ରାଜ୍ୟରେ ଆଇ.ପି.ଏସ୍‌. ସ୍ତରରେ ବଡ଼ ଅଦଳ ବଦଳ

ଭୂବନେଶ୍ୱର,୨୫।୫: ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ(ଉତ୍କଳ ବୁଲେଟିନ୍‌) ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡି ବାରେ ଲାଗିଥିବା ବେଳେ, ଗୃହ ବିଭାଗ ଉପରେ ଜନସାଧାରଣଙ୍କ ମନରେ ଉଦ୍‌ବେଗ ସୃଷ୍ଟି ହୋଇଛି । ଖୋଦ ଗୃହ ବିଭାଗର ମନ୍ତ୍ରୀ ଥିବା ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ବିରୋଧୀ ଦଳ ନେତା ମାନେ ପ୍ରଶ୍ନ ଉଠାଉ ଛନ୍ତି ଯେ ରାଜ୍ୟ ରେ ଆପରାଧ ବଢି ବଢି ଚାଲିଛି ମୁଖ୍ୟମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦେଉନାହିଁନ୍ତି । ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଯାହା ଘଟୁଛି ତାହା ଜନସାଧାରଣଙ୍କୁ ଅଛପା ନାହିଁ ।ଏହାରୀ ଭିତରେ ଗୃହ ବିଭାଗ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ମୂଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷକତା ରେ ଏକ ସମୀକ୍ଷା ବସିଚି, ପୋଲିସ୍‌ ଡିଜି, Y. B.Khrania, EX ପୋଲିସ୍ D.G.ପ୍ରକାଶ ମିଶ୍ର, ମୂଖ୍ଯମନ୍ତ୍ରୀ ଙ୍କ ପରାମର୍ଶଦାତା ସମସ୍ତେ ବୈଠକ ସମୀକ୍ଷା କରି ଉପନୀତ ହେଲା କି?

ରାଜ୍ୟରେ ଅଇନ୍‌ ପରିସ୍ଥିତି କୁ ନିୟନ୍ତ୍ରଣ କୁ ଆଣିବାକୁ ହେଲେ, ଆଇ.ପି.ଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ କରିବାକୁ ପଡିବ । କିଛି ଦିନ ହବ ଯେଉଁ ଅପରାଧ କୁ ସମୀକ୍ଷା କରାଯାଇଥିଲା, ଏହ ସମୀକ୍ଷା ପରେ ଚର୍ଚା ରେ ଥିବା ଜିଲ୍ଲା ଗୁଡିକ ନୟାଗଡ, ଖୋର୍ଦ୍ଧା, ସମ୍ବଲପୁର, ନବରଙ୍ଗପୁର,ଗଞ୍ଜାମ ଏବଂ ବୌଦ୍ଧ ଗୁଡିକ ରେ ଆପରାଧ ବଢି ବଢି ଚାଲିଛି । ସେହିଭଳି ଦ୍ଭାବେ କିଛି ଦିନ ହବ କ୍ରାଇମବ୍ରାଞ୍ଚ ST F କୁ ରୋକିବା ପାଇଁ ଯେଉଁ ଭଳି ଭାବେ ରୋକବା କଥା ରୋକ ଯାଇ ପାରୁନାହିଁ ।STF ଯେଉଁ କାର୍ଯ୍ୟ କରିବା କଥା କାର୍ଯ୍ୟ କରୁନାହିଁ ।ଗଞ୍ଜମ ରେ ଅପରାଧ କୁ ମଧ୍ଯ ରୋକାଯାଇ ପାରୁ ନାହିଁ ।

ଏବଂ କନ୍ଧମାଳ ରେ ଯେଉଁ ଭଳି ଭାବରେ ମାଓବାଦୀ ଙ୍କୁ ଏସ୍‌ ପି ହରିଶା ବି.ସି ମୂଳପୋଛ କଲେ,ଏହି ସମୀକ୍ଷା ପରେ ଆଇ.ପି.ଏସ୍‌. ସ୍ତରରେ ବଡ ଧରଣ ର ଅଦଳ ବଦଳ ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । କ୍ରାଇମବ୍ରାଞ୍ଚ ଡିଜି ହେଲେ ଏମ୍. ସନ୍ଦୀପ ସଂପତ, Iନୟାଗଡ SP ହେଲେ ପରମାର ସ୍ମିତ୍, ଖୋର୍ଦ୍ଧା ଏସ୍‌.ପି ଭାବେ ବିବେକାନନ୍ଦ ଶର୍ମା ଙ୍କୁ ନିଯୁକ୍ତି, ରାୟଗଡ଼ା Sp ହେଲେ ଏସ୍‌ କୁମାର,STF ଏସ୍‌ ପି ସ୍ପେଶାଲ ବ୍ରାଞ୍ଚ Sp ରାଜ ପ୍ରସାଦଙ୍କୁ ରାୟଗଡ଼ା Sp ଭାବେ ବଦଳି,ଶୁଭେନ୍ଦୁ କୁମାର ହେଲେ ଖୋର୍ଦ୍ଧା sp, ସ୍ପେଶାଲ ବ୍ରାଞ୍ଚ SP ଦ୍ଭାବେ ବୌଦ୍ଧ sp ରାହୁଲ ବିସି ଙ୍କୁ ନିଯୁକ୍ତି । ପ୍ରହଲ୍ଲାଦ ମୀନା ଙ୍କୁ ଗଜପତି SP ଦ୍ଭାବେ ବଦଳି କରାଯାଇଛି ।

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ(ଉତ୍କଳ ବୁଲେଟିନ୍‌)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page