“କୀର୍ତି ର୍ଯ୍ୟସ୍ୟ ସ ଜୀବତୀ”

ଡଃ. ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ର
“ଅନାୟୋସନ ମରଣମ୍, ବିନା େଦେନାନ ଜୀବନମ୍େ
ଦହୋନ୍ତ ତବ ସାନିଧ୍ୟମ୍, ଦେହି ମେ ପରେମଶ୍ୱରମ୍ ।” ହେ ପ୍ରଭୁ ବିନା କଷ୍ଟେର ମୃତ୍ୟୁ ହେଉ । ବେମାର ନ ହୋଇ, ଶେଜେର ନ
ପଡି କଷ୍ଟ ମୃତ୍ୟୁ ନ ହେଉ । ଚାଲିବା, ବୁଲିବା ଅବସ୍ଥୋର ମୃତ୍ୟୁ ହେଉ । କାହାରି ଉପେର ନିଭର୍ର ନ କରି ମୃତ୍ୟୁ ହେଉ ଓ ପ୍ରଭୁ ତୁମ
ଦଶର୍ନ କରି ମୋର ପ୍ରାଣ ଯାଉ ।
ଏହା ହେଉଛି ମହାଭାରତର ଦ୍ରୋଣ ପବର୍ର ମହାବାକ୍ୟ ।
ଯାହାଙ୍କ େଉଦ୍ଦଶ୍ୟେର ଆଜିର ଶ୍ରଦ୍ଧାଞ୍ଜଳି, ସେ େହେଲ ଜଗତସିଂହପୁର ଜିଲ୍ଲାର ଶିକ୍ଷାଦୃଷ୍ଟିରୁ ସବୁଠାରୁ ଉନ୍ନତ୍ତ ଅଞ୍ଚଳ
ବାଲିକୁଦା ଅଳୋବାଳ ପୂରଣର ସେୁଯାଗ୍ୟ କନ୍ୟା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶରଳା କାନୁନେଗା । ୧୯୭୮ ମସିହୋର, ସେ ବିଶିଷ୍ଟ
ସ୍ୱାଧୀନତା ସଂଗ୍ରାମୀ ସ୍ୱଗର୍ତ ନଟବର ସିଂହ ସାମନ୍ତଙ୍କର ବଡ଼ ବୋହୁ େହେଲ ।
ସଂସାରେର କିଏ େକେତଦିନ ବଞ୍ଚୁଲା ତାହା ବଡ଼ କଥା ନେୁହଁ । ପୂଣ୍ୟାତ୍ମା ଗୋପବନ୍ଧୁ ସେଥ?ି ।ଇେଁ
ଲଖୁଛନ୍ତି ।
“ମଣିଷ ଜୀବନ ନୁହଁଇ କେବଳ ବଷ,ର୍ ମାସ, ଦିନ, ଦଣ୍ଡ,
କେର୍ମ ଜୀଏ ନର, କର୍ମ ଏକାତାର, ଜୀବନର ମାନଦଣ୍ଡ ।
ଜେଣ ଶିକ୍ଷୟତ୍ରୀ ୩୬ ବର୍ଷ ଚାକିରୀ ଜୀବନେର ସହସ୍ରାଧ?ିକ ଛାତ୍ରଛାତ୍ରୀଙ୍କୁ ମଣିଷ କରିଛନ୍ତି, ଯାହାର ପୂଣ୍ୟଫଳ ଜଣାପଡ଼ିଲା,
େଅପ୍ରଲ ୮ ତାରିଖେର । ଶରଳା “ମା” ଙ୍କ ବେିୟାଗେର ଅଞ୍ଚଳବାସୀ, ଶହ ଶହ ଛାତ୍ରଛାତ୍ରୀଙ୍କ ଶୋକାକୂଳ ବିଦାୟ, କମର୍ମୟ
ଜୀବନେର କାର୍ଯ୍ୟକରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଆହାପଦ, ସେଦିନ ସିଂହଘର ପରିବାରକୁ ସମ୍ଭିଭୂତ କରେିଦଇଥିଲା ।
ଶାସ୍ତ୍ରକାର ମୋନ କହେିଲ “କୀର୍ତ୍ତି ର୍ଯ୍ୟସ୍ୟ ସ ଜୀବତୀ” କିର୍ଗୀମାନ ମଣିଷର ମୃତ୍ୟୁ ହୁଏ ନାହିଁ । ୭୨ ବର୍ଷ ଜୀବନ କାଳ ମଧ୍ୟେର
ଶ୍ରୀମତୀ ଶରଳା ସିଂହ (କାନୁନେଗା) ବାଲ୍ୟ ଓ କେିଶାର ସମୟେର ପରିବାରରୁ ଯେଉଁ ସଂସ୍କାର ସେ ପାଇଥେôଲ, ପ୍ରଥେମ ପିତା,
ମାତା, ଭାଇ ଭଉଣୀଙ୍କ ଠୋର ପ୍ରେୟାଗକେଲ । ୪୮ ବର୍ଷ କାଳ ସ୍ୱାମୀଙ୍କ ପରିବାରକୁ ନିଜ ପରିବାର ଭଳି, ଶ୍ୱଶୁର ଶାଶୁଙ୍କ ଠୋର
ସମର୍ପିତ ହୋଇ ସେବା ଦେବା ସହ, ଯୁଗ୍ମ ପରିବାରର ଆବଶ୍ୟକତା ଉପେର ସମାଜକୁ ବାର୍ତ୍ତା େଦେଲ । ୩୬ ବଷର୍କାଳ ଶିକ୍ଷାଦାନ
କରି କୁନି କୁନି ମଣିଷଙ୍କୁ ସମାଜେର ପ୍ରତିଷ୍ଠା କେଲ । ଶ୍ରୀମତୀ ସିଂହଙ୍କ ଜୀବନ ଥିଲା ଏକ ସାଥର୍କ ସମର୍ପିତ ଜୀବନ । ୨୦୧୨
ମସିହାରୁ ଅବସର ନେବା ପେର ସାରା ଭାରତବର୍ଷ ଭ୍ରମଣ କରି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦଶର୍ନ କେଲ, ସେଥ୍ ପାଇଁ କାହାକୁ କଷ୍ଟ
ନେଦଇ ପ୍ରଭୁ ତାଙ୍କୁ ସୁଖ ମୃତ୍ୟୁ େଦେଲ ଓ ତାଙ୍କ ନିକଟକୁ ନେଇଗେଲ ।େ
ସହିଭଳି ଏକ ପବିତ୍ର ଆତ୍ମାଙ୍କୁ ଆଜିର ଏକାଦଶାହେର ମୁଁ କୋଟି କୋଟି ପ୍ରଣାମ ଜଣାଉଛି ।
ଓଁ ଶାନ୍ତି ଓଁ ।
ବ୍ରହ୍ମାନନ୍ଦ ଆଶ୍ରମ, ଭୁବେନଶ୍ୱର -୭୫୧୦୧୬େ
ମା-୯୩୩୭୧୧୭୪୨୯
ନ ନ ଗଭୀର ଶ୍ରଦ୍ଧାଞ୍ଜଳି ଡଃ. ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ର

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page