ବାଲିଅନ୍ତା,୨୫|୦୫(ଗୋବର୍ଦ୍ଧନ ଦାସ):ମୁମ୍ବାଇର ନେହେରୁ ଆର୍ଟ ସେଣ୍ଟରରେ ଚଳିତ ମାସ ୨୬ ତାରିଖରୁ ଆୟୋଜିତ ହେବାକୁ ଥିବା ଜାତୀୟ କଳା ପ୍ରଦର୍ଶନୀରେ ଓଡ଼ିଶାର ପାଞ୍ଚଜଣ ଶିଳ୍ପୀଙ୍କ ଦ୍ୱାରା କଳାକୃତି ପ୍ରଦର୍ଶିତ କରାଯିବ l ଏଥିରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ, ଜାତୀୟ ପୁରସ୍କାର ପ୍ରାପ୍ତ ଭାସ୍କର୍ଯ୍ୟ ଶିଳ୍ପୀ ଚନ୍ଦନ କୁମାର ସାମଲ ଓ ନରୋତ୍ତମ ଦାସ,ଭାସ୍କର୍ଯ୍ୟ ଶିଳ୍ପୀ ହିମାଂଶୁ ମହାନ୍ତ ଏବଂ ଚିତ୍ରଶିଳ୍ପୀ ସୋଫିୟା ୟାସ୍ମିନ୍ ଙ୍କ ସମସାମୟିକ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳା ପ୍ରଦର୍ଶିତ କରିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରଦର୍ଶନୀରେ ପଞ୍ଚାନନ ସାମଲଙ୍କ ସମସାମୟିକ ବିଷୟବସ୍ତୁ ଉପରେ ଆଧାରିତ ନୈରୂପ୍ୟ ବାଦୀ ଚିତ୍ରକଳା ଗୁଡ଼ିକ ପ୍ରଦର୍ଶିତ ହେବା ସହିତ ଚନ୍ଦନ ସାମଲଙ୍କ ପ୍ରକୃତି ଶୀର୍ଷକ ସମସାମୟିକ ପ୍ରସ୍ତର ଭାସ୍କର୍ଯ୍ୟ ପ୍ରଦର୍ଶିତ ହେବ। ନରୋତ୍ତମ ଦାସ ସେରାମିକ ଭାସ୍କର୍ଯ୍ୟରେ ପୌରାଣିକ ବିଷୟବସ୍ତୁକୁ ନେଇ ଆଧୁନିକ ଶୈଳୀରେ ଭାସ୍କର୍ଯ୍ୟ ରୁପ ଦେଇଥିବା ବେଳେ ହିମାଂଶୁ ମହାନ୍ତ ଓଡ଼ିଶାର କାଳଜୟୀ ପୁସ୍ତକ ଗୁଡ଼ିକୁ ମୁଗୁନି ପ୍ରସ୍ତରରେ ବାସ୍ତବ ରୂପ ପ୍ରଦାନ କରିଛନ୍ତି ଏବଂ ସୋଫିୟା ପରିତ୍ୟକ୍ତ ଆସବା ପତ୍ର ଗୁଡ଼ିକୁ ସମସାମୟିକ ଚିତ୍ର ରୂପ ପ୍ରଦାନ କରିଛନ୍ତି ଯାହା ବେଶ୍ ମନମୁଗ୍ଧକର ହେବ ବୋଲି ଆଶା କରିଛନ୍ତି ।ଏହି ପ୍ରଦର୍ଶନୀରେ ଓଡିଶା ସମେତ ଚଣ୍ଡିଗଡ,ନୂଆଦିଲ୍ଲୀ,କଲିକତା,ମୁମ୍ବାଇ ଓ ରାଜସ୍ଥାନରୁ ଶିଳ୍ପୀ ମାନଙ୍କ ସମସାମୟିକ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳା ମଧ୍ୟ ପ୍ରଦର୍ଶିତ ହେବ।
ମୁମ୍ବାଇରେ ଜାତୀୟ ପ୍ରଦର୍ଶନୀରେ ଭଗନେବେ ୫ ଓଡ଼ିଆ ଶିଳ୍ପୀ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଜନ୍ମଦିନରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା ଗଛରେ ମାଟିପାତ୍ର ବାନ୍ଧିଲେ ଯୁବ ସମାଜସେବୀ ଅସୀମ ଭୋଇ
ଜନ୍ମଦିନକୁ କେବଳ ଆମୋଦପ୍ରମୋଦ ମଧ୍ୟରେ ସୀମିତ ନରଖି ପରିବେଶ ଓ ଜୀବଜନ୍ତୁଙ୍କ ସେବାରେ ଉତ୍ସର୍ଗ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ସମାଜସେବୀ ଅସୀମ ଭୋଇ l ଜାତୀୟ ସ୍ତରୀୟ କରାଟେ ପ୍ରଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲା ଯୁବ
ରାଜ୍ୟରେ ଆଇ.ପି.ଏସ୍. ସ୍ତରରେ ବଡ଼ ଅଦଳ ବଦଳ
ଭୂବନେଶ୍ୱର,୨୫।୫: ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ(ଉତ୍କଳ ବୁଲେଟିନ୍) ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡି ବାରେ ଲାଗିଥିବା ବେଳେ, ଗୃହ ବିଭାଗ ଉପରେ ଜନସାଧାରଣଙ୍କ ମନରେ ଉଦ୍ବେଗ ସୃଷ୍ଟି ହୋଇଛି । ଖୋଦ ଗୃହ ବିଭାଗର ମନ୍ତ୍ରୀ ଥିବା
।MD DG ମୃତ୍ୟୁଞୟ ମହାପାତ୍ର ଙ୍କ ପାଣିପାଗ କୁ ନେଇ ବଡ ସୂଚନା !
