ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ, ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ

ଭାରତୀୟ ସିନେମାର ବରିଷ୍ଠ ତଥା ପ୍ରତିଭାବାନ ଅଭିନେତା *ନାନା ପାଟେକର (ବିଶ୍ୱନାଥ ପାଟେକର)*ଙ୍କ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇଛି। ଉପଲବ୍ଧ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ସେ ଗୋଆର ଡୋନା ପାଉଲାସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। 🔴 ମୃତ୍ୟୁର କାରଣ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ନାନା ପାଟେକରଙ୍କୁ ତାଙ୍କ ଘରେ ଅଚେତନ ଅବସ୍ଥାରେ ମିଳିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସକମାନେ ପ୍ରାୟ ୪୫ ମିନିଟ୍ ଧରି CPR… Continue reading ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ, ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ

ସିଲଭର ଗାନ୍ଧୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର ତା 08/10/26 ସାରା ଭାରତବର୍ଷରେ ସ୍ୱଚ୍ଛ ଭାରତ ପଦଯାତ୍ରା ପାଇଁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଲଭର ଗାନ୍ଧୀ ଓରଫ ମୋହନ ମହାପାତ୍ରଙ୍କୁ ସମ୍ମାନିତ କରିଛନ୍ତି। ସୂଚନାଥାଉ କି ସିଲଭର ଗାନ୍ଧୀ ପୂର୍ବରୁ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମାନଙ୍କ ଦ୍ୱାରା ସମ୍ମାନିତ ହୋଇସାରିଛନ୍ତି।

କଳାଙ୍ଗ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବୋଲଗଡ଼,୩।୧୦: ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କଳାଙ୍ଗ ସାଧନ କେନ୍ଦ୍ରର ସଂଯୋଜକ ବିଭୁ ପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଫିରିଫିରାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରଧାନ ଶିକ୍ଷକ ଜ୍ୟୋଚିନ୍ଦ୍ର ଦାସ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ୮ଟି ବିଦ୍ୟାଳୟରୁ ଆସିଥିବା ୮ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ,୮ ଜଣ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ… Continue reading କଳାଙ୍ଗ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ଚିଲିକା ନିର୍ବାଚ଼ନ ମଣ୍ଡଳୀରେ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳିତ ।

ଚିଲିକା, ୮।୧୦:ଓଡ଼ିଶା ରାଜ୍ୟ କଂଗ୍ରେସ ଦଳର ଆହ୍ବାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳିତ ହୋଇଯାଇଅଛି । ଚିଲିକା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଇଥିଲା। ବାଣପୁର ପେଟ୍ରୋଲ ପମ୍ପ ଠାରୁ ଏକ ବିଶାଳ ବଇକି ରାଲି କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା ସେବାଦଳର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସ୍ବାଇଁଙ୍କ ନେତୃତ୍ୱରେ ବାହାରିଥିଲା । ଏଥିରେ କର୍ମୀମାନେ ଯୋଗ ଦେଇ ଦୋକାନ,ବ୍ୟାଙ୍କ, କଲେଜ, ଓ ସ୍କୁଲ ଆଦି… Continue reading ଚିଲିକା ନିର୍ବାଚ଼ନ ମଣ୍ଡଳୀରେ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳିତ ।

ବୋଲଗଡ଼ ରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଶିକ୍ଷକ ତାଲିମ ଶିବିର

ବୋଲଗଡ଼, ୬ ।୧୦: ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ସାଧନ କେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଦିବ୍ୟ ଦୃଷ୍ଟି ଶିକ୍ଷକ ତାଲିମ ଶିବିର ମଙ୍ଗଳବାର ଦିନ ପିଚୁକୁଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ତାଲିମ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ତାପସ… Continue reading ବୋଲଗଡ଼ ରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଶିକ୍ଷକ ତାଲିମ ଶିବିର

You cannot copy content of this page