ବାଣପୁର: ବାଣପୁର ବ୍ଲକର ଭାଲିଆବାଡି କ୍ଳଷ୍ଟରର ବାଂଳୋଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନର ନିରନ୍ତର ସେବା ଓ ଶିକ୍ଷାଦାନ କରି ଏକ ନିଆରା ପରମ୍ପରା ସୃଷ୍ଟି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିକ୍ଷକ ବେଣୁଧର ସେଣ ୩୧/୦୩/୨୦୨୫ରେ ସରକାରୀ ଆଦେଶ ମୁତାବକ ଅବସର ଗ୍ରହଣ କରୁଛନ୍ତି। ବିଦ୍ୟାଳୟର ପରିବେଶ ଠାରୁ ଆରମ୍ଭ କରି ଶ୍ରେଣୀଗୃହର ସାଜସଜ୍ଜା ପର୍ଯ୍ୟନ୍ତ, ପିଲାମାନଙ୍କର ଶୈକ୍ଷିକ ବିକାଶ ଠାରୁ ଆରମ୍ଭ କରି ନୈତିକ ବିକାଶ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ତାଙ୍କ ଦ୍ୱାରା ସମ୍ପାଦିତ ହେଉଥିଲା। ବିଦ୍ୟାଳୟ ଏଭଳି ଏକ ଅମୁଲ୍ୟ ମୋତିକୁ ହୁଏତ ଆଉ ପାଇ ନପାରେ, କିନ୍ତୁ ତାଙ୍କର ବିଦ୍ୟାଳୟ ପ୍ରତି ଅହେତୁକ ଅବଦାନ ପାଇଁ ବିଦ୍ୟାଳୟ ସେ ମହାନ୍ ବ୍ୟକ୍ତିଙ୍କୁ ଚିରଦିନ ପାଇଁ ମନେରିବ। ତେଣୁ ସେଭଳି ଜଣେ ମହାନ୍ ଆଦର୍ଶ ଶିକ୍ଷକଙ୍କ ପାଇଁ ଆଜି ଏ ବାଣପୁର ମାଟି ଗର୍ବିତ। ବିଦାୟୀ ସମ୍ବର୍ଦ୍ଧନା ଉତ୍ସବରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପ୍ରାକ୍ତନ୍ ସରପଞ୍ଚ ଭେଟେଶ୍ଵର ଗ୍ରାମ ପଞ୍ଚାୟତ ଜିତେନ୍ଦ୍ର ଭୋଳ ତଥା ସରପଞ୍ଚ ସାବିତ୍ରୀ ଭୋଳ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ଶିବ ପ୍ରସାଦ ମିଶ୍ର ପୂର୍ବତନ ଶିକ୍ଷକ ସଂଘ ସଭାପତି, ବାଣପୁର ଉକ୍ତ ସଭାରେ ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ପୂର୍ବତନ ଶିକ୍ଷକ ତଥା ସାହିତ୍ୟିକ ସୂର୍ଯ୍ୟ ନାରାୟଣ ଷଡ଼ଙ୍ଗୀ, ବାଳ ମୁକୁନ୍ଦ ଦାସ, ବିଭୂତି ଭୂଷଣ ଦାସ, ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ପ୍ରଧାନ ସଭା ରେ ଅତିଥି ରୂପେ ଯୋଗଦେଇ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ ବିଦାୟୀ ଶିକ୍ଷକଙ୍କୁ ଉତ୍ତରୀୟ ଓ ମୂଖ୍ୟ ଅତିଥି ବିଦାୟୀ ଶିକ୍ଷକଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ବାଁଳୋଇ ଗ୍ରାମର ଗ୍ରାମବାସୀଙ୍କ ଦ୍ଵାରା ସଂକୀର୍ତନ କରି ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଗାଁ ପରିକ୍ରମା କରି ଶିକ୍ଷକଙ୍କୁ ନିଜ ଗ୍ରାମରେ ସମ୍ମାନର ସହିତ ପହଞ୍ଚାଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବିନ୍ଦ୍ର ନାୟକ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପିଏମଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରାରାଣୀ ଦ୍ୱାରୀ ବୋଲଗଡ଼ ବ୍ଲକରେ ଟପର୍ |
ଚିଲିକା,୩।୪:ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋଡର୨୦୨୬ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଯାଇଛି। ବୋଲଗଡ ଗୋଷ୍ଠୀ ଶିକ୍ଷା କାଯ୍ୟାଳୟ ଅନ୍ତର୍ଗତ ୨୯ଟି ମାଧ୍ଯମିକ ବିଦ୍ୟାଳୟର ସମୁଦାୟ ୧୫୭୯ଜଣ ବିଦ୍ୟାର୍ଥୀ ହାଇସ୍କୁଲ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ରେ ୧୫୦୪ ଜଣ ଛାତ୍ରଛାତ୍ରୀ
ବାଦି ପାଲା ଅବସରରେ ଗାୟକ ହେଲେ ସମ୍ବର୍ଦ୍ଧିତ
ଓଡ଼ିଶ ଗ୍ରାମରେ ବାଦି ପାଲା ଅନୁଷ୍ଠିତ ହୋଇଯାଇଛି। ଏହି ବାଦି ପାଲା ୫ ଦିନ ଧରି ଚାଲୁରହିଥିଲାବେଳେ ପ୍ରାୟ ଆଖପାଖର ପାଲା ପ୍ରେମୀ ଉପସ୍ଥିତ ରହି ଏହି ଆଧ୍ୟାମିôକତାର ଆନନ୍ଦ ଲାଭ କରିଥିଲେ। ଏହାସହ ବାଦିପାଲା ଉତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲାବେଳେ
ମଦନମୋହନ ଦେବଙ୍କ ପୀଠରେ ୩୧ ତମ ରାମଚରିତ ମାନସ ଉଦଯାପିତ..ନିର୍ମାଣ ହେବ ଶ୍ରୀରାମ ମନ୍ଦିର
ବାଲିଅନ୍ତା, ୩|୫(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୯ ଦିନ ଧରି ଚାଲିଥିବା ୩୧ ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଶ୍ରୀରାମ ଚରିତ