ଭୂବନେଶ୍ୱର, ୨୪।୫: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳି କୁ ନେଇ ।MD ଡିଜି ମୃତ୍ୟୁଞୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଗାମୀ ପାଞ୍ଚ ଦିନ ଯାଏ ହିଟ୍ ୱଭେ ଜାରି ରହିବ । ତାପମାତ୍ରା
କବାଡିଆ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ;ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ
ବାଲିଅନ୍ତା,୨୪|୫():ବାଳକାଟି ଭାର୍ଗବୀ ସେତୁ ନିକଟରେ ଥିବା ଏକ କବାଡିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଥିବା ବେଳେ ଏହାର ମାଲିକ ଆହତ ହୋଇଛନ୍ତି l ଆହତ ମାଲିକ ହେଲେ ବିଶ୍ୱଜିତ ମଣ୍ଡଳ l ତାଙ୍କୁ
ଜଗଦୀଶ ପାଣିଗ୍ରାହୀଙ୍କୁ “ଶାନ୍ତିପଥ ଶିକ୍ଷାଜ୍ୟୋତି ସମ୍ମାନ -2026
ଭୁବନେଶ୍ୱର 24/05/26 ଶାନ୍ତିପଥର ଅଷ୍ଟମ ସ୍ୱନକ୍ଷତ୍ର ଅବସରରେ ଖୋର୍ଦ୍ଧାଜିଲ୍ଲାର ମେଧାବୀ ଛାତ୍ର ତଥା ଯୁବ ସମାଜସେବୀ ପ୍ରକାଶ ପାଣିଗ୍ରାହୀଙ୍କ ସୁପୁତ୍ର ଜଗଦୀଶ ପାଣିଗ୍ରାହୀଙ୍କୁ ରାଜଧାନୀରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ "ଶାନ୍ତିପଥ ଶିକ୍ଷାଜ୍ୟୋତି ସମ୍ମାନ -2026"ପ୍ରଦାନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
ଉଚ୍ଚ ସତର୍କତା ଜାରି କରାଯାଇଛିଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା
ନାଗରିକ ସୁରକ୍ଷା ମହାନିର୍ଦେଶାଳୟ (Directorate General of Civil Defense) ନାଗରିକ ଓ ବାସିନ୍ଦାମାନଙ୍କୁ ନିମ୍ନଲିଖିତ ବିଷୟ ପ୍ରତି ସଚେତନ କରାଉଛି: ଆଗାମୀ ଦିନଗୁଡ଼ିକରେ 47 ରୁ 55 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢୁଥିବା ତାପମାତ୍ରା ଓ କ୍ୟୁମ୍ୟୁଲସ୍ ମେଘ (cumulus
ଚଳିତ ବର୍ଷ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟ ଘୋଷଣା କଲା ଗଣଶିକ୍ଷା ବିଭାଗ
ଭୂବନେଶ୍ୱର, ୨୪/୫: ପ୍ରିୟବ୍ରତ ବାରିକ,ରିପୋର୍ଟ (ଉତ୍କଳ ବୁଲେଟିନ୍)ଚଳିତ ବର୍ଷ ଯୁକ୍ତ ଦୁଇ ରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ଆଜି ଘୋଷଣା କରିଛନ୍ତି । କେବେ ଠାରୁ ଆବେଦନ ଛାତ୍ର ଛାତ୍ରୀ ମାନେ କରିପାରିବେ !ମେ ୨୬ ତାରିଖ ଠାରୁ ଆରମ୍ଭ
ବାଳକାଟିର ଗର୍ବ ଓ ଗୌରବ ୨ ଭଉଣୀ ନନ୍ଦିତା ଓ ବନ୍ଦିତା
ବାଲିଅନ୍ତା,୨୨|୫():ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ୨ ଭଉଣୀ ନନ୍ଦିତା ଓ ବନ୍ଦିତା l ସଦ୍ୟ ପ୍ରକାଶିତ ଯୁକ୍ତ ୨ ପରୀକ୍ଷା ଫଳାଫଳରେ ଶତକଡା ୯0 ଭାଗରୁ ଅଧିକ ନମ୍ବର ରଖି
ସୌମ୍ୟରଞନ ମୃତ୍ୟୁ ଘଟଣା, ଓମ୍ କରିଥିଲା କି? ହତ୍ୟା ର ବ୍ଲୁ-ପ୍ରିଣ୍ଟ୍ ?
