ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ

ବାଲିଅନ୍ତା୦୬।୦୬ (ଗୋବର୍ଦ୍ଧନ ଦାସ):- କିଛି ଦିନ ହେବ ବାଲିଅନ୍ତା ଓ ଧଉଳି ଥାନା ପୁଲିସ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିଭିନ୍ନ ଛକଠାରେ ନାଇଟ୍ ବ୍ଲକିଂ ଓ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଯାହା ଦ୍ଵାରା ବିଭିନ୍ନ ଲୁଟ୍, ଚୋର ନିଶା କାରବାର, ବେଆଇନ ମାଟି ,ବାଲି ଚୋରା ଚାଲାଣ ଆଦି ଅନେକେ ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଇ ପାରିବ। ସବୁଦିନ ପରି ରାତ୍ରିକାଳୀନ ପଇଁତରା ମାରୁଥିବା ବାଲିଅନ୍ତା ଥାନାର ଏକ ପୁଲିସ୍ ଟିମ୍୦୬.୦୬.୨୦୨୬ ରାତି ପ୍ରାୟ… Continue reading ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ

27ହଜାର କୋଟି ଘୋଟlଲାର ସିବିଆଇ ତଦନ୍ତ, ପ୍ରଦୀପ ଜେନାଙ୍କ ଇସ୍ତଫା ସ୍ୱଇଚ୍ଛା ନୁହେଁ ଚାପ

ବିଜୁଳି ଉତ୍ପାଦନଠୁ କଂଜୁମର ପର୍ଯ୍ୟନ୍ତ ମିଟରିଙ୍ଗ, ଘନ ଘନ ବିଜୁଳି କାଟ ପାଇଁ ଏସଏଲଡିସି ଡାଇରେକ୍ଟରଙ୍କୁ ତୁରନ୍ତ ବହିଷ୍କାର : ଉପଭୋକ୍ତା ମହାସଂଘ ଭୁବନେଶ୍ୱର ତା 6 ରିଖ l ସରକାର 2024ଫେବୃଆରୀ ସୁଦ୍ଧl ବିଦ୍ୟୁତ ଭିତିଭୂମି ସଜାଡିବାକୁ 20 ହଜାର କୋଟି ଏବଂ ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି l ସେହିପରି ମାର୍ଚ୍ଚ 2026 ସୁଦ୍ଧା ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଦର୍ଶାଇଛି… Continue reading 27ହଜାର କୋଟି ଘୋଟlଲାର ସିବିଆଇ ତଦନ୍ତ, ପ୍ରଦୀପ ଜେନାଙ୍କ ଇସ୍ତଫା ସ୍ୱଇଚ୍ଛା ନୁହେଁ ଚାପ

ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଘର

ଭୁବନ,(ବିମଳ କୁମାର ରଣାଙ୍କ ରିପୋର୍ଟ): ଶିଶିର ସାହୁଙ୍କ ବାସଗୃହ ସଂପୂର୍ଣ୍ଣ ଭାବେ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ କହ୍ନେଇପାଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡରେ ଘରର ସଂପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି। ଶିଶିର ସାହୁ ନିଜର ସଂପୂର୍ଣ୍ଣ ଘର ପୋଡ଼ିଯିବା ଦେଖି ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବାବେଳେ ତାଙ୍କୁ ସହାୟତା ତୁରନ୍ତ ପ୍ରଦାନ କରିବାକୁ ଅଂଚଳ ବାସୀ ଦାବି କରିଛନ୍ତି। ଘର ସଂପୂର୍ଣ୍ଣ ନିଆଁରେ… Continue reading ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଘର

You cannot copy content of this page