ଉନ୍ମୋଚିତ ହେଲା ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ।
ଭୁବନେଶ୍ୱର ତା 02/05/26ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ଉନ୍ମୋଚିତ ହୋଇଯାଇଛି, ଏହି ଗୀତରେ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଓ
ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ପରୀକ୍ଷା ଫଳାଫଳମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ
ବାଲିଅନ୍ତା ୦୨/୦୫(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳାଫଳ ଉତ୍ସାହଜନକ ରହିଛି। ବ୍ଲକର ମୋଟ ୨୦ଟି ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ଲକରୁ
ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଛାତ୍ରୀ ରୂପା ସେଣ ବାଣପୁର ବ୍ଲକ ଟପର ।
ଚିଲିକା,୨।୫:ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବାଣପୁର ବ୍ଳକ ଏବଂ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଶତକଡା ୯୬. ୩୩ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଣପୁରରେ ଶତକଡା
ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲରେ ଲୁଟ୍ ଚାଲିଛି । ଡ଼ଃ. ଜ୍ଞାନେନ୍ଦ୍ର ଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ୱର ତା ୧/୫ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୭୦ତମ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରର ବରିଷ୍ଠ ସଦସ୍ୟ ଡ଼ଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଚାଲିଥିବା ବ୍ୟବସାୟ ଓ ସ୍କୁଲ୍ ପଇସାରେ ହରିଲୁଟ୍ ଉପରେ ବିସ୍ଫୋରକ ବୟାନ
ମହାନଦୀ ବଞ୍ଚାଓ ଆନ୍ଦୋଳନ
*ମେ 2 ତାରିଖରେ ମହାନଦୀ ଟ୍ରିବୁନାଲ ଶୁଣାଣି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ବିକ୍ଷୋଭ*ଅନ୍ତରିଣ ରାୟ ପାଇଁ ଦାବି *ଛତିଶଗଡ଼ କୁ ମହାନଦୀ ପାଣି କୁ ନ ଅଟକାଇବାକୁ ତାଗିଦ ଜରନ୍ତୁ ଟ୍ରିବୁନାଲ*ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ,
ବାଲୁଗାଁ କଲେଜ ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷା ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ।
ଚିଲିକା,୨୯।୪: ଅଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟ ଶିକ୍ଷା ସମ୍ମାନ ବିଭାଗର ଯୁକ୍ତ ତିନି ଶେଷବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଏଥିରେ ଶିକ୍ଷା ବିଭାଗ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ
ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ
ବାଲିଅନ୍ତା,୨୯|୪( ଗୋବର୍ଦ୍ଧନ ଦାସ ):ଅଚ୍ୟୁତପୁର ଜଳସମ୍ପଦ ବିଭାଗ ଅଧିନ ଗଞ୍ଜେଇ ଗୋଦାମ ଛକ ଠାରୁ ଭାର୍ଗବୀ ସେତୁ ଏବଂ ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ ଠାରୁ ସାଇଫୋନ ପର୍ଯ୍ୟନ୍ତ 0 ରୁ ୨ କିମି ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଆଜି
କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ପ୍ରଚାର
ଭୁବନେଶ୍ୱର, ୨୮/୪: ଆଜି ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ସଶକ୍ତ ଓଡ଼ିଶା ତରଫରୁ ସ୍ଥାନୀୟ ଉଜଚ ଛକ କାର୍ଯ୍ୟାଳୟଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ମଧୁବାବୁଙ୍କ କାଳିଆ ଘୋଡ଼ା ପ୍ରବାଦକୁ ପ୍ରକାରାନ୍ତରେ କରାଗଲା । କାଳିଆ ଘୋଡ଼ାରେ ସଶକ୍ତ
ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା |
ଚିଲିକା,୨୮।୪: ସ୍ଵର୍ଗତ ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନିଜ ଜନ୍ମ ସ୍ଥାନ ବଉଳା ବନ୍ଧ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ
ଗୋ ସମ୍ମାନ ଆହ୍ବାନ ଅଭିଯାନ
ଚିଲିକା,୨୮।୪:ବାଣପୁର ତହସିଲ ଓ ଚିଲିକା ତହସିଲରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଶାନ୍ତି ଶୃଙ୍ଖଳାର ସହ ସ୍ଥାନୀୟ ଗୋ-ସେବକ ମାନେ ଏକ ପ୍ରାର୍ଥନାପତ୍ର ଉପସ୍ଥିତ ତହସିଲଦାରଙ୍କ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ, ଓଡିଶାର ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତିଙ୍କୁ ଗୋ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ। ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ପ୍ରେରଣାମୂଳକ ଆହ୍ୱାନ
ଭୁବନେଶ୍ୱର, ୨୮/୪ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 179 ତମ ଜୟନ୍ତୀ ଅବସରରେ ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥଲା । ଓଡ଼ିଶାର ଉଦ୍ୟୋଗ ଜଗତ ପାଇଁ ମଧୁବାବୁଙ୍କ ଅବଦାନ ଓ
ବିକଶିତ ରାଷ୍ଟ୍ରର ପରିକଳ୍ପନାରେ ଉଦ୍ୟୋଗୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର ତା 28/04/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶାଉଦ୍ୟୋଗୀ ପରିବାରର ବାର୍ଷିକ ବୈଠକର ସମାପନ ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ନୀଳୟକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ
ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”
ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ "ତର୍ପଣ ଶିଳାସ୍ତମ୍ଭ" l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ
ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”
ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ "ତର୍ପଣ ଶିଳାସ୍ତମ୍ଭ" l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ
ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ(ଚନ୍ଦନ ଯାତ୍ରା) ବନାମ କପିଳନାଥ
ଭୁବନେଶ୍ଵର ୨୭/୦୪:-ଯଯାତି କେଶରୀ ଓ ଲଲାଟେନ୍ଦୁ କେଶରୀଙ୍କ ଦ୍ଵାରା ଲିଙ୍ଗରାଜ ମନ୍ଦିର ନିର୍ମାଣ କରାଯାଇଥିଲା। ସେହି ସମୟରେ ପଣ୍ଡିତମାନଙ୍କ ଦ୍ୱାରା ନୀତି କାନ୍ତି ନିର୍ଘଣ୍ଟ କରାଯାଇ ତାକୁ ପୁରୁଷ ପୁରୁଷ କ୍ରମେ କାର୍ଯ୍ୟକାରୀ ହୋଇ ଚାଲିଥିଲା। ଚନ୍ଦନ ଯାତ୍ରା ସେଥି ମଧ୍ୟରୁ
ଭାରତୀୟ ନ୍ୟାୟ ସଂହିତା ଉପରେ ବେଗୁନିଆ ଥାନା ତରଫରୁ ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗୀତା l
ଚିଲିକା,୨୭।୪:-ବେଗୁନିଆ ଥାନା ତରଫରୁ ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସହଯୋଗରେ ବେଗୁନିଆ ବୋଲଗଡରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଭାରତୀୟ ନ୍ୟାୟସଂହିତା ପ୍ରସଙ୍ଗ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଶିଷ୍ଟ ନାଗରିକ ସଂଗୋଷ୍ଠୀ ସମ୍ମିଳନୀ ।
ଚିଲିକା,୨୭।୪:ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ ହଲ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ ଏକ ବିଶିଷ୍ଟ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |ଏଥିରେ ସଙ୍ଘର ଓଡିଶା-ପୂର୍ବ ପ୍ରାନ୍ତର ସହକାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ମୁଖ୍ୟ ବକ୍ତା ରୂପେ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment