରେ ଚଢ଼ାଉ କରି ଖଜୁରୀ ତାଡି ଓ ଦେଶୀ ମଦ ଜବତ କରାଯାଇଛି ଏବଂ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ୟେରା ଭେଙ୍କାନା (୪୪) ଓ ବିଭିଷଣ ପୁଝାରୀ (୩୮) ବୋଲି ଜଣାପଡ଼ିଛି। ବାଙ୍କୀମୁଣ୍ଡା ଗ୍ରାମରୁ ୟେରା ଭେଙ୍କାନା ଠାରୁ ୨୦ ଲିଟର ଖଜୁରୀ ତାଡି ଜବତ… Continue reading ଖଜୁରୀ ତାଡି ସହ ଦେଶୀ ମଦ ଜବତ :ସମ୍ପୃକ୍ତ ଦୁଇ ବ୍ୟକ୍ତି ଗିରଫ୍

ଭବାନୀପାଟଣାରେ ଆଇନ ସଚେତନତା କାର୍ଯ୍ୟକ୍ରମ:ନାରୀ ସୁରକ୍ଷା, ଲିଙ୍ଗ ସମସ୍ୟା ଉପରେ ଗୁରୁତ୍ୱ

କଳାହାଣ୍ଡି,୨୫|୩(ପ୍ୟାରିଲାଲ ଦୁର୍ଗା):ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ୨୫-୦୩-୨୦୨୬ ତାରିଖରେ ଟାଉନହଲ୍, ଭବାନୀପାଟଣାରେ ବ୍ଲକ୍ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦର୍ୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର,ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା , ସମାଜ କଲ୍ୟାଣ ଅଧିକାରିଣୀ ସୁମିତା ଦେବୀ ତ୍ରିପାଠୀ, ଶିଶୁ କଳ୍ୟାଣ ସମିତିର ଅଧ୍ୟକ୍ଷା… Continue reading ଭବାନୀପାଟଣାରେ ଆଇନ ସଚେତନତା କାର୍ଯ୍ୟକ୍ରମ:ନାରୀ ସୁରକ୍ଷା, ଲିଙ୍ଗ ସମସ୍ୟା ଉପରେ ଗୁରୁତ୍ୱ

You cannot copy content of this page