ସ୍ଥାନୀୟ ପୁରୁଣା ଭୁବନେଶ୍ୱର ର ରାମେଶ୍ୱର ମନ୍ଦିର ନିକଟରେ ଥିବା ହରି ଓମ୍ କ୍ଲବ ପ୍ରତ୍ୟେକ ଥର ନିସ୍ୱାର୍ଥପର ସେବା ପରି ଗତ କାଲି ,ଶନିବାର ୨୧ ତାରିଖ ରେ ଏକ ବିରାଟ ସ୍ୱାସ୍ଥ୍ୟ ସେବା ର ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଧଉଳି ନିକଟସ୍ଥ କୁମାର ଡିହ ଗ୍ରାମ ର ଧଉଳି କ୍ଲବ ଏବଂ ଅଙ୍ଗନବାଡି ପ୍ରାଙ୍ଗଣ ରେ ଆୟୋଜନ କରିଥିଲା। । ଏହି ସ୍ୱାସ୍ଥ୍ୟ ଶିବିର କୁ ମନିପାଲ ମଲ୍ଟି ସ୍ପେଶିଆଲିଷ୍ଟ ହସ୍ପିଟାଲ , ଏ ଏସ ଜି ଆଇ ହସ୍ପିଟାଲ ଏବଂ ହାଇଟେକ୍ ର ଡେଣ୍ଟାଲ ହସ୍ପିଟାଲ ର ବିଭିନ୍ନ ବିଭାଗ ର ବିଶିଷ୍ଟ ଡାକ୍ତର ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ସେବା କର୍ମଚାରୀ ମାନେ ସହଯୋଗ କରିଥିଲେ । କୁମାର ଡିହ ଗ୍ରାମ ଏବଂ ଆଖ ପାଖ ଗ୍ରାମ ର ପ୍ରାୟ ୨୦୦ ରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସହିତ ଔଷଧ ମଧ୍ୟ ଯୋଗାଇ ଦିଆ ଯାଇଥିଲା । ଅନୁଷ୍ଠାନ ର ଡାକ୍ତର ନଗେନ୍ଦ୍ର ପରିକା ଏଵଂ ଡ•ଏସ କେ ଦାସ ମଧ୍ୟ ସହଯୋଗ କରିଥିଲେ ।
ଶିବିର ଟି ସ୍ଥାନୀୟ ଯୁବକ ଏବଂ କ୍ଲବ ର ସଭାପତି ଡ଼•ହାଡ଼ିବନ୍ଧୁ ପଟ୍ଟନାୟକ ,ପୂର୍ବତନ ସଭାପତି ଶ୍ରୀ ଅଶୋକ ମହାପାତ୍ର, ଜଏଣ୍ଟ ସେକ୍ରେଟାରୀ ସନ୍ତୋଷ ପାତ୍ର , ସଭ୍ୟ ଶ୍ରୀ ସୁରେନ୍ଦ୍ର ମହାପାତ୍ର ଶ୍ରୀମତୀ ସ୍ୱର୍ଣ୍ଣଲତା ମ୍ୟାଡ଼ାମ , ଶ୍ରୀ ନିରଞ୍ଜନ ନାୟକ ଏଵଂ ଅନ୍ୟ ସଭ୍ୟ ମାନେ ପରିଚାଳନା କରିଥିଲେ । ରୋଗୀ ମାନଙ୍କୁ ଔଷଧ ,ଚଷମା ଏଵଂ ବିନା ଖର୍ଚ୍ଚ ରେ ଇ ସି ଜି ସେବା ମଧ୍ୟ ଯୋଗାଇ ଦିଆ ଯାଇ ଥିଲା । ମନିପାଲ ହସ୍ପିଟାଲ ର ଶୁଭ୍ରଜିତ୍ ସୁନ୍ଦରରାୟ ଓ ଏ ଏସ ଜି ହସ୍ପିଟାଲ୍ ର ଚିରଞ୍ଜିବୀ ଦାସ ହସ୍ପିଟାଲ ଏଵଂ ଧଉଳି କ୍ଲବ ତରଫ ରୁ ଶ୍ରୀ ରାମ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୁମାର ଡିହ ଏଵଂ ଆଖ ପାଖ ଗ୍ରାମ ର ଲୋକମାନେ ଏହି ନିଶୁଳ୍କ ମେଗା ସ୍ବାସ୍ଥ୍ୟ ଶିବିର ଦ୍ୱାରା ଉପକୃତ ହୋଇ ହରିଓଁ କ୍ଲବ କୁ ଧନ୍ୟବାଦ୍ ଜଣାଇଥିଲେ ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ଜୟନ୍ତୀ ପାଳିତ
