ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ବାଳକାଟି ସାଇଫନ, ନେଲା ଜୀବନ ।

ବାଲିଅନ୍ତା ୩୧/୦୩ :- ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ସାଇଫନ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଥିବାବେଳେ। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି ବା ସହିତ ତାର ସୁନ୍ଦର ପ୍ରାକୃତିକ ପରିବେଶକୁ ଭିଡିଓ ମାଧ୍ୟମ ରେ ସୋସିଆଲ ମିଡିଆର ଇନ୍ ଷ୍ଟା ଗ୍ରାମ୍ ପୋଷ୍ଟ କରି ଦର୍ଶକ ମାନଙ୍କୁ ଏଠାକୁ ଆସି ପାଇଁ ଆମନ୍ତ୍ରଣ କରୁଥିବାର ନଜର ରହିଛି। ଯାହା କୁ ଦେଖି ଅନେକ ଯୁବ ୟୁଟୁଭର ଆଖ… Continue reading ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ବାଳକାଟି ସାଇଫନ, ନେଲା ଜୀବନ ।

ସାଇବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ତା 30/03/26 ଶିକ୍ଷୟିତ୍ରୀ ଐସୂର୍ଯା ଲକ୍ଷ୍ମୀ ତ୍ରିପାଠୀଙ୍କ ସଂଯୋଜନା ଓ ଆବାହକ ଶିକ୍ଷାବିତ ବନମାଳୀ ସାହୁଙ୍କ ସଭାପତିତ୍ବ ସାଇ ବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମାଜସେବୀ ଜଗନ୍ନାଥ ପ୍ରଧାନ, ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଫେସର ଡ଼ ନୟନତାରା ଛୋଟରାୟ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଶଶଧର ନାୟକ, ପୂର୍ଣ୍ଣିମା ବେହେରା ଉପସ୍ଥିତ ରହିବା… Continue reading ସାଇବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ବାଲିଅନ୍ତା– ତା.୩୦.୦୩.୨୦୨୬- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଶିଶୁପାଳ ଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି କରାଯାଇଛି । ଏଥମଧ୍ୟରୁ ୬ଟି ଅଭିଯୋଗ ଗ୍ରାମ ସମ୍ବନ୍ଧୀୟ ରହିଥିଲା… Continue reading ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ମରଣ ଜନ୍ତା ରେ ଯୁବ ସୋସିଆଲ ମିଡିଆ ବ୍ୟବର କାରି, ସେଲ୍ଫି ଜୋନ ପାଲଟିଛି ବାଳକାଟି ସାଇଫନ୍, ପୋଲିସ କୁ ଖାତିର କରୁନାହାନ୍ତି କେହି।

ବାଲିଅନ୍ତା ୨୯/୦୩:- ରାଜଧାନୀ ଉପକଣ୍ଠ ଧଉଳି ଠାରୁ ୩ କିଲୋ ମିଟର ରେ ଥିବା ବାଳକାଟି ସାଇଫନ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଆଛି। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି ବା ସହିତ ତାର ସୁନ୍ଦର ପ୍ରାକୃତିକ ପରିବେଶକୁ ଭିଡିଓ ମାଧ୍ୟମ ରେ ସୋସିଆଲ ମିଡିଆର ଇନ୍ ଷ୍ଟା ଗ୍ରାମ୍ ପୋଷ୍ଟ କରି ଦର୍ଶକ ମାନଙ୍କୁ ଏଠାକୁ ଆସି ପାଇଁ ନିମନ୍ତ୍ରଣ କରୁଛନ୍ତି। ଯାହା କୁ… Continue reading ମରଣ ଜନ୍ତା ରେ ଯୁବ ସୋସିଆଲ ମିଡିଆ ବ୍ୟବର କାରି, ସେଲ୍ଫି ଜୋନ ପାଲଟିଛି ବାଳକାଟି ସାଇଫନ୍, ପୋଲିସ କୁ ଖାତିର କରୁନାହାନ୍ତି କେହି।

