ଭୁବନେଶ୍ୱର,(ପ୍ରିୟବ୍ରତ ବାରିକଙ୍କ ରିର୍ପୋଟ): ମୁଁ ରେଡି ହେଇଗଲି, ମୁଁ ଘରୁ ବାହାରିଲି, ଗାଡ଼ି ଧରିଲି, ଚାବି ଲଗେଇଲି ଏମିତି କହି ଏବେ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି । ପିଲାମାନେ ମୁଁ ରେଡିହେଇଗଲି, ମୁଁ ବାହାରିଲି ହଁ ଦର୍ଶକବନ୍ଧୁ ଏମିତି ଖାଲି କହିକି ହିଁ ଭିଡିଓ ବନଉଛନ୍ତି ଆଉ ଭାଇରାଲ୍ ମଧ୍ୟ ହେଉଛନ୍ତି । ଏବେ ଏବେ ଖୁବ୍ ଭାଇରାଲ ହେଉଛନ୍ତି ସୋସିଆଲ ମିଡିଆରେ । ଏହାସହ ଆଦର ଆଉ ସ୍ନେହ ମଧ୍ୟ ସାଉଁଟୁଛନ୍ତି । ଖୁବ୍ ପରିଶ୍ରମି ଆଉ ହୃଦୟଖୋଲା ମଣିଷଟିଏ ହେଉଛନ୍ତି ଡାକ ବେହେରା । ଏବେ ତାଙ୍କୁ ଡାକ ମଉସା ଭାବେ ଲୋକେ ଜାଣିସାରିଲେଣି । ତାଙ୍କ ଭିଡିଓରେ ସେ ଖୁବ୍ ସରଳ ଭାବେ ନିଜର ଭଏସ୍ ଦେଇ ଗୋଟିଏ ପରେ ଗୋଟିଏ ଭିଡିଓ ମାଧ୍ୟମରେ ସେ ଭାଇରାଲ ହୋଇପାରିଛନ୍ତି । ପୁରା ଦେଶୀ ଭାବେ ଜୀବନକୁ ଜୀଇବାରେ ଆଶା ରଖିଥିବା ଏହି ଡାକ ମଉସା ଏବେ ଓଲିଉଡ୍ର ପ୍ରସିଦ୍ଧ ଆକ୍ଟ୍ରେସ୍ ପ୍ରକୃତି ମିଶ୍ର ମଧ୍ୟ ତାଙ୍କୁ ଖୁବ୍ ପ୍ରଂଶସା କରିଛନ୍ତି । ତାଙ୍କ ସହ ମିଶି ବହୁତ ମଜା ଆସିଗଲା ବୋଲି ମଧ୍ୟ ସୋସିଆଲ ମିଡିଆରେ କହିଛନ୍ତି । ତେବେ ଆଜି ସେ ଆମ ରାଜଧାନୀ ଭୁବନେଶ୍ୱରେ ରହୁଥିବା ଏହି ଭାଇରାଲ୍ ମଉସା ପ୍ରଥମେ ତାଙ୍କର ମୁଁ ରେଡିହେଇଗଲିରୁ ଆରମ୍ଭ କରିଥାନ୍ତି । ଏହା ପରେ ମୁଁ ପୁରା ରେଡିହେଇଗଲି, ମୁଁ ବାହାରିଲି, ଏହାକୁ ନେଇ ତାଙ୍କ ଭିଡିଓ ଆରମ୍ଭ କରିଦିଅନ୍ତି । ଆଉ ଏହି ଭିଡିଓ ହେଇଯାଉଛି ଭାଇରାଲ୍ । ଲୋକେ ଏହି କଥା ଆଉ ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି । ଜୀବନରେ ବହୁ ଦୁଃଖରେ ଥାଇ ମଧ୍ୟ ସେ ସବୁବେଳେ ଖୁସିରେ ରହିବାକୁ ଦୃଢ଼ ମନା ରହିଥିବା ଡାକ ମଉସା ଆଜି ଖୁବ୍ ଉସôାହିତ ଅଛନ୍ତି ତାଙ୍କ ଭିଡିଓକୁ ନେଇ । ତାଙ୍କ ଭଏସ୍ରେ ଥିବା ନିଜର ପଣ ଯେମିତିକି ମୁଁ ଆଇଲି, ମୁଁ ଖାଇଲି, ସାଇକେଲ୍ରେ ଗଲି ଏହି କଥା ବା ଭଏସ୍କୁ ନେଇ ଏବେ ଖୁବ୍ ଆଶାବାଦୀ । ଲୋକଙ୍କୁ ଏହି କଥା ଆଉ ଭିଡିଓ ଯଦି ପସନ୍ଦ ଆସୁଚି ତେବେ ମୁଁ ଏହାକୁ ଜାରି ରଖିବି ବୋଲି ଡାକ ମଉସା କହିଛନ୍ତି । ତେବେ ଶୁଣନ୍ତୁ ଟିକେ ତାଙ୍କ ଏହି ଭିଡିଓର ଭାଇରାଲ୍ ଭଏସ୍ ଓ ଭିଡିଓ । ଜଗନ୍ନାଥଙ୍କୁ ଭରସା କରି ପ୍ରତ୍ୟେକ ନିଜ ଜୀବନକୁ ଆରମ୍ଭ କରୁଥିବା ଏହି ଭାଇରାଲ୍ ମଉସା ବା ଡାକ ବେହେରାଙ୍କୁ ଭଗବାନ ଆହୁରି ସଫଳତା ଦିଅନ୍ତୁ ଏତିକି ପ୍ରାର୍ଥନା ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକ ପାଳିତ
ଭୁବନେଶ୍ୱର, ୨୧.୪: ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ଗୀତଗୋବିନ୍ଦ ସଦନଠାରେ ଜାନକୀ ବାବୁଙ୍କ ଏକାଦଶ ଶ୍ରାଦ୍ଧବର୍ଷିକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ଜାନକୀ ବାବୁ
ଲୁମିନସ୍ ଇନ୍ଫୋୱେଜ୍ର ୨୬ତମ ପ୍ରତିଷ୍ଠା ଦିବସ ପାଳିତ
