ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦ୍ରିତ ଗଣମାଧ୍ୟମ “ପର୍ଯ୍ୟବେକ୍ଷକ’ର ଅଠେଇସ ତମ ସ୍ୱନକ୍ଷତ୍ର ଅବସରରେ ସ୍ଥାନୀୟ ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ସାରସ୍ୱତ ପ୍ରାଣ ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କ୍ୟାପିଟାଲ ହସ୍ପିଟାଲର ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସୁଶୀଲ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ରେଡକ୍ରସ ଶାଖା ନିଦେ୍ର୍ଦଶକ ଡାକ୍ତର ରାମଚନ୍ଦ୍ର ରାଉତ, ପ୍ରାକ୍ତନ ରକ୍ତଭଣ୍ଡାର ଅଧିକାରୀ ଡ. ମମତା ମହାନ୍ତି ଉପସ୍ଥିତ ରହି ଉଦ୍ଘାଟନ କରିବା ସହିତ ରକ୍ତଦାନ ଅଧିକରୁ ଅଧିକ ଯେପରି ହୋଇପାରିବ, ରକ୍ତଦାନର ମହତ୍ୱ, ଆବଶ୍ୟକତା ସହିତ ଥାଲାସେମିଆ ରୋଗୀ ଓ ଅଭାବୀ, ଅସହାୟ ବ୍ୟକ୍ତିମାନଙ୍କ ରକ୍ତଦାନ ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରାଯାଇଥିଲା । ରକ୍ତଦାନ ମହତ ଦାନ ଓ ରକ୍ତଦାନ ସମସ୍ତେ କରିବାକୁ ଦୃଢ଼ ସଙ୍କଳ୍ପ ନିଅନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ପତ୍ରକାର ଅରବିନ୍ଦ ତ୍ରିପାଠୀ ୩୬ତମ ରକ୍ତଦାନ ଶିବିର କରିବା ସହ ସମାଜସେବୀ ଲକ୍ଷ୍ମୀପ୍ରିୟା ନାୟକ, ଜୟନ୍ତ ମହାପାତ୍ର, ସତ୍ୟ ନାୟକ ପ୍ରମୁଖ ରକ୍ତଦାନ କରିଥିଲେ । ଉକ୍ତ ଖବରକାଗଜ ଦୀର୍ଘ ୨୮ବର୍ଷ ଧରି ବିଭିନ୍ନ ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ କରି ଆସୁଥିବା ନେଇ ସମ୍ପାଦକ ଶ୍ରୀଯୁକ୍ତ ସାମନ୍ତରାୟ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଦେବ ପ୍ରସାଦ ମହାନ୍ତି, ସ୍ୱର୍ଣ୍ଣପ୍ରଭା ନାୟକ, ପ୍ରିୟବ୍ରତ ନାୟକ, ପ୍ରମୋଦ ପରିଡ଼ା ପରିଚାଳନା କରିଥିଲେ । ପ୍ରାୟ ୩୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।
‘ପର୍ଯ୍ୟବେକ୍ଷକ’ର 28 ତମ ସ୍ୱନକ୍ଷତ୍ର ଅବସରରେ ରକ୍ତଦାନ ଶିବିର
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଚାପ ଖେଳିଲେ ବାବା ସ୍ଵପ୍ନେଶ୍ଵର ଓ ବାଲୁଙ୍କେଶ୍ୱର ଦେବ
ବାଲିଅନ୍ତା,୨0|୪():ବାଳକାଟି ଅଞ୍ଚଳର ଆରାଧ୍ଯ ତଥା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣର ଥାନପତି ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଦେବଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ପୂର୍ବଦିନ ଯଥା ରୀତିନୀତି ଅନୁସାରେ ପ୍ରଥମେ ଶ୍ରୀଦୋଳଗୋବିନ୍ଦ ଶ୍ରୀଶ୍ରୀବାଲୁଙ୍କେଶ୍ୱର ଦେବ ସୁସଜ୍ଜିତ ବିମାନ ଯୋଗେ
ଗଡ଼କଣ୍ଟୁଣିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ଭାବ୍ୟମନ୍ଦିର ଶୁଭାରମ୍ଭ