ଶ୍ରୀରାମ ବଜାରର ୨୫ତମ ବାର୍ଷିକ ଉତ୍ସବ ଓ ଶ୍ରୀରାମ ନବମୀ ପୂଜା।

ଚିଲିକା,୨୯।୩: ପବିତ୍ର ରାମନବମୀ ଠାରୁ ଆରମ୍ଭ ହୋଇ ଗତ ୩ ଦିନ ଧରି ଚାଲିଥିବା ସ୍ଥାନୀୟ ବଡପଦର ରୋଡ଼ ସ୍ଥିତ ଶ୍ରୀରାମ ବଜାରର ୨୫ ତମ ବାର୍ଷିକ ଉତ୍ସବ ତଥା ଶ୍ରୀରାମ ନବମୀ ପୂଜା ଉତ୍ସବ ଆଜି ସ°ଧ୍ୟାରେ ଭସାଣି ସହିତ ସମାପନ ହୋଇଯାଇଛି। ସଭାପତି ପ୍ରଦୋଷ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବେ ବଡପଦର ଗ୍ରାମ ସଭାପତି ମକରଧ୍ବଜ ପଲାଇ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ।… Continue reading ଶ୍ରୀରାମ ବଜାରର ୨୫ତମ ବାର୍ଷିକ ଉତ୍ସବ ଓ ଶ୍ରୀରାମ ନବମୀ ପୂଜା।

ମହିଳା ଓ ପ୍ରସୂତି ବିଶେଷଜ୍ଞ ଚିକିତ୍ସକଡା. ଅନ୍ତର୍ଯ୍ୟାମୀ ମହାରଣାଙ୍କ ପରଲୋକ

ଚିଲିକା :ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅନ୍ତର୍ଯ୍ୟାମୀ ମହାରଣାଙ୍କ ର ପରଲୋକ ହୋଇଯାଇଛି। ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବାସୀନ୍ଦା।କିଛି ଦିନ ଧରି ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିଲେ। ଗତ କାଲି ତାଙ୍କର ପରଲୋକ ହେ। ଇଯାଇଛି। ତାଙ୍କ ମୃତ୍ୟୁରେ ଚିଲିକା – ବାଣପୁରର ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି।. ଜଣେ ଉତ୍ତମ ଚିକିତ୍ସକ ଭାବେ ସେ ପ୍ରସିଦ୍ଧି ଲାଭ… Continue reading ମହିଳା ଓ ପ୍ରସୂତି ବିଶେଷଜ୍ଞ ଚିକିତ୍ସକଡା. ଅନ୍ତର୍ଯ୍ୟାମୀ ମହାରଣାଙ୍କ ପରଲୋକ

ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ପ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ

କଳାହାଣ୍ଡି,୨୯|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ (OSBC) କଳାହାଣ୍ଡି ଜିଲ୍ଲା ୟୁନିଟ୍ ଦୁଇଦିନିଆ ଜିଲ୍ଲା କ୍ୟାମ୍ପୋରି ଧର୍ମଗଡ଼ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓଓଡିଶା ଭାରତ ସ୍କାଉଟ ଓ ଗାଇଡ୍ସ,ଭୁବନେଶ୍ବର ପକ୍ଷରୁ ଆୟୋଜିତ ଉକ୍ତ କ୍ୟମୋରୀରେ କଳାହାଣ୍ଡି ଜିଲ୍ଲା ୧୩ଗୋଟି ବ୍ଲକ ର ୬୧୨ ଜଣ ଶିବିରାର୍ଥେ ଯୋଗ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା, ST ଏବଂ SC… Continue reading ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ପ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ

ଫେରିଵାଲାକୁ ଚାପି ଦେଲା ବାଲି ବୋଝେଇ ହାଇବା ଟ୍ରକ:କ୍ଷତି ପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ କଲେ ରାସ୍ତା ରୋକ

କଳାହାଣ୍ଡି,୨୯|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):- କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ- ବୋଡେ଼ନ ଯିବା ରାସ୍ତା ବିଅରବାର ନିକଟରେ ହାଇୱା ଟ୍ରକ  ଜଣେ ବୁଲାବେପାରୀ ବାଇକ ଆରୋହୀ କୁ ଚାପି ଦେବାରୁ ଘଟଣା ଜାଗାରେ ହିଁ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ମଧ୍ୟପ୍ରଦେଶ ରାଜ୍ୟ ରତନଗଡ଼ ଥାନା ଡିକେନ ଗାଁ ର ରାହୁଲ ମେଘୱାଲା | ସେ ଜଣେ ବୁଲାବେପାରୀ ଅଟନ୍ତି। ସୂଚନା ଥାଉ କି ରାହୁଲ ଆଜି (ରବିବାର) ଭୋର ସକାଳ ୫… Continue reading ଫେରିଵାଲାକୁ ଚାପି ଦେଲା ବାଲି ବୋଝେଇ ହାଇବା ଟ୍ରକ:କ୍ଷତି ପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ କଲେ ରାସ୍ତା ରୋକ

୯ମ ଯଶୁଆପୁର ମହୋତ୍ସବ ଉଦଯାପିତ । ଗୋଟି ପୁଅ ନୃତ୍ୟ ଓ କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳଙ୍କ ଗୀତରେ ଦର୍ଶକ ମତୁଆଲା।

ବାଲିଅନ୍ତା: ୨୮/୩ : ବାଲିଅନ୍ତା ବ୍ଲକ ଅଧୀନ ଯଶୁଆପୁର ଗ୍ରାମର ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ଜନମାନସରେ ଉଜ୍ଜିବିତ କରିବା ଓ ପରସ୍ପର ଭିତରେ ଭାଇ ଚାରା ବୃଦ୍ଧି କରିବା ଲକ୍ଷ୍ୟରେ ଦୁଇଦିନ ଧରି ଚାଲିଥିବା ‘୯ମ ଯଶୁଆପୁର ମହୋତ୍ସବ’ ଉଦଯାପନି ହୋଇ ଯାଇଛି ।ଉକ୍ତ ପରିଷଦର ସଭାପତି ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଚିତ୍ରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାବିତ୍ ଦୂତିଚାନ୍ଦ… Continue reading ୯ମ ଯଶୁଆପୁର ମହୋତ୍ସବ ଉଦଯାପିତ । ଗୋଟି ପୁଅ ନୃତ୍ୟ ଓ କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳଙ୍କ ଗୀତରେ ଦର୍ଶକ ମତୁଆଲା।

ଚିଲିକାରେ ଶ୍ରୀରାମ ନବମୀରେ ବିଶ୍ୱ ହିନ୍ଦୁ ପରିଷଦର ବିଶାଳ ରାଲି।

ଚିଲିକା,୨୮।୩:ଚିଲିକା ନିର୍ବାଚନ ମଣ୍ଡଳୀରେ ବିଶ୍ୱହିନ୍ଦୁ ପରିଷଦ ବାଣପୁର ପ୍ରଖଣ୍ଡ ତରଫରୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୁଣ୍ୟ ଜନ୍ମ ମହୋତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ନାଚୁଣୀ ଅଂଚଳର ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା l ପ୍ରତ୍ୟେକ ଶ୍ରୀରାମଙ୍କ ମନ୍ଦିରରେ ହୋମ, ଯଜ୍ଞ ଓ ଅଭିଷେକ ଇତ୍ୟାଦି ଆୟୋଜନ କରାଯାଇଥିଲା l ଏହି ଉପଲକ୍ଷେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ଯୁବକଙ୍କୁ ନେଇ ଆୟୋଜନ କରାଯାଇଥିଲା l ଶୋଭାଯାତ୍ରାରେ… Continue reading ଚିଲିକାରେ ଶ୍ରୀରାମ ନବମୀରେ ବିଶ୍ୱ ହିନ୍ଦୁ ପରିଷଦର ବିଶାଳ ରାଲି।

You cannot copy content of this page