ଟ୍ରାଫିକ ପୋଷ୍ଟ ଖାଲି! ସାଧାରଣ ଜନତାଙ୍କ ଜୀବନ ବିପଦରେ

ଭୁବନେଶ୍ୱର ତା 10/10/26 ରିଖ ରାଜ୍ୟ ସରକାର ଓ ଆମ କମିସନରେଟ ପୋଲିସ ସର୍ବଦା ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ଓ ଦୁର୍ଘଟଣା ଯେପରି ନ ହେବ ସେ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରନ୍ତି l କିଛି ସ୍ଥାନରେ ଟ୍ରାଫିକ ପୋଲିସ ନିଜ କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରୁଥିବା ବେଳେ, ରାଜଧାନୀର କିଛି ମୁଖ୍ୟ ସ୍ଥାନରେ ଟ୍ରାଫିକ ପୋଲିସ ନିଜର କର୍ତ୍ତବ୍ୟ କରୁନଥିବା ଚିତ୍ର ଆସିଛି l ଏପରିକି ରାଜଧାନୀ ର କିଛି ସମ୍ବେଦନଶୀଳ… Continue reading ଟ୍ରାଫିକ ପୋଷ୍ଟ ଖାଲି! ସାଧାରଣ ଜନତାଙ୍କ ଜୀବନ ବିପଦରେ

You cannot copy content of this page