ଭୁବନେଶ୍ୱର ତା 01/04/26 ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ପବିତ୍ର 90 ତମ ଉତ୍କଳ ଦିବସ ସ୍ଥାନୀୟ ଲୋକଭବନ ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ, ଭାଷା, ସଂସ୍କୃତି ପ୍ରାଣ, ପ୍ରଥମ ଓଡ଼ିଆ ବାରିଷ୍ଟର, ସ୍ନାତକ, ସ୍ନାତକୋତ୍ତର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଓଡ଼ିଆ ଉଦ୍ୟୋଗୀ ପରିବାର ସଭାପତି, ବିଶିଷ୍ଟ ସମାଜସେବୀ, ସାରସ୍ୱତ ପ୍ରତିଭାଧାରୀ ଶିବ ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତା ଓ ସମ୍ମାନିତ ଅତିଥି ଭାବେ ନାରାୟଣ ସେବା ଫାଉଣ୍ଡେସନର ସମ୍ପାଦିକା, ସମାଜସେବୀକା ସମିତା ମହାରଣାଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି l ଓଡିଶାର ପ୍ରଥମ ଶିଳ୍ପନିର୍ମାତା, ମହାନ ଭାଷାପ୍ରେମୀ, ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ମଧୁବାବୁ ଥିଲେ ବୋଲି ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିଥିଲେ l ମଧୁବାବୁ ଓଡିଶାରେ ପ୍ରଥମ ଶିଳ୍ପ ପ୍ରତିଷ୍ଠା କରିବା ସହିତ ଓଡିଶା ଉଦ୍ୟୋଗୀ ପରିବାର ତାଙ୍କ ଆଦର୍ଶକୁ ପାଥେୟ କରି ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ କରୁଛି ବୋଲି କହିବା ସହିତ ଆଜିର ଯୁବପିଢ଼ି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ମତ ରଖି ଥିଲେ lଭାଷାପ୍ରାଣ ଉଦ୍ୟୋଗୀ ମନୋରଞ୍ଜନ ବାରିକ, ସୀତାଂଶୁ ଶେଖର ମହାରଣା, ଗିରିଜା ଶଙ୍କର ମହାପାତ୍ର ତଥା ପ୍ରମୁଖ ବ୍ୟକ୍ତି ବିଶେଷ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l
ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଉତ୍କଳ ଦିବସ ଅନୁଷ୍ଠିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବାଲିଅନ୍ତା ପୁଲିସର ମହାନତାଖରାରେ ଅପେକ୍ଷାରତ ବାଇକ ଚାଳକକୁ ଦେଲେ ମୃଦୁପାନୀୟ
ଧଉଳି,୧୬|୫:ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ଏହାକୁ
ଦୁଇଟି ଚୋରୀ ଟ୍ରାକ୍ଟର ବାଣପୁର ଓ ନାଚୁଣୀ ପୋଲିସ ଦ୍ୱାରା ଉଦ୍ଧାର,ଜଣେ ଗିରଫ
ଚିଲିକା,୧୬।୫:ବାଣପୁର ଓ ନାଚୁଣୀ ପୁଲିସ ମିଳିତ ଭାବେ ତଦନ୍ତ କରି କଳାହାଣ୍ଡି ଜିଲା ଜୁନାଗଡ ଅଞ୍ଚଳରୁ ଦୁଇଟି ଚୋରି ଟ୍ରାକ୍ଟର ଉଦ୍ଧାର କରିବା ସହ ଚୋରି ଅଭିଯୋଗରେ ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍ଦ ରହିମ୍ ଓରଫ ଅବଦୁଲ ଓରଫ ପୁପୁନାକୁ
ଶ୍ରୀ ଅରବିନ୍ଦ ପାଠଚ଼କ୍ରର ୫୪ତମ ବାର୍ଷିକ ଉତ୍ସବ ପାଳିତ।
