ସିଏଚ୍‌ଏସ୍‌ଇ ଓଡ଼ିଶାର +୨ ପରୀକ୍ଷା ୨୦୨୬ ଇ-ମୂଲ୍ୟାଙ୍କନରେ ଗମ୍ଭୀର ଟେଣ୍ଡର ଅନିୟମିତତା : ଓଡ଼ିଶା ଅଭିଭାବକ ମହାସଂଘ ଡେଭଲପମେଣ୍ଟ କମିଶନରଙ୍କ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି

ଭୁବନେଶ୍ୱର, ଓଡ଼ିଶା | ୦୮ ମେ ୨୦୨୬ଓଡ଼ିଶାର ଲକ୍ଷାଧିକ ଅଭିଭାବକ ଓ ଛାତ୍ର-ଛାତ୍ରୀଙ୍କ ପକ୍ଷରୁ ଓଡ଼ିଶା ଅଭିଭାବକ ମହାସଂଘ ସିଏଚ୍‌ଏସ୍‌ଇ, ଓଡ଼ିଶା ଦ୍ୱାରା +୨ ପରୀକ୍ଷା ୨୦୨୬ର ପ୍ରାୟ ଚାରି ଲକ୍ଷ ଛାତ୍ର-ଛାତ୍ରୀଙ୍କ ଉତ୍ତରପତ୍ର ଇ-ମୂଲ୍ୟାଙ୍କନ କାର୍ଯ୍ୟରେ ହୋଇଥିବା ଗମ୍ଭୀର ଟେଣ୍ଡର ଅନିୟମିତତା ଏବଂ ଆଇନ୍ ଲଙ୍ଘନକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛି।ମହାସଂଘର ସଭାପତି ଶ୍ରୀ ବାସୁଦେବ ଭଟ୍ଟ ମୁଖ୍ୟ ଶାସନ ସଚିବଙ୍କୁ ଏକ କଡା ଭାଷାରେ ଲିଖିତ ପତ୍ରରେ ଅଭିଯୋଗ କରିଛନ୍ତି ଯେ, ସିଏଚ୍‌ଏସ୍‌ଇ… Continue reading ସିଏଚ୍‌ଏସ୍‌ଇ ଓଡ଼ିଶାର +୨ ପରୀକ୍ଷା ୨୦୨୬ ଇ-ମୂଲ୍ୟାଙ୍କନରେ ଗମ୍ଭୀର ଟେଣ୍ଡର ଅନିୟମିତତା : ଓଡ଼ିଶା ଅଭିଭାବକ ମହାସଂଘ ଡେଭଲପମେଣ୍ଟ କମିଶନରଙ୍କ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି

ବାଲୁଗାଁ ଥାନାରେ ନାବାଳିକା ମାନଙ୍କୁ ଯୁଭେଣ୍ଟିକା ମାଧ୍ୟମରେ ସଚେତନତା।

ଚିଲିକା,୮।୫:ଆଜି କାଲି ଦୁନିଆରେ ସୋସିଆଲ ମିଡ଼ିଆ ଏତେ ମାତ୍ରାରେ ପ୍ରସାର ପ୍ରଚାର ହେଉଛି ଯାହାକି ସାଧାରଣରେ ଅନେକ ନାବାଳିକା ମାନେ ତା ମଧ୍ୟାମରେ ଶିକାର ହେଉଛନ୍ତି।ନାବାଳିକା ମାନେ ସଚେତନତା ହେବାପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଓଡିଶା DG ପୋଲିସ୍ ପକ୍ଷରୁ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ “ଯୁଭେଣ୍ଟିକା ” କାର୍ଯ୍ୟକ୍ରମ ରେ ବାଲୁଗାଁ ଅଞ୍ଚଳର ଅଙ୍ଗନୱାଡ଼ି ଦିଦି , ଚିଲିକା ବ୍ଲକ CDPO , ବାଲୁଗାଁ SDPO, ବାଲୁଗାଁ ଆଇଆଇସି ଓ ଥାନାର… Continue reading ବାଲୁଗାଁ ଥାନାରେ ନାବାଳିକା ମାନଙ୍କୁ ଯୁଭେଣ୍ଟିକା ମାଧ୍ୟମରେ ସଚେତନତା।