ଚିଲିକା,୧୧।୫:ପ୍ରଖ୍ୟାତ ଚିତ୍ର ଶିଳ୍ପୀ, ସାରସ୍ୱତ ସାଧକ, ଆନ୍ତର୍ଜାତିକ ଖ୍ୟାତି ସଂପର୍ଣ୍ଣ ସ୍ଥପତି ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ୧୧୮ତମ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଜର ଜନ୍ମସ୍ଥାନ ନରେନ୍ଦ୍ରପୁରର ଉପେନ୍ଦ୍ର ବିଦ୍ୟାପୀଠ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ମୃତି
ନାଚୁଣୀ ପୋଲିସ୍ ଦ୍ୱାରା ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ
ଚିଲିକା, ୧୧।୫:ନାଚୁଣୀ ଥାନା ପୋଲିସ୍ କୁ ମିଳିଛି ଏକ ବଡ ଧରଣର ସଫଳତା। ବ୍ରାଉନସୁଗାର ଚୋରା ଚାଲାଣ କରୁଥିବା ଚାରିଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦଶ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହ
ବିଶ୍ୱ ମାତୃ ଦିବସ ଉପଲକ୍ଷେ ବୋଲଗଡ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା
ଚିଲିକା,୧୦।୫: ଆଜି ବିଶ୍ୱ ମାତୃ ଦିବସ ଉପଲକ୍ଷେ ବୋଲଗଡ଼ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଯାଇଅଛି । ପିଚୁକୁଳି ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଓ ମାଣିବନ୍ଧ ସାଧନ
ଏକାମ୍ର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଧଉଳିର ଐତିହ୍ୟ ଅନୁସନ୍ଧାନ: ଏକ ଶୈକ୍ଷିକ ପରିଦର୍ଶନ
ବାଲିଅନ୍ତା, ଅଦ୍ୟ ତା-୧୦ ମେ ୨୦୨୬: ରିଖ ଦିନ ଜାତୀୟ ଶିକ୍ଷାନୀତି (NEP-2020) ର ଲକ୍ଷ୍ୟ ଅନୁଯାୟୀ, ଶିକ୍ଷାକୁ କେବଳ ଶ୍ରେଣୀ ଗୃହ ମଧ୍ୟରେ ସୀମିତ ନ ରଖି ବାସ୍ତବ ଅଭିଜ୍ଞତା ମାଧ୍ୟମରେ ସମୃଦ୍ଧ କରିବା ପାଇଁ ଏକାମ୍ର ମହାବିଦ୍ୟାଳୟ ପକ୍ଷରୁ
ମାତୃ ଦିବସ ଅବସରରେ ମହିଳାଙ୍କପ୍ରେରଣାରଉସô
ଭାରତୀୟସଂସ୍କୃତି ଓ ପରମ୍ପରାମୁଖ୍ୟତଃ ନାରୀମାନଙ୍କୁ ପ୍ରାଧାନ୍ୟ ଦେଇଆସିଛି ।ବୈଦିକ ଯୁଗରୁଶ୍ରୁତିବେଦକୁମୁଖସ୍ତକରିଥିବାମହନୀୟାମହିଳା ଗାର୍ଗୀ, ମୈତ୍ରେୟୀଙ୍କ କଥା ନିଆଯାଉକିମ୍ବା ପୁରାଣ ପୃଷ୍ଠାରୁ ଦୁର୍ଗା, କାଳୀ, ସୀତା, ସତୀ, ସାବିତ୍ରୀ ପ୍ରମୁଖଙ୍କଭଳିଶକ୍ତିଶାଳୀ, ମହିୟସୀ ଦେବୀମାନଙ୍କ କଥା ବିଚାରକୁ ନିଆଯାଉ । ନାରୀବିନାଭାରତୀୟସଂସ୍କୃତିକୁ ପରିକଳ୍ପନାକରିବାବାହୁଲ୍ୟମାତ୍ର ।ସାମାଜିକ, ଧାର୍ମିକ,