ବାଲିଅନ୍ତା: ଏପ୍ରିଲ ୧୮: ଲୁମିନସ୍ ଇନ୍ଫୋୱେଜ୍ ପକ୍ଷରୁ ଶନିବାର ଭୁବନେଶ୍ୱର କ୍ଲବ୍ରେ ଏହାର ୨୬ତମ ପ୍ରତିଷ୍ଠା ଦିବସ ଉଦ୍ୟାପିତ ହୋଇଥିଲା। ସଂସ୍ଥାର ବିକାଶ ଓ ନବୀନତାର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ଭାବେ ଚିହ୍ନିତ ହୋଇଛି। ଅବସରରେ ସଂସ୍ଥାପକ ଓ
ଟଙ୍କପାଣିଙ୍କ ପୀଠରେ ଶ୍ରୀରାମ ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଅନ୍ତା, ୨୧/୪/୨୬ (ଗୋବର୍ଦ୍ଧନ ଦାସ): ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ଗ୍ରାମସ୍ଥିତ ମା’ ଟଙ୍କପାଣିଙ୍କ ପୀଠ ପରିସରରେ ଶ୍ରୀରାମ ମନ୍ଦିରର ୧୪ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ ଧାର୍ମିକ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ,
ଜୟଦେବ କଲେଜରେ ‘ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍’ ପ୍ରତିଯୋଗିତା ଅନୁଷ୍ଠିତ।
ବାଲିଅନ୍ତା, ୨୧/୪/୨୬(ଗୋବର୍ଦ୍ଧନ ଦାସ) : ଭୁବନେଶ୍ଵର ୪ନଂ ୱାଡ଼ ସ୍ଥିତ ଶ୍ରୀ ଜୟଦେବ କଲେଜ ଅଫ୍ ଏଡ୍ୟୁକେସନ୍ ଆଣ୍ଡ ଟେକ୍ନୋଲୋଜି ପରିସରରେ ‘ଇନୋଭେସନ୍ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାର୍ଥି ଙ୍କ ମଧ୍ୟରେ ନୂତନ ଚିନ୍ତାଧାରାର ବିକାଶ ଲକ୍ଷ୍ୟରେ ଆୟୋଜିତ
ଚାପ ଖେଳିଲେ ବାବା ସ୍ଵପ୍ନେଶ୍ଵର ଓ ବାଲୁଙ୍କେଶ୍ୱର ଦେବ
ବାଲିଅନ୍ତା,୨0|୪():ବାଳକାଟି ଅଞ୍ଚଳର ଆରାଧ୍ଯ ତଥା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣର ଥାନପତି ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଦେବଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ପୂର୍ବଦିନ ଯଥା ରୀତିନୀତି ଅନୁସାରେ ପ୍ରଥମେ ଶ୍ରୀଦୋଳଗୋବିନ୍ଦ ଶ୍ରୀଶ୍ରୀବାଲୁଙ୍କେଶ୍ୱର ଦେବ ସୁସଜ୍ଜିତ ବିମାନ ଯୋଗେ
ଗଡ଼କଣ୍ଟୁଣିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ଭାବ୍ୟମନ୍ଦିର ଶୁଭାରମ୍ଭ
ବାଲିଅନ୍ତା,୨0|୪():ବାଳକାଟି ହୀରାପୁର ସ୍ଥିତ ଗଡକଣ୍ଟୁଣିଆ ଠାରେ ଆବିର୍ଭୁତ ଚକ୍ରରାଜ ସୁଦର୍ଶନ ଦାରୁ ପୀଠ ଠାରେ ଆଜିଠାରୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ଏକ ବିଶାଳ କଳସ ଯାତ୍ରା
ସଶକ୍ତ ଓଡିଶା ପକ୍ଷରୁ ସରକାରଙ୍କ ଯୋଜନାର ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର ତା 20/04/26 ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡିଶା ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ମାନଙ୍କୁ ନେଇ ସରକାରଙ୍କ ସଚେତନ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ସହିତ
ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ।
ବାଲିଅନ୍ତା, ୨୦/୪/୨୬ (ଗୋବର୍ଦ୍ଧନ ଦାସ ): ବାଲିଅନ୍ତା ବ୍ଳକ ଅନ୍ତର୍ଗତ କାକରୁଦ୍ରପୁର ପଞ୍ଚାୟତରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୋମବାର ଦିନ ପତିତପାବନ ଦେବଙ୍କ ରଥ ନିର୍ମାଣ ନିମନ୍ତେ
