“କୀର୍ତି ର୍ଯ୍ୟସ୍ୟ ସ ଜୀବତୀ”

ଡଃ. ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ର“ଅନାୟୋସନ ମରଣମ୍, ବିନା େଦେନାନ ଜୀବନମ୍େଦହୋନ୍ତ ତବ ସାନିଧ୍ୟମ୍, ଦେହି ମେ ପରେମଶ୍ୱରମ୍ ।” ହେ ପ୍ରଭୁ ବିନା କଷ୍ଟେର ମୃତ୍ୟୁ ହେଉ । ବେମାର ନ ହୋଇ, ଶେଜେର ନପଡି କଷ୍ଟ ମୃତ୍ୟୁ ନ ହେଉ । ଚାଲିବା, ବୁଲିବା ଅବସ୍ଥୋର ମୃତ୍ୟୁ ହେଉ । କାହାରି ଉପେର ନିଭର୍ର ନ କରି ମୃତ୍ୟୁ ହେଉ ଓ ପ୍ରଭୁ ତୁମଦଶର୍ନ କରି ମୋର ପ୍ରାଣ ଯାଉ ।ଏହା ହେଉଛି ମହାଭାରତର ଦ୍ରୋଣ ପବର୍ର… Continue reading “କୀର୍ତି ର୍ଯ୍ୟସ୍ୟ ସ ଜୀବତୀ”

ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମିଙ୍କ ବିରାଟ ବାଇକ୍ ଶୋଭାଯାତ୍ରା

ବାଲିଅନ୍ତା,୧୭/୪/୨୬) : ଗଲା ସାଧାରଣ ନିର୍ବାଚନ ପରେ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମିଙ୍କ ବିରାଟ ବାଇକ୍ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ଅବସରରେ ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରୀପ୍ରେକ୍ଷୀରେ ହଜାର ହଜାର ବିଜୁ ପ୍ରେମୀ ଏକତ୍ରିତ ହୋଇ ବେଣ୍ଟପୁର ପଞ୍ଚାୟତ ଦେଢ଼ାଳୋ ଛକସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ମାଲ୍ୟାର୍ପଣ କରିବା ସହ “ବିଜୁ ପଟ୍ଟନାୟକ ଅମର… Continue reading ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମିଙ୍କ ବିରାଟ ବାଇକ୍ ଶୋଭାଯାତ୍ରା

ଶୁଭଲକ୍ଷ୍ମୀଙ୍କ ସିବିଏସି ସଫଳତା

କଟକ ତା 17/04/26 ଚଳିତ ବର୍ଷ ଦଶମ ସିବିଏସି ବୋର୍ଡ ପରୀକ୍ଷାରେ କଟକ ସିଡିଏ ଡିଏଭି ବିଦ୍ୟାଳୟର ବିଦ୍ୟାର୍ଥୀ ଶୁଭଲକ୍ଷ୍ମୀ ରାଉତ 98 ପ୍ରତିଶତ ନମ୍ବର ରଖି ନିଜ ବିଦ୍ୟାଳୟ ଓ ଓଡିଶାର ଗୌରବକୁ ଆଗେଇ ନେବାରେ ସହାୟକ ହୋଇଛନ୍ତି l ବାଲ୍ୟ ସମୟରୁ ଅତ୍ୟନ୍ତ ମେଧାବୀ ଓ ଧର୍ମ ପରାୟଣ ଗୁଣ ତାଙ୍କର ରହିଥିଲା l ପିତା ବୃନ୍ଦାବନ ରାଉତ ଅଧିବକ୍ତା ଓ ମାତା ପୁଷ୍ପଲତା ବେହୁରାଙ୍କ ସୁଯୋଗ୍ୟା ସନ୍ତାନ ହେଉଛନ୍ତି ଶୁଭଲକ୍ଷ୍ମୀ l ପିତାମାତା,… Continue reading ଶୁଭଲକ୍ଷ୍ମୀଙ୍କ ସିବିଏସି ସଫଳତା

ଜୟଦେବ ବିଜେପି ପକ୍ଷରୁ ମିଶ୍ରଣ ପର୍ବନାଏବ ସରପଞ୍ଚ ସମେତ ମିଶିଲେ ୱାର୍ଡ ସଭ୍ୟ/ସଭ୍ୟା

ବାଲିଅନ୍ତା,୧୭|୪(:ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଜୟଦେନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି l ବିଜେଡି ଗଡ଼ ଭାବେ ପରିଚିତ ଥିବା ଏହି ନିର୍ବାଚନମଣ୍ଡଳୀରେ ବର୍ତମାନ ବିଜେପି ତାର କାୟା ବିସ୍ତାର କରିବାରେ ଲାଗିପଡ଼ିଛି l ତଦନୁସାରେ ଆଜି ବିଜେପି ବାଳକାଟି ମଣ୍ଡଳ ଅଧିନ ପ୍ରତାପ ଶାସନ ପଞ୍ଚାୟତରେ ଦେଖିବାକୁ ମିଳିଛି ବିଜେପିର ଶକ୍ତି ପ୍ରଦର୍ଶନ। ବାଳକାଟି ମେଳଣ ପଡ଼ିଆରେ ଆୟୋଜିତ ମହାମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ନାଏବ ସରପଞ୍ଚ ,୧୦ ଜଣ ୱାର୍ଡ… Continue reading ଜୟଦେବ ବିଜେପି ପକ୍ଷରୁ ମିଶ୍ରଣ ପର୍ବନାଏବ ସରପଞ୍ଚ ସମେତ ମିଶିଲେ ୱାର୍ଡ ସଭ୍ୟ/ସଭ୍ୟା

