ବାଳକାଟି ବଜାର ଉଛେଦ ପ୍ରସଙ୍ଗ: ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ଦାବିଥଇଥାନ ନ କଲେ ଅନଶନ ଚେତାବନୀ

ବାଲିଅନ୍ତା,୨୩|୦୪:-ସରଦେଇପୁର-ନିମାପଡା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ତ୍ୱରାନ୍ୱିତ ନିମନ୍ତେ ଗତ ୩ ମାସ ତଳେ ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ବାଳକାଟି ବଜାର ସମେତ ବାଳକାଟି କଲେଜ ରାସ୍ତା, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୁଡିକ ଉଛେଦ କରାଯାଇଥିଲା l ସେତେବେଳେ ଏହି ବଜାରରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଥଇଥାନ ନିମନ୍ତେ ପ୍ରତିଶୃତି ଦେଇଥିଲେ ପ୍ରଶାସନ l ମାତ୍ର ଏହାରି ଭିତରେ ୩… Continue reading ବାଳକାଟି ବଜାର ଉଛେଦ ପ୍ରସଙ୍ଗ: ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ଦାବିଥଇଥାନ ନ କଲେ ଅନଶନ ଚେତାବନୀ

ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ଵତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଅନ୍ତା/ଭୁବନେଶ୍ୱର : ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ଵତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ମଞ୍ଚର ୧୦ତମ ବାର୍ଷିକୋତ୍ସବ ପ୍ରସ୍ତୁତ ସଭା ବରିଷ୍ଠ ସୁନାମଧନ୍ୟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର ଙ୍କ ଆହ୍ବାନ କ୍ରମେ ରବୀନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚର ନୂତନ କର୍ମକର୍ତ୍ତା ଯଥାକ୍ରମେ ପ୍ରମୁଖ ଉପଦେଷ୍ଟା ରଘୁନନ୍ଦନ ମହାପାତ୍ର, ଉପଦେଷ୍ଟା ପରମାନନ୍ଦ ମହାପାତ୍ର, ଉପେନ୍ଦ୍ର ନାଥ ମହାପାତ୍ର, ସଭାପତି ରବୀନ୍ଦ୍ର କୁମାର ମହାପାତ୍ର, ଉପସଭାପତି ଷଷ୍ଠୀ ପ୍ରସାଦ… Continue reading ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ଵତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ

ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ୨୦ଟି ପାଣିକୁଣ୍ଡ ସ୍ଥାପନ । ଉପକୃତ ହେବେ ବୁଲା ପଶୁ, ପକ୍ଷୀ ।

ବାଲିଅନ୍ତା ୨୩/୦୪ (ଗୋବର୍ଦ୍ଧନ ଦାସ ):- ପ୍ରଚଣ୍ଡ ରୌଦ୍ରତାପରେ ବୁଲା ପଶୁ ଓ ପକ୍ଷୀମାନେ ମଧ୍ୟ ପାଣି ପିଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅସହାୟ ବୁଲା ଗୋରୁ ଓ ପଶୁପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କାଞ୍ଚନ ଫାଉଣ୍ଡେସନ’ ଓ ‘ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ‘ ଉଭୟ ଅନୁଷ୍ଠାନର ମିଳିତ ସହଯୋଗରେ ସ୍ଥାନୀୟ ଅଞ୍ଚଳର ସୁଦର୍ଶନ ଦାରୁ ପୀଠ, ପ୍ରତାପ ଶାସନ, ପୁରୋହିତପୁର ,ଜଶୁଆପୁର ଆଦି ଅଂଚଳର ବିଭିନ୍ନ ପ୍ରମୁଖ… Continue reading ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ୨୦ଟି ପାଣିକୁଣ୍ଡ ସ୍ଥାପନ । ଉପକୃତ ହେବେ ବୁଲା ପଶୁ, ପକ୍ଷୀ ।

ସକଳେସ୍ୱର ମହାଦେବ ଓ ହନୁମାନଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

[] Arabinda Sir Bbsr6:06 pm, 23/4/2026: ବିଶ୍ୱକଲ୍ୟାଣ ନିମିତ୍ତ ଭୁବନେଶ୍ୱର ସ୍ଥିତ ବମିଖାଲ ଠାରେ ଶ୍ରୀ ଶ୍ରୀ ସକଳେସ୍ୱର ମହାଦେବ ଓ ହନୁମାନଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ 20 ତାରିଖ ରୁ ଆରମ୍ଭ ହୋଇ 23 ତାରିଖରେ ସମାପନ ହୋଇଛି l ଅଂକୁରରୋପଣ ଅଧିବାସ ସହ ସୂର୍ଯ୍ୟ ପୂଜା, ଚଣ୍ଡୀ ଆହୁତି ଶିବ ସହସ୍ର ନାମ, ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ସହ ଉଦଯାପିତ ହୋଇଯାଇଛି l ପୂଜକ ଶିବ ପ୍ରସାଦ ମିଶ୍ର, ବାବୁଲି ମହାପାତ୍ରଙ୍କ… Continue reading ସକଳେସ୍ୱର ମହାଦେବ ଓ ହନୁମାନଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଅନନ୍ତ ବାସୁଦେବ ମନ୍ଦିର।

ବାଲିଅନ୍ତା / ଭୁବନେଶ୍ୱର ୨୩/୦୪:- ରାଜଧାନୀ ଭୁବନେଶ୍ଵର ବିନ୍ଦୁସାଗର ନିକଟରେ ଅନନ୍ତ ବାସୁଦେବ ମନ୍ଦିର। ଉକ୍ତ ମନ୍ଦିର ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମନ୍ଦିର ମାଳିନୀ ସହର କୁହଜୁଥିବ ବେଳେ ମନ୍ଦିରର ସୁରକ୍ଷା ହିନ୍ଦୁ ଦେବୋତ୍ତର ବିଭାଗ ଓ Archeological Deptt. ର। ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁ , ପର୍ଯ୍ୟଟକ ମାନେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ଦର୍ଶନ ନିମନ୍ତେ ଆସନ୍ତି।… Continue reading ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଅନନ୍ତ ବାସୁଦେବ ମନ୍ଦିର।

ରାଜ୍ୟସ୍ତରୀୟ କରାଟେରେ ଅସୀମ କରାଟେ ଏକାଡେମିର 4 ଜଣ

ଭୁବନେଶ୍ବର: ଆସନ୍ତା 24 ଋ 26 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ର ଉତ୍କଳ କରାଟେ ସ୍କୂଲ ରେ ରାଜ୍ୟ ସ୍ତରୀୟ କାଡେଟ ଓ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ବଲାଙ୍ଗିର ରେଲ୍ଵେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମିର ଚାରି ଜଣ ଛାତ୍ର ଜୟମ ସାହୁ 15 ବର୍ଷ କୁମିତେ ଓ କାଟା ବିଭାଗରେ, ଅର୍ନିତ୍ ପଧାନ 9 ବର୍ଷ, ପ୍ରିନ୍ସ ପଧାନ 12 ବର୍ଷ ଓ ପ୍ରାଚୀ ବେହେରା… Continue reading ରାଜ୍ୟସ୍ତରୀୟ କରାଟେରେ ଅସୀମ କରାଟେ ଏକାଡେମିର 4 ଜଣ

You cannot copy content of this page