ଭୁବନେଶ୍ୱର ତା 13/09/26 ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ , ଉତ୍କଳ ଜୟଦେବ ଫାଉଣ୍ଡେସନ ଓ ନ୍ୟୁ ଭାର୍ଗବୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୪ ତାରିଖରେ ‘ଶ୍ରୀ ଗଣେଶ ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ଶାନ୍ତିସୂପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସମ୍ବାଦଦାତା ସମ୍ମିଳନୀରେ ‘ ସୂଚନା ଦିଆଯାଇଛି। “ଆପଣଙ୍କ ପୂଜାକୁ ବନ୍ଦନ, ଆପଣଙ୍କ ମେଢ଼କୁ ସମ୍ମାନ” ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି… Continue reading ଆସନ୍ତା ଅକ୍ଟୋବର ୪ରେ ‘ଶ୍ରୀ ଗଣେଶ ସମ୍ମାନ’ ପ୍ରଦାନ ଉତ୍ସବ: ସାମିଲ ହେବେ ୬୦ରୁ ଊର୍ଦ୍ଧ୍ୱ ପୂଜା କମିଟି
ଆସନ୍ତା ଅକ୍ଟୋବର ୪ରେ ‘ଶ୍ରୀ ଗଣେଶ ସମ୍ମାନ’ ପ୍ରଦାନ ଉତ୍ସବ: ସାମିଲ ହେବେ ୬୦ରୁ ଊର୍ଦ୍ଧ୍ୱ ପୂଜା କମିଟି