ମାତୃ ଦିବସରେ ପ୍ରୟାସର ବୃକ୍ଷ ରୋପଣ
ବାଲିଅନ୍ତା ୧୦/୦୫:- ବନ୍ଦନୀୟ ହେଉଛନ୍ତି ତିନି ମାତା… ଗଙ୍ଗା ମାତା, ଗୋ ମାତା ଓ ପୃଥିବୀ ମାତା। ଆଜି ପୃଥିବୀ ମାତାଙ୍କ ଦିବସ। ଏହି ଉପଲକ୍ଷେ ପ୍ରୟାସ ତରଫରୁ ପୃଥିବୀ ମାତାଙ୍କ ପୂଜନ ପୂର୍ବକ ଭୁବନେଶ୍ୱରରୁ ଉତ୍ତାପ ରୁ ରକ୍ଷା କରିବା
ବାଳକାଟିରେ ଉମା ମାର୍ଶାଲ ଆର୍ଟ ଆନୁକୂଲ୍ୟରେ ବାର୍ଷିକ ବେଲ୍ଟ ପରୀକ୍ଷା ଅନୁଷ୍ଠିତ, ୨୦ ପ୍ରତିଯୋଗୀ ଅଂଶଗ୍ରହଣ
ବାଲିଅନ୍ତା, ୧୦/୦୫: ବାଳକାଟି ଅଞ୍ଚଳର ଅଗ୍ରଣୀ ମାର୍ଶାଲ ଆର୍ଟ ପ୍ରଶିକ୍ଷଣ କେନ୍ଦ୍ର ଉମା ମାର୍ଶାଲ ଆର୍ଟ ପକ୍ଷରୁ ଆଜି ସ୍ଥାନୀୟ ମେଳନ ପଡ଼ିଆ ଠାରେ ବାର୍ଷିକ ବେଲ୍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ବେଲ୍ଟ ପରୀକ୍ଷାରେ ବିଭିନ୍ନ ବୟସ
କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା ର ଆରମ୍ଭ କରୁଛି ତଦନ୍ତ
ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ତନାଘନା ଆରମ୍ଭ ହୋଇଛି। ଆଜି କ୍ରାଇମବ୍ରାଞ୍ଚ ଟିମ୍, ଏସପି ଅନିରୁଦ୍ଧ ରାଉତରାୟଙ୍କ ସହ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚିଥିଲେ। ଦୁଇଟି ଟିମ୍ ଘଟଣାରେ
ଗ୍ରୀଷ୍ମକାଳିନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ଆଜି ସ୍ଥାନୀୟ ଟାଉନ୍ ବାଳିକା ହାଇସ୍କୁଲ ପରିସରରେ ଅସିମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଙ୍ଘର ମିଳିତ ଉଦ୍ୟମରେ ଆତ୍ମରକ୍ଷା ତାଲିମ ଶିବିର ଉଦଘlଟିତ ହୋଇଯାଇଛି । ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ସଙ୍ଗଠନ ବଲାଙ୍ଗିର ଜିଲ୍ଲା କରାଟେ
ରାୟଗୁରୁ ବାସୁଦେବପୁର ପୁରରେ ୪ଲକ୍ଷର ଢଳେଇ ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ
ବାଲିଅନ୍ତା: ୯/୫ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ଥାନୀୟ ସରପଞ୍ଚ ରମାଲତା ନାୟକଙ୍କ ଦ୍ୱାରା ୪ଲକ୍ଷ ଟଙ୍କାର ଢଳେଇ ରାସ୍ତା ରାୟଗୁରୁ ବାସୁଦେଇପୁର ହରିଜନ ସାହି ଓ
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯଶୁଆପୁରରେ ମେଧାବୀ ଛାତ୍ରୀ ଓ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଧନା
ବାଲିଅନ୍ତା ୯/୫ : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଯଶୁଆପୁର ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟତ୍ରୀ ନୂତନ ଭାବରେ ଯୋଗଦାନ କଲେ ସହକାରୀ ଶିକ୍ଷୟିତ୍ରୀ ପୁଷ୍ପଲତା କାସ୍ତ। ପ୍ରକାଶ ଥାଉ କି ଉଚ୍ଚ ବିଦ୍ୟାଳୟ
ବାଲୁଗାଁ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଟ୍ରକ୍-ଇକୋ ମୁହାଁ ମୁହିଁ
ଚିଲିକା,୯।୫:ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ନିକଟସ୍ଥ ଓଭର ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି I ଜାତୀୟ ରାଜପଥ କାମ ଯୋଗୁଁ ଗୋଟିଏ ପାର୍ଶ୍ଵରେ ଯାତାୟତ କରୁଥିବା ଗାଡି ଯୋଗୁଁ
ବାଲିଅନ୍ତା ସୌମ ରଂଜନ ହତ୍ୟା ଘଟଣା ସାଙ୍ଗ ଓମ୍ କଲେ ବଡ ଖୁଲାସା
Priyabrata Barik: ଖୋର୍ଦ୍ଧା-ବାଲିଅନ୍ତା,୯/୫: ବହୁ ଚର୍ଚ୍ଚିତ ବାଲିଅନ୍ତ। ସୌମ୍ୟରଂଜନ ହତ୍ୟା ଘଟଣା ସାରା ଓଡ଼ିଶାରେ ଆଲୋଡଣ ସୃଷ୍ଟି କରିଛି । କେମିତି ସୌମ୍ୟ ଙ୍କୁ ହତ୍ୟା କରାଗଲା ସମସ୍ତେ ଜାଣିଛନ୍ତି, କିଏ କହୁଛନ୍ତି ଯୁବତୀ ଙ୍କୁ ଅସଦାଚରଣ କରିଥିବାରୁ ଗ୍ରାମବାସୀ ମାନେ
ସିଏଚ୍ଏସ୍ଇ ଓଡ଼ିଶାର +୨ ପରୀକ୍ଷା ୨୦୨୬ ଇ-ମୂଲ୍ୟାଙ୍କନରେ ଗମ୍ଭୀର ଟେଣ୍ଡର ଅନିୟମିତତା : ଓଡ଼ିଶା ଅଭିଭାବକ ମହାସଂଘ ଡେଭଲପମେଣ୍ଟ କମିଶନରଙ୍କ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି
ଭୁବନେଶ୍ୱର, ଓଡ଼ିଶା | ୦୮ ମେ ୨୦୨୬ଓଡ଼ିଶାର ଲକ୍ଷାଧିକ ଅଭିଭାବକ ଓ ଛାତ୍ର-ଛାତ୍ରୀଙ୍କ ପକ୍ଷରୁ ଓଡ଼ିଶା ଅଭିଭାବକ ମହାସଂଘ ସିଏଚ୍ଏସ୍ଇ, ଓଡ଼ିଶା ଦ୍ୱାରା +୨ ପରୀକ୍ଷା ୨୦୨୬ର ପ୍ରାୟ ଚାରି ଲକ୍ଷ ଛାତ୍ର-ଛାତ୍ରୀଙ୍କ ଉତ୍ତରପତ୍ର ଇ-ମୂଲ୍ୟାଙ୍କନ କାର୍ଯ୍ୟରେ ହୋଇଥିବା ଗମ୍ଭୀର ଟେଣ୍ଡର
ବାଲୁଗାଁ ଥାନାରେ ନାବାଳିକା ମାନଙ୍କୁ ଯୁଭେଣ୍ଟିକା ମାଧ୍ୟମରେ ସଚେତନତା।
ଚିଲିକା,୮।୫:ଆଜି କାଲି ଦୁନିଆରେ ସୋସିଆଲ ମିଡ଼ିଆ ଏତେ ମାତ୍ରାରେ ପ୍ରସାର ପ୍ରଚାର ହେଉଛି ଯାହାକି ସାଧାରଣରେ ଅନେକ ନାବାଳିକା ମାନେ ତା ମଧ୍ୟାମରେ ଶିକାର ହେଉଛନ୍ତି।ନାବାଳିକା ମାନେ ସଚେତନତା ହେବାପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଓଡିଶା DG
ମା’ ଭଗବତୀଙ୍କ ଚାପ କ୍ରୀଡ଼ା ଆରମ୍ଭ, ମାଜଣା ପୁଷ୍କରିଣୀରେ ତିନି ଦିନ ଧରି ହେବ ପ୍ରସିଦ୍ଧ ଭଉଁରୀଯାତ୍ରା ।
ଚିଲିକା,୮।୫: ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ମା' ଭଗବତୀଙ୍କ ପୀଠରେ ଚନ୍ଦନଯାତ୍ରା । ଗ୍ରୀଷ୍ମ ର ପ୍ରଚଣ୍ଡ ରୌଦ୍ରତାପରୁ ଦେବାଦେବୀଙ୍କ ଶ୍ରୀଅଙ୍ଗକୁ ଶୀତଳ ପ୍ରଦାନ ନିମନ୍ତେ ଘୋରା ଚନ୍ଦନରେ ସୁବାଷିତ ଶ୍ରୀକର୍ପୁର, ଜାଇଫଳ, ଅଗୁରୁ, ଗୋଲାପ ଜଳ ମିଶ୍ରିତ
ବାଣପୁର ଓ ନାଚୁଣୀ ଥାନାରେ “ଜୁଭେଣ୍ଟିକା “
ଚିଲିକା,୮।୫:ଆଜି ବାଣପୁର ଥାନାରେ ୟୁନିସେଫ ଏବଂ ଓଡିଶା ପୋଲିସର ମିଳିତ ଆନୁକୂଲ୍ୟରେ ନାବାଳକ, ନାବାଳିକା ମାନଙ୍କ ପାଇଁ ଡିଜିଟାଲ ସୁରକ୍ଷା ଏବଂ ଅନଲାଇନ ନିରାପତ୍ତା ସମ୍ପର୍କ ରେ ଏକ କର୍ମଶାଳା "ଜୁଭେଣ୍ଟିକା " ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ପୋଲିସ ତରଫରୁ ୫୫୫ଟି ଥାନାରେ
ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ଯକ୍ଷା
ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପହଞ୍ଚିଛନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଯୁବକଙ୍କୁ ମାଡ କରି ଗୁରୁତର କରିଥିଲେ ସ୍ଥାନୀୟଲୋକେ। ପୁଲିସ ଉଦ୍ଧାର କରି ମେଡିକାଲ ନେବା
ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ
ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ
ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ । ସେ କହିଛନ୍ତି, ମୋତେ ଓ ମୋ' ସାଙ୍ଗକୁ ୨ ଜଣ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖ୍ ନ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