ଭୂବନେଶ୍ୱର/ବାଲିଅନ୍ତା, ୨୩/୫: ବାଲିଅନ୍ତା GRP କନେଷ୍ଟବଳ ସୌମ୍ୟରଞନ ସ୍ଵାଇଁ ମୃତ୍ୟୁ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ପ୍ରକୃତ ଘଟଣା ଆଜି ପର୍ଯ୍ୟନ୍ତ ହତ୍ୟାର ମୁଖ୍ୟ ଆସାମୀ କିଏ ଜଣା ପଡ଼ୁନାହିଁ । ସତରେ କଣ ସୌମ୍ୟ ଙ୍କୁ ଯୋଜନା
ମେ ୨୩ ତାରିଖ ରୁ ମେ ୨୮ ତାରିଖ ପର୍ଯ୍ୟନ୍ତ SBI ବ୍ୟାଙ୍କ୍ ବନ୍ଦ ରହିବ
ଭୂବନେଶ୍ୱର,୨୩/୫: ଆଗାମୀ ଛଅ ଦିନ ଯାଏ ଭାରତୀୟ ଷ୍ଟେଟ ବ୍ୟାଙ୍କ ବନ୍ଦ ରହିବ ।ମେ ୨୩ ତାରିଖ ରୁ ମେ ୨୮ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ।୨୩ ମେ ଚତୁର୍ଥ ଶନିବାର, ୨୪ ମେ ରବିବାର ।୨୫ ଓ
ମହାନଦୀ ବଞ୍ଚାଓ ଆନ୍ଦୋଳନ ପ୍ରେସ ବାର୍ତ୍ତା
ଭୁବନେଶ୍ୱର ତା 22 l 5 l ଟ୍ରିବୁନାଲ ପାଖରେ ଯୁଗ୍ମ ବୈଷୟିକ କମିଟି ଦ୍ୱାରା ପ୍ରସ୍ତୁତ ମହାନଦୀରେ ଉପଲବ୍ଧ ଜଳ ରାଶିର ତଥ୍ୟ ବିଭ୍ରାନ୍ତିକର ଓ ଏହା ଓଡିଶା ସ୍ୱାର୍ଥର ପରିପନ୍ଥୀ ବୋଲି ଅଭିହିତ କରି ମହାନଦୀ ବଞ୍ଚାଓ ଆନ୍ଦୋଳନ
ବେଆଇନ ମଦ ବିକ୍ରି କରି ଯୁବକ ଗିରଫ। ୮୩ ଟି ଆସ୍କା ୪୦ ଜବତ
ବାଲିଅନ୍ତା ୨୨/୦୫:-ବାଲିଅନ୍ତା ଥାନା ୨୧.୦୫.୨୦୨୬ ରେ ବାଲିଅନ୍ତା ଥାନାର ଏସଆଇ ରାଜେଶ କୁମାର ପାତ୍ର ଓ ଅନ୍ୟ ପୁଲିସ କର୍ମଚାରୀମାନେ ସନ୍ଧ୍ୟାକାଳୀନ ପେଟ୍ରୋଲିଂ ସହ ଅବକାରୀ ଚଢ଼ାଉ ଡ୍ୟୁଟିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ବେଳେ ବେଣୁପୁର ଗ୍ରାମ ନିକଟରେ ବିଶ୍ୱସ୍ତ
ଲୋକ ଜନଶକ୍ତି ଦଳର କାର୍ଯ୍ୟକାରିଣୀ ବୈଠକ
ବାଲିଅନ୍ତା,୨୨|୫(ଗୋବର୍ଦ୍ଧନ ଦାସ):ଲୋକ ଜନଶକ୍ତି(ରାମ ବିଲାସ)ର କାର୍ଯ୍ୟକାରିଣୀ ବୈଠକ ଆଜି ଧଉଳି ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଭାପତି ଡ଼. ରାଜନ
ବିଶ୍ୱଶାନ୍ତି,ସତ୍ୟ, ସୁରକ୍ଷା ସହିତ ମାନବବାଦ ଆଜିର ପ୍ରାସଙ୍ଗିକତା
ଭୁବନେଶ୍ୱର ତା 21/05/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ବିଶ୍ୱ ଶାନ୍ତି, ସଂହତି, ଉନ୍ନତିର ମାର୍ଗ "ଶାନ୍ତିପଥ 'ର ଅଷ୍ଟମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ, ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ
ସମାଜସେବୀ ମଙ୍ଗରାଜ ବାରିକଙ୍କ ପରଲୋକ ।