ବାଲିଅନ୍ତା,୨0|୪():ବାଳକାଟି ହୀରାପୁର ସ୍ଥିତ ଗଡକଣ୍ଟୁଣିଆ ଠାରେ ଆବିର୍ଭୁତ ଚକ୍ରରାଜ ସୁଦର୍ଶନ ଦାରୁ ପୀଠ ଠାରେ ଆଜିଠାରୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ଏକ ବିଶାଳ କଳସ ଯାତ୍ରା
ସଶକ୍ତ ଓଡିଶା ପକ୍ଷରୁ ସରକାରଙ୍କ ଯୋଜନାର ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର ତା 20/04/26 ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡିଶା ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ମାନଙ୍କୁ ନେଇ ସରକାରଙ୍କ ସଚେତନ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ସହିତ
ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ।
ବାଲିଅନ୍ତା, ୨୦/୪/୨୬ (ଗୋବର୍ଦ୍ଧନ ଦାସ ): ବାଲିଅନ୍ତା ବ୍ଳକ ଅନ୍ତର୍ଗତ କାକରୁଦ୍ରପୁର ପଞ୍ଚାୟତରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୋମବାର ଦିନ ପତିତପାବନ ଦେବଙ୍କ ରଥ ନିର୍ମାଣ ନିମନ୍ତେ
ଭୁବନେଶ୍ୱର ରେ ଅକ୍ଷୟ ତୃତୀୟା ପାଳିତ
ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ମାସ ଶୁକ୍ଳ ପକ୍ଷ ଅକ୍ଷୟ ତୃତୀୟା ଇଂରାଜୀ ତା.20/4/2026 ସୋମବାର ଦିନ ବରମୁଣ୍ଡା ଗ୍ରାମ ସ୍ଥିତ ଅଲେଖ ଟୁଙ୍ଗି ର ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛିI ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ପୂର୍ବ
ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଅକ୍ଷୀମୁଠି ଅନୁକୂଳ।
ବାଲିଅନ୍ତା ୨୦/୦୪:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସ୍ଥାନୀୟ ପାହାଳ ନିକଟସ୍ଥ ଜୋହଳ ଗ୍ରାମରେ ଅକ୍ଷୀମୁଠି ଅନୁକୂଳ କରାଯାଇଛି|ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଭୂମି ପୂଜନ ଓ ଲଙ୍ଗଳ ପୂଜା କରାଯାଇଥିଲା|ଓଜେସି
୨୫ ରେ ମଦନମୋହନ ଦେବଙ୍କ ପୀଠରେ ରାମଚରିତ ମାନସ ନବାହ୍ନାପାରାୟଣ
ବାଲିଅନ୍ତା,୨୦|୪(ଗୋବର୍ଦ୍ଧନ ଦାସ ):ଆସନ୍ତା ୨୫ ତାରିଖରେ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିରରେ ଆରମ୍ଭ ହେବ ୩୧(ଏକତ୍ରିଂଶତମ)ତମ ରାମ ଚରିତ ମାନସ ନବାହ୍ନପାରାୟଣ ଓ ପ୍ରବଚନ ମହାଯଜ୍ଞ l ଏହା ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l
ଫସଲ ପାଇଁ ବିକ୍ଷପ
ବାଲିଅନ୍ତା ୨୦/୦୪ ଗୋବର୍ଦ୍ଧନ ଦାସ:- ଭୁବନେଶ୍ୱର ପୈ।ର ମହାନଗର ନିଗମର ଓ୍ଵାର୍ଡ ନମ୍ବର ୬୭ ରେ ସୁନ୍ଦରପଦା ଅବସ୍ଥିତ। ଆଜି ପବିତ୍ର ଅକ୍ଷୟ ତୃତୀୟା।। କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ କୃଷି କାର୍ଯ୍ୟ ବା
୧୫ ଜଣଚାଷୀଙ୍କୁ ଜୟଦେବ କୃଷକ ସମ୍ମାନ ପ୍ରଦାନ
ବାଲିଅନ୍ତା ୨୦/୦୪ ଗୋବର୍ଦ୍ଧନ ଦାସ :- ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗ୍ରୀନ୍ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ଅଗ୍ରଣୀ ମାସିକ ନ୍ୟୁଜ ପେପର ଶାନ୍ତିସ୍ତୁପ ମିଳିତ ଆନୁକୁଲ୍ୟରେ ବାଲିଅନ୍ତା ବ୍ଲକ୍
ବୋଲଗଡ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୩ଜଣ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ ।
ଚିଲିକା,୨୦।୪:ବୋଲଗଡ଼ ବ୍ଳକ ଅନ୍ତର୍ଗତ ପିଚୁକୁଳିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ସି.ବି.ଏସ.ସି.ପରୀକ୍ଷା୨୦୨୬ରେ ଶତକଡା ୯୦ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ୨୩ଜଣ ଛାତ୍ରଛାତ୍ରୀଙ୍କୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୋମବାର ଦିନ ଉକ୍ତ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି
ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଡାକ ମଉସା
ଭୁବନେଶ୍ୱର,(ପ୍ରିୟବ୍ରତ ବାରିକଙ୍କ ରିର୍ପୋଟ): ମୁଁ ରେଡି ହେଇଗଲି, ମୁଁ ଘରୁ ବାହାରିଲି, ଗାଡ଼ି ଧରିଲି, ଚାବି ଲଗେଇଲି ଏମିତି କହି ଏବେ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି । ପିଲାମାନେ ମୁଁ ରେଡିହେଇଗଲି, ମୁଁ ବାହାରିଲି ହଁ
ନମାମି ମନ୍ଦାକିନୀ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର ତା 18/04/26 ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ "ନମାମି ମନ୍ଦାକିନୀ ଓ ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ"ପକ୍ଷରୁ ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ "ସୁଯୋଗ୍ୟ ଓଡ଼ିଆ ସମ୍ମାନ 2026ରେ ସମ୍ମାନିତ କରାଯାଇଥିଲା l ଉତ୍ତରୀୟ,ପଗଡି,ସାଲ, ଟ୍ରଫି
ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କେସିଙ୍ଗା ବ୍ଳକ ଶାଖାର ବୁଡିପଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ
କଳାହାଣ୍ଡି,୧୮|୪(ପ୍ୟାରିଲାଲ ଦୁର୍ଗା): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି | ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେସିଙ୍ଗା ଶାଖାର ବୁଡିପଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ
ପୁରୀ ମଦର ପବ୍ଲିକ ସ୍କୁଲର ଛାତ୍ରୀ ଟିନା ରଥ 500ରୁ 500 ମାର୍କ
ଭୁବନେଶ୍ୱର 18ଏପ୍ରିଲ :ଚଳିତ ବର୍ଷ CBSE ଦଶମ ରେଜଲ୍ଟ ପ୍ରକାଶ ପାଇଛି l ଏଥର ରାଜ୍ୟରେ ମୋଟ ଛାତ୍ର ଛାତ୍ରୀ 741ଟି ସ୍କୁଲ ରୁ 65204ଜଣ ଛାତ୍ର ଛାତ୍ରୀ ପଞ୍ଜିକରଣ କରିଥିଲେ, ସେମାନଙ୍କ ମଧ୍ୟରୁ 64900ଜଣ ପରୀକ୍ଷା ଦେଇଥିଲେ l ଏବଂ
“କୀର୍ତି ର୍ଯ୍ୟସ୍ୟ ସ ଜୀବତୀ”
ଡଃ. ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ର“ଅନାୟୋସନ ମରଣମ୍, ବିନା େଦେନାନ ଜୀବନମ୍େଦହୋନ୍ତ ତବ ସାନିଧ୍ୟମ୍, ଦେହି ମେ ପରେମଶ୍ୱରମ୍ ।” ହେ ପ୍ରଭୁ ବିନା କଷ୍ଟେର ମୃତ୍ୟୁ ହେଉ । ବେମାର ନ ହୋଇ, ଶେଜେର ନପଡି କଷ୍ଟ ମୃତ୍ୟୁ ନ ହେଉ ।
ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମିଙ୍କ ବିରାଟ ବାଇକ୍ ଶୋଭାଯାତ୍ରା
ବାଲିଅନ୍ତା,୧୭/୪/୨୬) : ଗଲା ସାଧାରଣ ନିର୍ବାଚନ ପରେ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମିଙ୍କ ବିରାଟ ବାଇକ୍ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ଅବସରରେ ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଓ
ଶୁଭଲକ୍ଷ୍ମୀଙ୍କ ସିବିଏସି ସଫଳତା
କଟକ ତା 17/04/26 ଚଳିତ ବର୍ଷ ଦଶମ ସିବିଏସି ବୋର୍ଡ ପରୀକ୍ଷାରେ କଟକ ସିଡିଏ ଡିଏଭି ବିଦ୍ୟାଳୟର ବିଦ୍ୟାର୍ଥୀ ଶୁଭଲକ୍ଷ୍ମୀ ରାଉତ 98 ପ୍ରତିଶତ ନମ୍ବର ରଖି ନିଜ ବିଦ୍ୟାଳୟ ଓ ଓଡିଶାର ଗୌରବକୁ ଆଗେଇ ନେବାରେ ସହାୟକ ହୋଇଛନ୍ତି l
ଜୟଦେବ ବିଜେପି ପକ୍ଷରୁ ମିଶ୍ରଣ ପର୍ବନାଏବ ସରପଞ୍ଚ ସମେତ ମିଶିଲେ ୱାର୍ଡ ସଭ୍ୟ/ସଭ୍ୟା
ବାଲିଅନ୍ତା,୧୭|୪(:ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଜୟଦେନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି l ବିଜେଡି ଗଡ଼ ଭାବେ ପରିଚିତ ଥିବା ଏହି ନିର୍ବାଚନମଣ୍ଡଳୀରେ ବର୍ତମାନ ବିଜେପି ତାର କାୟା ବିସ୍ତାର କରିବାରେ ଲାଗିପଡ଼ିଛି l ତଦନୁସାରେ
ଦୈବୀ ଦୁର୍ବିପାକରୁ ରକ୍ଷା ପାଇଁ ତାଲିମ
ଚିଲିକା,୧୭।୪:ଜାତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଅବସରରେ ବୋଲଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ମାନଙ୍କରେ ଆକସ୍ମିକ ବିପଦ ମୁକାବିଲା ପାଇଁ ସଚେତନତା,ତାଲିମ ଓ ଅଭ୍ୟାସ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।ଏନେଇ ଗୁରୁବାର
ଧର୍ମଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
କଳାହାଣ୍ଡି,୧୭|୪(ପ୍ୟାରିଲାଲ ଦୁର୍ଗା):ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ ପାଳିତ ହୋଇ ଯାଇଛି |ଏହି ଦିବସ ପାଳନ ଅବସରରେ ଦଳୀୟ ବରିଷ୍ଠ ନେତା ଥବିର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜନ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଚାପ ଖେଳିଲେ ବାବା ସ୍ଵପ୍ନେଶ୍ଵର ଓ ବାଲୁଙ୍କେଶ୍ୱର ଦେବ
ଗଡ଼କଣ୍ଟୁଣିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ଭାବ୍ୟମନ୍ଦିର ଶୁଭାରମ୍ଭ
ସଶକ୍ତ ଓଡିଶା ପକ୍ଷରୁ ସରକାରଙ୍କ ଯୋଜନାର ସଚେତନତା କାର୍ଯ୍ୟକ୍ରମ