ଚିଲିକା,୧୬।୫:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକ କୋଶଡିହ ଠାରେ "ଶ୍ରୀ ଅରବିନ୍ଦ ପାଠଚକ୍ର, ମାତୃତୀର୍ଥର ୫୪ ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ତିଥିରେ ପାଳିତ ହୋଇଯାଇଅଛି । ପ୍ରାତଃ
ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର ।
ଚିଲିକା,୧୬।୫: ଜଣେ ପତିବ୍ରତା ନାରୀ ଭାବରେ ସ୍ୱାମୀ ଦେବଦେବ ମହାଦେବଙ୍କ ସର୍ବମଙ୍ଗଳ କାମନା କରି ସାବିତ୍ରୀ ଓଷା ପାଳନ କଲେ ମା' ଭଗବତୀ । ସେ ନିଜେ ସକଳ ଶକ୍ତିର ଆଧାର, ଜଗତ ଜନନୀ,ଶକ୍ତିମୟୀ, ମଙ୍ଗଳମୟୀ, ସତୀ , ପାର୍ବତୀ, ଦୁର୍ଗା,ଦେବୀ
ଘରୋଇ ବସ୍ ଭଡା ବଢାଇଲେ ରାଜ୍ୟ ସରକାର
ଭୂବନେଶ୍ଵର,୧୬/୫: ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା ବେଳେ କେନ୍ଦ୍ର ସରକାର ମଧ୍ଯ ତୈଳ ଦର କୁ ମଧ୍ଯ ବଢେଇଛନ୍ତି । ଏହାରି ଭିତରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରି ଆସୁଥିଲା
L P G ଏବଂ ତୈଳ ଆଶଙ୍କା ଦୂର କଲେ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ
ଉତ୍କଳ ବୁଲେଟିନ, 16/5:ଦେଶରେ ତୈଳ ଏବଂ ଗ୍ୟାସ୍ ସମସ୍ୟା ଦିନକୁ ଦିନ ଜନସାଧାରଣଙ୍କ ଉପରେ ଅଭାବ ପରିଲିକ୍ଷିତ ହେଉଛ, ଲୋକମାନେ ନାହିଁ ନଥିବା ସମସ୍ୟା ଭିତରେ ଗତି କରୁଛନ୍ତି । ତେଲ ସମସ୍ୟା ଯୋଗୁଁ ନିତ୍ୟ ସାମଗ୍ରୀ ହୁ ହୁ ବଢି
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ।
ଚିଲିକା,୧୫।୫:ଚଳିତବର୍ଷ ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ବାଲୁଗାଁ ପାଇଁ ଗୌରବ ଆଣିଛନ୍ତି ଛାତ୍ରୀ ଅଞ୍ଚିତା ନାୟକ।ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଆଇ. ଏନ୍.ଏସ ଚିଲିକାର ଛାତ୍ରୀ ଅଞ୍ଚିତା ବାଣିଜ୍ୟ ବିଭାଗରେ ୫00ରୁ ୪୬୪ନମ୍ବର, ଅର୍ଥାତ
ପୂରଣପ୍ରଧାନ ପଞ୍ଚାୟତ ସମବାୟ ସମିତି
ବାଲିଅନ୍ତା, ୧୪|୦୫): ବାଲିଅନ୍ତା ବ୍ଲକ ଅଧିନ ପୁରଣ ପ୍ରଧାନ ପଞ୍ଚାୟତର ଚାଷୀ ମାନଙ୍କର ବହୁତ ଦିନର ଆଶା ପୂରଣ ହୋଇଛି । ପୂରଣ ପ୍ରଧାନ ପଞ୍ଚାୟତରେ ନୂତନ ଭାବେ ସମବାୟ ସମିତି କାର୍ଯ୍ୟାଳୟର ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟାଳୟ ଅସ୍ଥାୟୀ
ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ବାଳକାଟିର ବିସ୍ଥାପିତ ବ୍ୟବସାୟୀଥଇଥାନ ନିମନ୍ତେ ଅନୁରୋଧ କଲେ