ମା’ ଭଗବତୀଙ୍କ ଚାପ କ୍ରୀଡ଼ା ଆରମ୍ଭ, ମାଜଣା ପୁଷ୍କରିଣୀରେ ତିନି ଦିନ ଧରି ହେବ ପ୍ରସିଦ୍ଧ ଭଉଁରୀଯାତ୍ରା ।

ଚିଲିକା,୮।୫: ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ମା’ ଭଗବତୀଙ୍କ ପୀଠରେ ଚନ୍ଦନଯାତ୍ରା । ଗ୍ରୀଷ୍ମ ର ପ୍ରଚଣ୍ଡ ରୌଦ୍ରତାପରୁ ଦେବାଦେବୀଙ୍କ ଶ୍ରୀଅଙ୍ଗକୁ ଶୀତଳ ପ୍ରଦାନ ନିମନ୍ତେ ଘୋରା ଚନ୍ଦନରେ ସୁବାଷିତ ଶ୍ରୀକର୍ପୁର, ଜାଇଫଳ, ଅଗୁରୁ, ଗୋଲାପ ଜଳ ମିଶ୍ରିତ ଲେପ ପ୍ରତିମାଙ୍କ ଦେହରେ ଲେପନ କରାଯାଇ ଶରୀରକୁ ଶୀତଳ ରଖାଯାଏ ଏବଂ ଅପରାହ୍ନ ପର୍ଯ୍ୟନ୍ତ ମଲ୍ଲୀ ଜୁଇ, ଜାଇ, ଚ଼ମ୍ଫା, ଗୋଲାପ ପରି ସୁବାଷିତ ପୁଷ୍ପ ପରିବେଷ୍ଟିତ ଚନ୍ଦନ କୁଣ୍ଡ ଜଳରେ ପ୍ରତିମାଙ୍କୁ ରଖି… Continue reading ମା’ ଭଗବତୀଙ୍କ ଚାପ କ୍ରୀଡ଼ା ଆରମ୍ଭ, ମାଜଣା ପୁଷ୍କରିଣୀରେ ତିନି ଦିନ ଧରି ହେବ ପ୍ରସିଦ୍ଧ ଭଉଁରୀଯାତ୍ରା ।

ବାଣପୁର ଓ ନାଚୁଣୀ ଥାନାରେ “ଜୁଭେଣ୍ଟିକା “

ଚିଲିକା,୮।୫:ଆଜି ବାଣପୁର ଥାନାରେ ୟୁନିସେଫ ଏବଂ ଓଡିଶା ପୋଲିସର ମିଳିତ ଆନୁକୂଲ୍ୟରେ ନାବାଳକ, ନାବାଳିକା ମାନଙ୍କ ପାଇଁ ଡିଜିଟାଲ ସୁରକ୍ଷା ଏବଂ ଅନଲାଇନ ନିରାପତ୍ତା ସମ୍ପର୍କ ରେ ଏକ କର୍ମଶାଳା “ଜୁଭେଣ୍ଟିକା ” ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ପୋଲିସ ତରଫରୁ ୫୫୫ଟି ଥାନାରେ ପ୍ରାୟ ୧୫ହଜ଼ାର ନାବାଳକ, ନାବାଳିକାଙ୍କୁ ଏହି କର୍ମ ଶାଳା ରେ ରାଜ୍ୟ ପୋଲିସ ମହା ନିଦ୍ଦେଶକ ଯୋଗେଶ ବହାଦୁର ଖୁରାନିଆ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଧନ ଦେଇ ଏ ସମ୍ପର୍କରେ ରାଜ୍ୟର ବିଭିନ୍ନ କୋଣ… Continue reading ବାଣପୁର ଓ ନାଚୁଣୀ ଥାନାରେ “ଜୁଭେଣ୍ଟିକା “

ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ଯକ୍ଷା

ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପହଞ୍ଚିଛନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଯୁବକଙ୍କୁ ମାଡ କରି ଗୁରୁତର କରିଥିଲେ ସ୍ଥାନୀୟଲୋକେ। ପୁଲିସ ଉଦ୍ଧାର କରି ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପ୍ରାଥମିକ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ଯକ୍ଷା।ସେ ଆହୁରି ମଧ୍ୟ କହିଛନ୍ତି ଯିଏ ଅଭିଯୁକ୍ତ ହୋଇଥିବେ, କାହାକୁ ମଧ୍ୟ ଛଡାଯିବନି… Continue reading ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ଯକ୍ଷା

ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। “*ଏଭଳି ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତ ନହୁଏ, ସେଥ୍‌ପ୍ରତି ପୁଲିସ ପ୍ରଶାସନ ଓ ପୁଲିସ ବାହିନୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।… Continue reading ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ

ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ । ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨ ଜଣ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖ୍ ନ ଥୁଲି । ମୁଁ ଓ ମୋ’ ସାଙ୍ଗ ସାଙ୍ଗସ୍କୁଟିରେ ମାଉସୀ ଘରକୁ ଯିବାବେଳେ ବାଟରେ ସେମାନେ ଆମକୁ କିଛି କହିଥିଲେ।ପରେ ପଛକୁ ଫେରି ଆମ ଗାଡ଼ିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ । ମୋ… Continue reading ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ

ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ

ଭୁବନେଶ୍ୱର ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ଓ ପାକ୍ଷିକ ସମ୍ବାଦପତ୍ର ଅରଭାନୀ ସମୟ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି l ସଭାପତି ଶିବ ନାରାୟଣ ମିଶ୍ର, ଫାଉଣ୍ଡେସନ ସମ୍ପାଦିକା ସମିତା ମହାରଣାଙ୍କ ସହିତ ସାମ୍ବାଦିକ ରମେଶ କୁମାର ମହାପାତ୍ର ଡ଼ଃ ଗୀତା ଦାସ ଉପସ୍ଥିତ ରହିବା ସହ “ସୁସ୍ଥ ପ୍ରାରମ୍ଭ, ଆଶାନ୍ବିତ ଭବିଷ୍ୟତ “ଆଲୋଚନା ଚକ୍ର ସ୍ଥାନୀୟ ବୁଲନ ଭାଇ ସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି l ସ୍ୱାସ୍ଥ୍ୟ, ଶରୀର ସୁସ୍ଥତା,… Continue reading ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ

ଅସିମ କରାଟେ ଏକାଡେମୀର ରକ୍ତଦାନ

ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ ହସପିଟାଲ ରକ୍ତଭଣ୍ଡାରରେ ରକ୍ତଦାନ କରାଯାଇଥିଲା । ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସଂପାଦକ ତଥା ଆନ୍ତର୍ଜାତିୟ କରାଟେ ପ୍ରଶିକ୍ଷକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ସୁଧାକାନ୍ତ ଭୋଇ ଟାଣ ଖରାରେ ଆସିି ପଂଚମ ଥର ରକ୍ତଦାନ କରିଛନ୍ତି । ରକ୍ତଦାନ ପରେ ସୁଧାକାନ୍ତ କୁ ସଂଗଠନ ତରଫରୁ ଉପଢୈାକନ ଓ ଚାରା ଗଛ ପ୍ରଦାନ କରାଯାଇଥିଲା । ରକ୍ତଦାନ କରି ସମସ୍ତେ ସୁସ୍ଥ ରହିବା… Continue reading ଅସିମ କରାଟେ ଏକାଡେମୀର ରକ୍ତଦାନ

You cannot copy content of this page