ବରମୁଣ୍ଡା ଅଲେଖ ଆଶ୍ରମର ବାର୍ଷିକ ଉତ୍ସବ ପାଳିତ
ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ମାସ ଶୁକ୍ଳ ପକ୍ଷ ଅକ୍ଷୟ ତୃତୀୟା ଇଂରାଜୀ ତା.20/4/2026 ସୋମବାର ଦିନ ବରମୁଣ୍ଡା ଗ୍ରାମ ସ୍ଥିତ ଅଲେଖ ଟୁଙ୍ଗି ର ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛିI ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ପୂର୍ବ
ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଅକ୍ଷୀମୁଠି ଅନୁକୂଳ।
ବାଲିଅନ୍ତା ୨୦/୦୪:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସ୍ଥାନୀୟ ପାହାଳ ନିକଟସ୍ଥ ଜୋହଳ ଗ୍ରାମରେ ଅକ୍ଷୀମୁଠି ଅନୁକୂଳ କରାଯାଇଛି|ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଭୂମି ପୂଜନ ଓ ଲଙ୍ଗଳ ପୂଜା କରାଯାଇଥିଲା|ଓଜେସି
୨୫ ରେ ମଦନମୋହନ ଦେବଙ୍କ ପୀଠରେ ରାମଚରିତ ମାନସ ନବାହ୍ନାପାରାୟଣ
ବାଲିଅନ୍ତା,୨୦|୪(ଗୋବର୍ଦ୍ଧନ ଦାସ ):ଆସନ୍ତା ୨୫ ତାରିଖରେ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିରରେ ଆରମ୍ଭ ହେବ ୩୧(ଏକତ୍ରିଂଶତମ)ତମ ରାମ ଚରିତ ମାନସ ନବାହ୍ନପାରାୟଣ ଓ ପ୍ରବଚନ ମହାଯଜ୍ଞ l ଏହା ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l
ଫସଲ ପାଇଁ ବିକ୍ଷପ
ବାଲିଅନ୍ତା ୨୦/୦୪ ଗୋବର୍ଦ୍ଧନ ଦାସ:- ଭୁବନେଶ୍ୱର ପୈ।ର ମହାନଗର ନିଗମର ଓ୍ଵାର୍ଡ ନମ୍ବର ୬୭ ରେ ସୁନ୍ଦରପଦା ଅବସ୍ଥିତ। ଆଜି ପବିତ୍ର ଅକ୍ଷୟ ତୃତୀୟା।। କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ କୃଷି କାର୍ଯ୍ୟ ବା
୧୫ ଜଣଚାଷୀଙ୍କୁ ଜୟଦେବ କୃଷକ ସମ୍ମାନ ପ୍ରଦାନ
ବାଲିଅନ୍ତା ୨୦/୦୪ ଗୋବର୍ଦ୍ଧନ ଦାସ :- ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗ୍ରୀନ୍ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ଅଗ୍ରଣୀ ମାସିକ ନ୍ୟୁଜ ପେପର ଶାନ୍ତିସ୍ତୁପ ମିଳିତ ଆନୁକୁଲ୍ୟରେ ବାଲିଅନ୍ତା ବ୍ଲକ୍
ବୋଲଗଡ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୩ଜଣ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ ।
ଚିଲିକା,୨୦।୪:ବୋଲଗଡ଼ ବ୍ଳକ ଅନ୍ତର୍ଗତ ପିଚୁକୁଳିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ସି.ବି.ଏସ.ସି.ପରୀକ୍ଷା୨୦୨୬ରେ ଶତକଡା ୯୦ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ୨୩ଜଣ ଛାତ୍ରଛାତ୍ରୀଙ୍କୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୋମବାର ଦିନ ଉକ୍ତ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି
ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଡାକ ମଉସା
