ସେଲ୍ ହକି ଏକାଡେମୀ ପକ୍ଷରୁ ଭବ୍ୟ ସ୍ୱାଗତ, କୋଚ୍ଙ୍କ ଆଶୀର୍ବାଦ ନେଲେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ବିଜେତା ରାଉରକେଲା, ୭।୧୦: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ରାଉରକେଲା ଫେରିଛନ୍ତି ସହରର ଗର୍ବ ତଥା ଭାରତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରା। ରାଉରକେଲା, ସେଲ୍ ହକି ଏକାଡେମୀରେ ତାଙ୍କ ହକି ପ୍ରତିଭାର ବିକାଶ ହୋଇଥିବାରୁ ଏହା ତାଙ୍କ ପାଇଁ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଭୁବନେଶ୍ଵର ରୁ ଆସି ପହଞ୍ଚିବା ପରେ ଶିଳାନନ୍ଦଙ୍କୁ ସେଲ୍ ହକି ଏକାଡେମୀ… Continue reading ସ୍ୱର୍ଣ୍ଣିମ ଉପଲବ୍ଧି ପରେ ରାଉରକେଲା ଫେରିଲେ ଶିଳାନନ୍ଦ ଲାକ୍ରା
ସ୍ୱର୍ଣ୍ଣିମ ଉପଲବ୍ଧି ପରେ ରାଉରକେଲା ଫେରିଲେ ଶିଳାନନ୍ଦ ଲାକ୍ରା