ଚିଲିକା,୨୨।୫: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ସମାଜସେବୀ ମଙ୍ଗରାଜ( ମଙ୍ଗୁଳି) ବାରିକଙ୍କ ନିଜ ବାସଭବନ ଠାରେ ପରଲୋକ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର
ଆଗକୁ ଲଘୁଚାପ ସୃଷ୍ଟି ହେବ
ଭୂବନେଶ୍ଵର,୨୨/୫: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜରି ରହିଥିବା ବେଳେ, ଅସହ୍ୟ ଗୁଳୁଗୁଳି ତା ସହିତ ପ୍ରଚୁର ମାତ୍ରାରେ ତାପମାତ୍ରା ବଢି ବଢି ଚାଲିଛି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି, ମଣିଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ଗଛ ଲତା
ଗାଡି ଚୋରୀ କରି ବନ୍ଧାହେଲେ ୩ ପେସାଦାର ଅଭିଯୁକ୍ତ:
ବାଲିଅନ୍ତା,୨୧|୫():ଗାଡି ଚୋରୀ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ହାତରେ ୩ ପେସାଦାର ଅଭିଯୁକ୍ତ l ସେମାନେ ହେଲେ ଏହି ଥାନା ରଘୁନାଥପୁର ଉପରସାହି ଗ୍ରାମର ସାଗର ଓରଫ ଶୋଭନ ଧିର, କୁମାରଡିହ ଭୋଇସାହି ଗ୍ରାମର କାହ୍ନା ଓରଫ କାହ୍ନୁ ଚରଣ
ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ୩ ଗିରଫ
ବାଲିଅନ୍ତା,୨୧|୫):ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ସେମାନେ ହେଲେ ନୟାଗଡ ବାଣିଗୋଚ୍ଛା ଥାନା ଗୁରୁପାଲ ଗ୍ରାମର ସନ୍ତୋଷ କୁମାର ନାୟକ, ଭଦ୍ରକ ବରଣ୍ଡୁଆ ଥାନା ବେତଡା
OKS ର ଗ୍ରୀଷ୍ମକାଳୀନ ପଖାଳ ବଣ୍ଟନ କାର୍ଯ୍ୟକ୍ରମ
ଓଡ଼ିଆ କଳାକାରଙ୍କ ସ୍ୱର (OKS) , କଳାକାର ମହାସଂଘ ପକ୍ଷରୁ ଆଜି ତା 21/5/2026 ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କ ନିକଟରେ 500 ଜଣ ପଥଚାରୀଙ୍କୁ ପଖାଳ ବଣ୍ଟନ କରାଯାଇଥିଲା । ଏହି କାଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ,
ସବ୍ୟସାଚୀ ଅମିତାଭଙ୍କୁ ଗିରଫ ବେଆଇନ -ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
ଭୁବନେଶ୍ୱର ତା -21/05/26 ସଂସ୍କୃତି ପୁରୁଷ, ବରିଷ୍ଠ ସ୍ତମ୍ଭକା ତଥା ପୁଜ୍ୟପୂଜା ପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦିକ ସବ୍ୟସାଚୀ ଅମିତାଭଙ୍କୁ ପୋଲିସ ବେଆଇନ ଭାବେ ଗିରଫ କରିବା ସହିତ ସାମ୍ବାଦିକଙ୍କ ସ୍ୱରକୁ ଚପାଇବାକୁ ଚେଷ୍ଟା ଚଳାଇଛି ବୋଲି ମତବ୍ୟକ୍ତ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