ବେତନଟୀ,୧୭।୧୨: ମୟୂରଭଞ୍ଜର ମହାରାଜା ସ୍ଵର୍ଗତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ସ୍ଥାନୀୟ ରେଳ ଷ୍ଟେସନ ଛକରେ ପାଳିତ ହୋଇଯାଇଛି। ସିଭିଲ ସୋସାଇଟି ଆହ୍ଵାନରେ ମୟୂର ସାହିତ୍ୟ ସଂସଦ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଭକ୍ତଜୟନ୍ତୀ ପାଳନ କରାଯାଇଅଛି। ଏଥିନିମନ୍ତେ ଅନୁଷ୍ଠିତ ସଭାରେ ଚୂଡାମଣି ମହାପାତ୍ର ସଭାପତିତ୍ୱ କରିଥିଲେ। ସଭାର ଉଦ୍ଦେଶ୍ୟଜ୍ଞାପନ ସହ ସଂଯୋଜକ ଭାବେ ସଂପାଦକ ଆଡ଼୍ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ମହାରାଜାଙ୍କ ଗୁଣାବଳୀର ଉଚ୍ଚପ୍ରଶଂସା କରିଥିଲେ।ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ରବୀନ୍ଦ୍ରନାଥ ମିଶ୍ର, ହରିଶଚନ୍ଦ୍ର ନନ୍ଦ ଗୋସ୍ବାମୀ , ଯତୀନ୍ଦ୍ରନାଥ ସାହୁ, ବାସୁଦେବ ନାପିତ,ବିଜୟ କୁମାର ଦ୍ୱିବେଦୀ, ରମାନାଥ ବାରିକ, ରବୀନ୍ଦ୍ର ନାଥ ଖଟୁଆ ଓ ଅଜୟକୁମାର କର ପ୍ରମୁଖ ମହାରାଜାଙ୍କ ନିଜ ଜିଲ୍ଲା ଓ ଓଡ଼ିଶା ପ୍ରତି ମହାନ୍ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ।ବକ୍ତାମାନଙ୍କ ଦ୍ୱାରା ମୟୂରଭଞ୍ଜରେ ନେରୋ ଗେଜ ରେଳପଥ, ଗୋପବନ୍ଧୁ ଦାଶଙ୍କୁ ଓକିଲ ଭାବେ ନିଯୁକ୍ତି, ଉତ୍କଳ ସମ୍ମିଳନୀରେ ସଭାପତିତ୍ୱ,ଥାନ। ଡାକ୍ତରଖାନା, ନୂତନ ରାସ୍ତା ଓ ପାନ୍ଥଶାଳା ନିର୍ମାଣ, ବାଲିଡିହା ଜଳଭଣ୍ଡାର, ବିଚାରବିଭାଗ ଓ ପ୍ରଶାସନକୁ ଅଲଗା କରିବା, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଉନ୍ନୀତ କରଣଭଳି ଅନେକ କାର୍ଯ।ବଳୀର ସୁଫଳ ଆଜି ସମସ୍ତେ ପାଇପାରୁଥିବାର ବିଶେଷ ଆଲୋଚନା କରାଯାଇଥିଲା। ଶେଷରେ ସୋସାଇଟିର କୋଷାଧ୍ୟକ୍ଷ ହରେନ୍ଦ୍ରନାଥ ବାରିକ ଧନ୍ୟବାଦ ଜ୍ଞାପନ କରିଥିଲେ |
ପୁଣ୍ୟଶ୍ଳୋକ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲରେ ଲୁଟ୍ ଚାଲିଛି । ଡ଼ଃ. ଜ୍ଞାନେନ୍ଦ୍ର ଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ୱର ତା ୧/୫ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୭୦ତମ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରର ବରିଷ୍ଠ ସଦସ୍ୟ ଡ଼ଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଚାଲିଥିବା ବ୍ୟବସାୟ ଓ ସ୍କୁଲ୍ ପଇସାରେ ହରିଲୁଟ୍ ଉପରେ ବିସ୍ଫୋରକ ବୟାନ
ମହାନଦୀ ବଞ୍ଚାଓ ଆନ୍ଦୋଳନ
*ମେ 2 ତାରିଖରେ ମହାନଦୀ ଟ୍ରିବୁନାଲ ଶୁଣାଣି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ବିକ୍ଷୋଭ*ଅନ୍ତରିଣ ରାୟ ପାଇଁ ଦାବି *ଛତିଶଗଡ଼ କୁ ମହାନଦୀ ପାଣି କୁ ନ ଅଟକାଇବାକୁ ତାଗିଦ ଜରନ୍ତୁ ଟ୍ରିବୁନାଲ*ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ,
ବାଲୁଗାଁ କଲେଜ ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷା ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ।
ଚିଲିକା,୨୯।୪: ଅଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟ ଶିକ୍ଷା ସମ୍ମାନ ବିଭାଗର ଯୁକ୍ତ ତିନି ଶେଷବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଏଥିରେ ଶିକ୍ଷା ବିଭାଗ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ
ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ
ବାଲିଅନ୍ତା,୨୯|୪( ଗୋବର୍ଦ୍ଧନ ଦାସ ):ଅଚ୍ୟୁତପୁର ଜଳସମ୍ପଦ ବିଭାଗ ଅଧିନ ଗଞ୍ଜେଇ ଗୋଦାମ ଛକ ଠାରୁ ଭାର୍ଗବୀ ସେତୁ ଏବଂ ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ ଠାରୁ ସାଇଫୋନ ପର୍ଯ୍ୟନ୍ତ 0 ରୁ ୨ କିମି ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଆଜି
କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ପ୍ରଚାର
ଭୁବନେଶ୍ୱର, ୨୮/୪: ଆଜି ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ସଶକ୍ତ ଓଡ଼ିଶା ତରଫରୁ ସ୍ଥାନୀୟ ଉଜଚ ଛକ କାର୍ଯ୍ୟାଳୟଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ମଧୁବାବୁଙ୍କ କାଳିଆ ଘୋଡ଼ା ପ୍ରବାଦକୁ ପ୍ରକାରାନ୍ତରେ କରାଗଲା । କାଳିଆ ଘୋଡ଼ାରେ ସଶକ୍ତ
ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା |
ଚିଲିକା,୨୮।୪: ସ୍ଵର୍ଗତ ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନିଜ ଜନ୍ମ ସ୍ଥାନ ବଉଳା ବନ୍ଧ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ
ଗୋ ସମ୍ମାନ ଆହ୍ବାନ ଅଭିଯାନ
ଚିଲିକା,୨୮।୪:ବାଣପୁର ତହସିଲ ଓ ଚିଲିକା ତହସିଲରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଶାନ୍ତି ଶୃଙ୍ଖଳାର ସହ ସ୍ଥାନୀୟ ଗୋ-ସେବକ ମାନେ ଏକ ପ୍ରାର୍ଥନାପତ୍ର ଉପସ୍ଥିତ ତହସିଲଦାରଙ୍କ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ, ଓଡିଶାର ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତିଙ୍କୁ ଗୋ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ। ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ପ୍ରେରଣାମୂଳକ ଆହ୍ୱାନ
ଭୁବନେଶ୍ୱର, ୨୮/୪ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 179 ତମ ଜୟନ୍ତୀ ଅବସରରେ ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥଲା । ଓଡ଼ିଶାର ଉଦ୍ୟୋଗ ଜଗତ ପାଇଁ ମଧୁବାବୁଙ୍କ ଅବଦାନ ଓ
ବିକଶିତ ରାଷ୍ଟ୍ରର ପରିକଳ୍ପନାରେ ଉଦ୍ୟୋଗୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର ତା 28/04/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶାଉଦ୍ୟୋଗୀ ପରିବାରର ବାର୍ଷିକ ବୈଠକର ସମାପନ ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ନୀଳୟକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ
ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”
ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ "ତର୍ପଣ ଶିଳାସ୍ତମ୍ଭ" l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ
ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”
ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ "ତର୍ପଣ ଶିଳାସ୍ତମ୍ଭ" l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ
ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ(ଚନ୍ଦନ ଯାତ୍ରା) ବନାମ କପିଳନାଥ
ଭୁବନେଶ୍ଵର ୨୭/୦୪:-ଯଯାତି କେଶରୀ ଓ ଲଲାଟେନ୍ଦୁ କେଶରୀଙ୍କ ଦ୍ଵାରା ଲିଙ୍ଗରାଜ ମନ୍ଦିର ନିର୍ମାଣ କରାଯାଇଥିଲା। ସେହି ସମୟରେ ପଣ୍ଡିତମାନଙ୍କ ଦ୍ୱାରା ନୀତି କାନ୍ତି ନିର୍ଘଣ୍ଟ କରାଯାଇ ତାକୁ ପୁରୁଷ ପୁରୁଷ କ୍ରମେ କାର୍ଯ୍ୟକାରୀ ହୋଇ ଚାଲିଥିଲା। ଚନ୍ଦନ ଯାତ୍ରା ସେଥି ମଧ୍ୟରୁ
ଭାରତୀୟ ନ୍ୟାୟ ସଂହିତା ଉପରେ ବେଗୁନିଆ ଥାନା ତରଫରୁ ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗୀତା l
ଚିଲିକା,୨୭।୪:-ବେଗୁନିଆ ଥାନା ତରଫରୁ ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସହଯୋଗରେ ବେଗୁନିଆ ବୋଲଗଡରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଭାରତୀୟ ନ୍ୟାୟସଂହିତା ପ୍ରସଙ୍ଗ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଶିଷ୍ଟ ନାଗରିକ ସଂଗୋଷ୍ଠୀ ସମ୍ମିଳନୀ ।
ଚିଲିକା,୨୭।୪:ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ ହଲ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ ଏକ ବିଶିଷ୍ଟ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |ଏଥିରେ ସଙ୍ଘର ଓଡିଶା-ପୂର୍ବ ପ୍ରାନ୍ତର ସହକାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ମୁଖ୍ୟ ବକ୍ତା ରୂପେ
ଓଡ଼ିଆ ଚଳଚିତ୍ର ଜଗତର ସଫଳତା
Priyabrata Barik: ଭୂବନେଶ୍ୱର,୨୭ଏପ୍ରିଲ: ଅନେକ ଦିନ ଧରି ଓଡ଼ିଆ ସିନେମା ରୁ ଦର୍ଶକ ମାନଙ୍କର ଆଗ୍ରହ କମି କମି ଯାଉଥିବା ବେଳେ, ଏବେଏବେ ମୁକ୍ତିଲାଭ କରିଛି ଅନେକ ଗୁଡିଏ ଚଳଚତ୍ର ସେଗୁଡିକ ହେଲା ବୋଉ,ବୁଟୁ ଭୂତ, କାଙ୍ଗୁଲା, ବରବଧୂ, ମୁରବୀ, ଦର୍ପଣ,ବିନ୍ଦୁସାଗର,ଆଫା,
ରାଜଧାନୀ ଭୂବନେଶ୍ଵରରେ ଡେଲିଭରୀବୟଙ୍କୁ ଆକ୍ରମଣ ।
ଭୂବନେଶ୍ୱର,26ଏପ୍ରିଲ:ଭୂବନେଶର ମୈତ୍ରୀ ବିହାର ଥାନା ଅଞ୍ଚଳର ଘଟଣା। ଡେଲିଭରୀ ବୟକୁ ପୁଣି ମାଡ ମାରିବା, ଡେଲିଭରୀବୟ ଜଣଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତି swiggy app ରୁ ୨୬ତାରିଖ ରାତି ୧୨ଟା ୪ରେ ଖାଇବା ଅର୍ଡ଼ର କରିଥିଲେ, ଏବଂ ସଠିକ୍ ସମୟ
ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଥିଲେ ଅତୁଳନୀୟ ପ୍ରତିଭାର ଅଧିକାରୀ
ଭୁବନେଶ୍ୱର ତା 26/04/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ସାଂସ୍କୃତିକ ସଂଗଠନ ମାନଙ୍କ ପକ୍ଷରୁ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ 135 ତମ ଜୟନ୍ତୀ ଓ ସ୍ମୃତିଚାରଣ ଦିବସ ଅନୁଷ୍ଠିତ
ଓଡ଼ିଶ ଗ୍ରାମରେ ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଖୁବ୍ ଧୁମଧାମ ସହକାରେ ଶନିଓଷା ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଶନିଦେବଙ୍କ ଜନ୍ମ ଦିବସକୁ ଶନିଓଷା ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଇଉଥିବାବେଳେ ଏହି ଅବସରରେ
ଓଡ଼ିଶ ଗ୍ରାମରେ ନୂତନ ମହାପାଟ ପୀଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଅଧିଷ୍ଠିତ ମହାପାଟଙ୍କ ନୂତନ ପୀଠର ପ୍ରତିଷ୍ଠା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପୀଠ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ଯୋଗଦେଇଥିବାବେଳେ
ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ ।
ଚିଲିକା- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଅଞ୍ଚଳ ବାସୀମାନେ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ୪୦ ଜଣରୁ ଉର୍ଦ୍ଧ ନାଗରିକ ଦସ୍ତଖତ ସମ୍ବଳିତ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ମହାନଦୀ ବଞ୍ଚାଓ ଆନ୍ଦୋଳନ
ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