ଭୂବନେଶ୍ୱର,୨୦/୫:ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟାଁ କୁ ଗିରଫ୍ କଲା ମହିଳା ଥାନା ପୋଲିସ୍ । ଫିଲ୍ମ କରିବା ନାଁରେ ଯୁବତୀ ଙ୍କୁ ପ୍ରଥମେ ବନ୍ଧୁତା ତାପରେ ପ୍ରେମ, ପ୍ରତିଶୃତି, ବିବାହ ପୁଣି ପ୍ରତାରଣା,ଦେଇ ଯୁବତୀ ଜଣଙ୍କୁ ଠକି ଥିଲା । ଫିଲ୍ମ କରିବା ନାଁରେ ଯୁବତୀ ଜଣଙ୍କ ଠାରୁ ୨୮ ଲକ୍ଷ ନେଇଥିଲେ, ପରେ ଯୁବତୀ ଙ୍କ ସହିତ ସବୁ ସଂପର୍କ ଙ୍ଗିଦେଇଥିଲେ, ଆହୁରୁ ତାଙ୍କ ମୋବାଇଲ୍ ନମ୍ବର ବ୍ଳକ୍ କରିଦେଇଥିଲେ । ସିନେମା ଟି ଲସ୍ ଇଥିଲା,କ୍ଷତି ହୋଇଥିବା ସତ୍ଵ ରଶ୍ମୀ କାନ୍ତ ଯୁବତୀ ଜଣକୁ ନିଜର ପାରିଶ୍ରମିକ ମାଗିଥିଲେ ।

ସେ କହିଲେ ଦୁଇ ଜଣଙ୍କ ସଂପର୍କ ମଧ୍ୟରେ ପାରିଶ୍ରମକ କଥା କେଉଁଠି ଉଠିବା କଥା ବଂର ସିନେମା କ୍ଷତି ହୋଇଛି ତମେ ମଧ୍ୟ କ୍ଷତି ତ ସହିବା କଥା, ମୁଁ ତୁମକୁ ମଧ୍ୟ ସହବାକୁ କହୁନାହଁ ? ଏହି କଥା କୁ ନେଇ ଦୁଇ ଜଣ ଙ୍କ ସଂପର୍କରେ ଫାଟ ସୃଷ୍ଟି ହେଲା । ୨୦୨୦ ମସିହା ଠାରୁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଦୀର୍ଘ ଦିନର ସଂପର୍କ କୁ ସେ ଭାଙ୍ଗିଦେଇଛନ୍ତିି ବୋଲି ବିଶ୍ଵାସ ଘାତକ ମୋସହ ହୋଇଛି । ଯୁବତୀ ଜଣଙ୍କ ମହିଳା ଥାନାରେ ରଶ୍ମୀକାନ୍ତ ଭୂୟାଁ ଙ୍କ ନାଁରେ ଅଭିଯୋଗ କରିଛନ୍ତିି ।

ରଶ୍ମୀକାନ୍ତ ଭୂୟୁଁ ଓଲିଉଡ୍ର ଜଣେ ଅଭିନେତା, ସେ ଏକ ଘରୋଇ ଚ୍ୟାନେଲ ରେ ମା ସିରିଏଲ କରନ୍ତି, ତା ସହ ଏକ ଘରୋଇ ଚ୍ୟାନେଲ୍ର ଏକ ରିୟଲିଟି ସୋ ରେ ମଧ୍ୟ ପ୍ରତିଯୋଗୀ ଅଛନ୍ତିି । ଯୁବତୀ ଙ୍କ ଅଭିଯୋଗ ଅଧାରରେ ରଶ୍ମୀକାନ୍ତ ଭୂୟାଁ ଙ୍କୁ ମହାଳା ଥାନା ପୋଲିସ୍ ଗିରଫ୍ କରିଛି । ପ୍ରିୟବ୍ରତ ବାରିକ,ଉତ୍କଳ ବୁଲେ