ବାଲିଅନ୍ତା ,୧୪|୫):ସରଦେଇପୁର-ନିମାପଡା ରାସ୍ତା ସମ୍ପ୍ରସାରଣ ନିମନ୍ତେ ବାଳକାଟି ବଜାର ଉଛେଦ ପରେ ଗତ ୪/୫ ମାସ ଧରି ଦୋକାନ ହରାଇଥିବା ବିସ୍ଥାପିତ ବ୍ୟବସାୟୀ ବିଭିନ୍ନ ଅସୁବିଧା ଦେଇ ଗତି କରୁଛନ୍ତି l ସେମାନଙ୍କ ପରିବାର ଚଳାଇବା ଏକପ୍ରକାର କଷ୍ଟକର ହୋଇପଡିଛି l
ବିନ୍ଦୁସାଗର ଖାଲି ଏକ ଚଳଚିତ୍ର ନୁହେଁ : ଏହା ଏକ ସାଂସ୍କୃତିକ ଜନ ଆନ୍ଦୋଳନ ।
ବାଲିଅନ୍ତା (ଗୋବର୍ଦ୍ଧନ ଦାସ):- ଓଡ଼ିଶାର ଭାଷା କଳା ସାହିତ୍ୟ ସସ୍କୂତି ଚଳଚିତ୍ର କୁ ଆଧାର କରି ଗଢ଼ିଉଠିଥିବା ଗୈ।ରବମୟ ପରମପରା , ଯାହା ହେଉଛି ଆମ ଓଡିଆମାନଙ୍କର ଅସ୍ମିତା ତାହାକୁ ଆଜି ଗୋଟିଏ ନୂତନ ଯୁବ କଳାକାର ଗୋଷ୍ଠି ସମଗ୍ର ବିଶ୍ୱ
ଇସ୍କନ ମନ୍ଦିର ଦ୍ବାରା ଆୟୋଜିତ “ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “
ଭୁବନେଶ୍ବର ସ୍ଥିତ , ଇସ୍କନ ମନ୍ଦିର ଦ୍ବାରା ଆୟୋଜିତ ଚନ୍ଦନ ମହୋତ୍ସବ ଉପଲକ୍ଷେ ,"ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ " ର ନୃତ୍ୟଶିଳ୍ପୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ , ମାହାରୀ ନୃତ୍ୟ ,କଥକ ନୃତ୍ୟ ଭଜନ ନୃତ୍ୟ ଏବଂ ଭଜନ
ଚିଲିକା ହ୍ରଦ ମଧ୍ୟ ଭାଗରେ ଥିବା ଭଷରା ପାହାଡ ଦାଢରେ ଭୟାବହ ଅଗ୍ନିକାଣ୍ଡ |ଏକର ଏକର ନଳ ଘାସରେ ଲାଗିଲା ନିଆଁ।
BIG BREAKING BALUGAON… ଚିଲିକା,୧୪।୫:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଈରୀ ପୂର୍ବ ପାର୍ଶ୍ଵରେ ଥିବା ମରାଳ ମାଳିନୀ ନୀଳାମ୍ବୁ ଚିଲିକା ମଧ୍ଯ ଭାଗରେ ଅବସ୍ଥିତ ଭଷରା ପାହାଡ ଦାଢରେ ଥିବା ନଳ ଘାସରେ ଆଜି ସକାଳ ୯ଟା ସମୟରେ
ବରିଷ୍ଠ ପୁଜ୍ୟପୂଜା ପ୍ରାଣ ବ୍ରଜବନ୍ଧୁ ପରିଡାଙ୍କ ବିୟୋଗପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ତା 13/05/26 ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ରଘୁ -ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ତଥା ରଣଭୂଇଁ ସମ୍ପାଦକ ବ୍ରଜବନ୍ଧୁ ପରିଡାଙ୍କ 73 ବର୍ଷ ବୟସରେ ହୃଦଘାତରେ ବିୟୋଗ ଘଟିଛି l ଦୀର୍ଘ ଦିନଧରି ସ୍ୱାସ୍ଥ୍ୟବସ୍ଥା ପାଇଁ ଏକ
ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ୍ ତୈଳ ସଙ୍କଟ
ଭୁବନେଶ୍ଵର,୧୩/୫: ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବଡ଼ ଅପିଲ୍ କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ କମ୍ ଉପଯୋଗ କର ବୋଲି କହିଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ପଡି ଲାଣି । ଜନସାଧାଣଙ୍କ ଉପରେ ଏହାର ପ୍ରଭାବ ପଡି ସାରିଲାଣି ।