ଦୈବୀ ଦୁର୍ବିପାକରୁ ରକ୍ଷା ପାଇଁ ତାଲିମ

ଚିଲିକା,୧୭।୪:ଜାତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଅବସରରେ ବୋଲଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ମାନଙ୍କରେ ଆକସ୍ମିକ ବିପଦ ମୁକାବିଲା ପାଇଁ ସଚେତନତା,ତାଲିମ ଓ ଅଭ୍ୟାସ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।ଏନେଇ ଗୁରୁବାର ଦିନ ସ୍ଥାନୀୟ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୋଲଗଡ଼ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଙ୍କ ତତ୍ତ୍ଵାବଧାନରେ ହାବିଲଦାର ଭାଗିରଥି… Continue reading ଦୈବୀ ଦୁର୍ବିପାକରୁ ରକ୍ଷା ପାଇଁ ତାଲିମ

ଧର୍ମଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ

କଳାହାଣ୍ଡି,୧୭|୪(ପ୍ୟାରିଲାଲ ଦୁର୍ଗା):ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ ପାଳିତ ହୋଇ ଯାଇଛି |ଏହି ଦିବସ ପାଳନ ଅବସରରେ ଦଳୀୟ ବରିଷ୍ଠ ନେତା ଥବିର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜନ କରାଯାଇଥିଲା |ମୁଖ୍ୟ ଅତିଥି ଭାବେ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର ସିଂହଦେଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ଧର୍ମଗଡ ବିଜୁ ଜନତା ଦଳର ବ୍ଲକ ସଭାପତି ଡାକେ ଲହଜଲ, ରାଜ୍ୟ ସମ୍ପାଦିକା ହୀରା… Continue reading ଧର୍ମଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଜୁନାଗଡ ବ୍ଳକ ଶାଖା ତରଫରୁ ବୁଡିଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ

କଳାହାଣ୍ଡି,୧୭|୪(ପ୍ୟାରିଲାଲ ଦୁର୍ଗା): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି |ଏହି ପରିପ୍ରେକ୍ଷୀରେ ଗୁରୁବାର ଜୁନାଗଡ ଶାଖା ତରଫରୁ ବୁଡିଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଛି | ଜୁନାଗଡ ବ୍ଳକର ହାରାହାରି ୧୦ଟି ପଞ୍ଚାୟତରୁ ଶହ ଶହ ଛାତ୍ରଛାତ୍ରୀ ମହିଳା ଯୁବକ ବାଜାଗାଜା ସହ ନାଚ ଗୀତ କରି ବିଶାଲ ଶୋଭାଯାତ୍ରା ବାହାରି ବୁଡିଦର ଗାଁ ବୁଲି… Continue reading ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଜୁନାଗଡ ବ୍ଳକ ଶାଖା ତରଫରୁ ବୁଡିଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ

ଗାୟକ ବାଗ୍ ଭୂଷଣ ଗୌରୀଶଙ୍କର ରଥ ଆଉ ନାହାନ୍ତି

ଚିଲିକା, ୧୭। ୪/ଏନ.ଏନ୍ଏସ୍:ଗାୟକ ବାଗ୍ ଭୂଷଣ ଗୌରୀ ଶଙ୍କର ରଥ ଆଉ ନାହାନ୍ତି।ନିଜ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥ ନିଜ ବାସ ଭବନଠାରେ ତାଙ୍କର ବିୟୋଗ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ ଜନିତ ରୋଗରେ ପୀଡିତ ଥିଲେ । ସେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ହେଁ ପାଲାକୁ ଆଦରି ନେଇ ଥିଲେ।ସେ ଗାୟକ ରତ୍ନ ଲୋକନାଥ କରଙ୍କ… Continue reading ଗାୟକ ବାଗ୍ ଭୂଷଣ ଗୌରୀଶଙ୍କର ରଥ ଆଉ ନାହାନ୍ତି

ଯୁଦ୍ଧ ର ପରିସମାପ୍ତି ହବାର ନାଁ ନେଉ ନାହିଁ,ଆମେରିକା ଇରାନ ଏବଂ ଇସ୍ରାଏଲ ନିଜ ନିଜ ଜିଦରେ ଅଟଳ

ନୂଆଦିଲ୍ଲୀ 17ଏପ୍ରିଲ : ମଧ୍ୟପ୍ରାଚ୍ୟରେ ଦିନକୁଦିନ ଯୁଦ୍ଧ ର ପରିସମାପ୍ତି ହବାର ନାଁ ନେଉ ନାହିଁ, ଆମେରିକା ଇରାନ ଏବଂ ଇସ୍ରାଏଲ ସମସ୍ତେ ନିଜ ନିଜ ଜିଦରେ ଅଟଳ ରହୁଛନ୍ତି l ଏହାରି ଭିତରେ ଆଉ ଏକ ସମସ୍ୟା ଦେଖାଦେଇଛି ଯେଉଁ ହର୍ମୁଜ ପଥକୁ ଇରାନ ତାହାରି କବ୍ଜାରେ ରଖିଛି ସେହି ହର୍ମୁଜ ପ୍ରଣାଳୀ କୁ ଆମେରିକା ନିଜ କବଜା ରେ ରଖିବାକୁ ଚାହୁଁଚି l ସେଥିପାଇଁ ଆମେରିକା ନିଜର ବିଶାଳ ନୌସେନା କୁ ମୁତୟନ କରିଛି… Continue reading ଯୁଦ୍ଧ ର ପରିସମାପ୍ତି ହବାର ନାଁ ନେଉ ନାହିଁ,ଆମେରିକା ଇରାନ ଏବଂ ଇସ୍ରାଏଲ ନିଜ ନିଜ ଜିଦରେ ଅଟଳ

You cannot copy content of this page