ଭୁବନେଶ୍ୱର,(ପ୍ରିୟବ୍ରତ ବାରିକଙ୍କ ରିର୍ପୋଟ): ମୁଁ ରେଡି ହେଇଗଲି, ମୁଁ ଘରୁ ବାହାରିଲି, ଗାଡ଼ି ଧରିଲି, ଚାବି ଲଗେଇଲି ଏମିତି କହି ଏବେ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି । ପିଲାମାନେ ମୁଁ ରେଡିହେଇଗଲି, ମୁଁ ବାହାରିଲି ହଁ
ନମାମି ମନ୍ଦାକିନୀ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର ତା 18/04/26 ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ "ନମାମି ମନ୍ଦାକିନୀ ଓ ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ"ପକ୍ଷରୁ ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ "ସୁଯୋଗ୍ୟ ଓଡ଼ିଆ ସମ୍ମାନ 2026ରେ ସମ୍ମାନିତ କରାଯାଇଥିଲା l ଉତ୍ତରୀୟ,ପଗଡି,ସାଲ, ଟ୍ରଫି
ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କେସିଙ୍ଗା ବ୍ଳକ ଶାଖାର ବୁଡିପଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ
କଳାହାଣ୍ଡି,୧୮|୪(ପ୍ୟାରିଲାଲ ଦୁର୍ଗା): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି | ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେସିଙ୍ଗା ଶାଖାର ବୁଡିପଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ
ପୁରୀ ମଦର ପବ୍ଲିକ ସ୍କୁଲର ଛାତ୍ରୀ ଟିନା ରଥ 500ରୁ 500 ମାର୍କ
ଭୁବନେଶ୍ୱର 18ଏପ୍ରିଲ :ଚଳିତ ବର୍ଷ CBSE ଦଶମ ରେଜଲ୍ଟ ପ୍ରକାଶ ପାଇଛି l ଏଥର ରାଜ୍ୟରେ ମୋଟ ଛାତ୍ର ଛାତ୍ରୀ 741ଟି ସ୍କୁଲ ରୁ 65204ଜଣ ଛାତ୍ର ଛାତ୍ରୀ ପଞ୍ଜିକରଣ କରିଥିଲେ, ସେମାନଙ୍କ ମଧ୍ୟରୁ 64900ଜଣ ପରୀକ୍ଷା ଦେଇଥିଲେ l ଏବଂ
“କୀର୍ତି ର୍ଯ୍ୟସ୍ୟ ସ ଜୀବତୀ”
ଡଃ. ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ର“ଅନାୟୋସନ ମରଣମ୍, ବିନା େଦେନାନ ଜୀବନମ୍େଦହୋନ୍ତ ତବ ସାନିଧ୍ୟମ୍, ଦେହି ମେ ପରେମଶ୍ୱରମ୍ ।” ହେ ପ୍ରଭୁ ବିନା କଷ୍ଟେର ମୃତ୍ୟୁ ହେଉ । ବେମାର ନ ହୋଇ, ଶେଜେର ନପଡି କଷ୍ଟ ମୃତ୍ୟୁ ନ ହେଉ ।
ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମିଙ୍କ ବିରାଟ ବାଇକ୍ ଶୋଭାଯାତ୍ରା
ବାଲିଅନ୍ତା,୧୭/୪/୨୬) : ଗଲା ସାଧାରଣ ନିର୍ବାଚନ ପରେ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମିଙ୍କ ବିରାଟ ବାଇକ୍ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ଅବସରରେ ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଓ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଲୁମିନସ୍ ଇନ୍ଫୋୱେଜ୍ର ୨୬ତମ ପ୍ରତିଷ୍ଠା ଦିବସ ପାଳିତ
ଜୟଦେବ କଲେଜରେ ‘ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍’ ପ୍ରତିଯୋଗିତା ଅନୁଷ୍ଠିତ।