NEET UG 2026 ପେପର ଲିକ୍ ପରୀକ୍ଷା ବାତିଲ୍
ଉତ୍କଳ ବୁଲେଟିନ୍, ୧୩/୫: Priyabrata Barik: ପୁଣି ଥରେ ଦେଶରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଯେଉଁ ମାନେ ଡାକ୍ତର ହେବା ପାଇଁ ଆଶା ରଖିଥିଲେ, ଯେଉଁ ମାନେ ଡାକ୍ତର ହେବା ପାଇଁ NEET ପରୀକ୍ଷା
ତାମିଲନାଡୁ ରେ ନୂଆ ସରକାର ଗଠନ
ତାମିଲନାଡୁ ରେ ନୂଆ ସରକାର ଗଠନ ହୋଇଥିବା ବେଳେ, ନୂଆ ସରକାର ଆସୁ ଆସୁ ନେଇଛି ବଡ଼ ନିଷ୍ପତି । TVK ପାର୍ଟି ପ୍ରଥମ କରି ନୂଆ ଦଳ ଗଠନ କରୀ ତାମିଲନାଡୁର ରାଜନୈତିକ ଦଳ ମଧ୍ୟରେ ପ୍ରତିନ୍ଦୋଦିତ ସୃଷ୍ଟି କରିଛି
ନାଗାଯାତ୍ରା ଉତ୍ସବ ଅନୁଷ୍ଠିତ
ବାଲିଅନ୍ତା ୧୨/୦୫ :- ବାଳକାଟି ସ୍ତାନୀୟ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀମଦନ ମୋହନ ଦେବଙ୍କ ଚନ୍ଦନ ନୀତି ଶେଷ ହେବା ସହିତ ନାଗା ଯାତ୍ରା ମଙ୍ଗଳବାର ସଂନ୍ଧ୍ୟାରେ ପାଳିତ ହୋଇଯାଇଛି । ପ୍ରଥମେ ଏହି ଯାତ୍ରା ରେ ବ୍ୟବହୃତ ଖଣ୍ଡ, ଠେଙ୍ଗା,
ଶିଳାନ୍ୟାସ ପୂର୍ବରୁ କିମ୍ବା ପରେ ଫଳକ ତାଡି ନେଉଛନ୍ତି
ବାଲିଅନ୍ତା,୧୨|୫:ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପରିସର ଜୟଦେବ ନିର୍ବାଚନ ମଣ୍ଡଳୀରେ ସର୍ବଦା ଫଳକକୁ ନେଇ ରାଜନୀତି ସରଗରମ ହୋଇଥାଏ l କେଉଁଠି ବିରୋଧୀ ଫଳକ ଭାଙ୍ଗିଲେଣି ତ କେଉଁଠି ଗୋଟିଏ ପ୍ରକଳ୍ପ ନିମନ୍ତେ ୨/୨ ଟା ଫଳକ ଶିଳାନ୍ୟାସ ହୋଇଥାଏ l
ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେଅଭିଯୋଗ ଶୁଣାଣି ଶିବିର
ଚିଲିକା,୧୨।୫:ଆଜି ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେଉକ୍ତ କାର୍ଯ୍ୟାଳୟ ଅନ୍ତର୍ଗତ ବର୍ତ୍ତମାନ କାର୍ଯ୍ୟରତ ଏବଂ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି ନିମିତ୍ତ ଏକ ଶିବିରର ଆୟୋଜନ କରାଯାଇଥିଲା । ସମୁଦାୟ ୩୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ
ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ଜୟନ୍ତୀ ପାଳିତ
ଚିଲିକା,୧୧।୫:ପ୍ରଖ୍ୟାତ ଚିତ୍ର ଶିଳ୍ପୀ, ସାରସ୍ୱତ ସାଧକ, ଆନ୍ତର୍ଜାତିକ ଖ୍ୟାତି ସଂପର୍ଣ୍ଣ ସ୍ଥପତି ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ୧୧୮ତମ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଜର ଜନ୍ମସ୍ଥାନ ନରେନ୍ଦ୍ରପୁରର ଉପେନ୍ଦ୍ର ବିଦ୍ୟାପୀଠ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ମୃତି
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment