ନୂଆଦିଲ୍ଲୀ 03/07/26 ଚାଣକ୍ୟ ପୁରୀ ଠାରେ ଆସ ଗ୍ଲୋବାଲ ଟ୍ରଷ୍ଟ ପକ୍ଷରୁ ସାରସ୍ୱତ କବି ସମ୍ମିଳନୀ ୟୁଥ ହଷ୍ଟେଲ ଅଡିଟୋରିୟମ ଠାରେ ଆୟୋଜିତ ହୋଇଥିଲା l ଏହି ଅବସରରେ ଓଡିଶାର ସାମ୍ବାଦିକ, କବି ଦିଲିପ କୁମାର ନାୟକଙ୍କୁ ଟ୍ରଷ୍ଟ ପକ୍ଷରୁ “କବି ଭୂଷଣ 2026″ପାଇଁ ମନୋନୀତ କରାଯିବା ସହିତ ଟ୍ରଫି ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସମେତ, ସାମ୍ବାଦିକା ରୀନା ମହାନ୍ତି,କବି, ସାହିତ୍ୟିକା ଜୟଶ୍ରୀ ଦାସ ସମାଜସେବୀ ନାରାୟଣ ଖୁଣ୍ଟିଆ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଶାନ୍ତିପଥ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର ତା 22/09/26 ଶାନ୍ତିପଥ,ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ଶିବ ନାରାୟଣଙ୍କ ଅଧ୍ୟକ୍ଷତାରେ ଶାନ୍ତିପଥର ମାସିକ ସମୀକ୍ଷା ବୈଠକ ସ୍ଥାନୀୟ ମଞ୍ଚେଶ୍ୱର ସ୍ଥିତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ
ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମୀଙ୍କୁ ଉଠାଇନେଲl ପୋଲିସ
ଭାନେଶ୍ୱର ୨୧ ସେପ୍ଟେମ୍ୱର ସମ୍ପ୍ରତି ଦୁଇଦିନିଆ ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ନୁଦେବ ସାଏ ଆସି ମହାନଦୀ ସଂକ୍ରାନ୍ତରେ ଯେଉଁ ବିବୃତ୍ତି ରଖିଛନ୍ତି ତାକୁ ବିରୋଧ କରିବା
ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଅଲଟ୍ରାସାଉଣ୍ଡ ମେସିନ ଓ ବିପିଏମ ୟୁନିଟ ଗୃହ ଲୋକାର୍ପଣ
ବାଲିଅନ୍ତା,(ଗୋବର୍ଦ୍ଧନ ଦାସ):- ବାଲିଅନ୍ତା ବ୍ଲକର ସର୍ବପୁରାତନ ସ୍ୱାସ୍ଥ୍ୟକେନ୍ଦ୍ର ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କ ନିମନ୍ତେ ଅଲଟ୍ରାସାଉଣ୍ଡ ମେସିନ ଏବଂ ବିପିଏମ ୟୁନିଟ ଗୃହର ଶୁଭ ଉଦଘାଟନ ହୋଇଯାଇଛି
ବୋଲଗଡ଼ରେ ଉଲ୍ଲାସ ଆକଳନ ଅନୁଷ୍ଠିତ
ବୋଲଗଡ଼, ୨୧ | ୯: ବୋଲଗଡ଼ ମଣ୍ଡଳରେ ସମସ୍ତ ସରକାରୀ ବିଦ୍ୟାଳୟରେ ମୋଟରେ ୫୪୯୯ ଜଣ ଶିକ୍ଷାର୍ଥୀପ୍ରଧାନ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସର୍ଭେୟର ଓ ଅନ୍ୟ ଶିକ୍ଷକ
ହରିପୁରରେ ମୁଣ୍ମୟୀ ଦୁର୍ଗାଦେବୀଙ୍କ ଉଦ୍ଦେଶ୍ୟରେ ମୃତ୍ତିକା ଅନୁକୂଳ
ଚିଲିକା, ୨୧ ।୯: ପାର୍ବଣ ଋତୁର ଶାରଦୀୟ ପୂଜା ଆଗମନରେ କାଶତଣ୍ଡୀ ଫୁଲର ଆବରଣରେ ମା'ଦୁର୍ଗାଦେବୀଙ୍କ ଧରାପୃଷ୍ଠ ଅବତରଣକୁ ସ୍ୱାଗତ ଜଣାଇବା ପାଇଁ ସମସ୍ତ ସହର, ବଜାର
ବୁଦ୍ଧଙ୍କ ଶାନ୍ତିର ମନ୍ଦିରରେ ଅଶାନ୍ତି : ସ୍କୁଲ, ନର୍ସରୀ, କ୍ୟାଟେରିଙ୍ଗ, ରଦି ଜିନିଷର ହୋଲସେଲ
ବୁଦ୍ଧଙ୍କ ଶାନ୍ତିର ମନ୍ଦିରରେ ଅଶାନ୍ତି ଓ ଜମି ମାଫିଆଙ୍କ ଲୁଲୁପ ଦୃଷ୍ଟି ଓ ବୁଦ୍ଧ ଧର୍ମର ପ୍ରସାର ସ୍ଥାନ ଏବେ ଆଉ ଏକ ବ୍ୟବସାୟ ସ୍ଥଳ ପାଲଟିଛି
ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ପୁଣ୍ୟତିଥି ଅନୁଷ୍ଠିତ
ଭୁବନେଶ୍ୱର ତା 20/09/26 ପ୍ରଥମ ଓଡ଼ିଆ ବାରିଷ୍ଠର, ମହାନ ସ୍ୱାଧୀନତା ସଂଗ୍ରାମୀ, ଉତ୍କଳ ରତ୍ନ, ସମାଜ ସଂସ୍କାରକ ସ୍ବର୍ଗତ ବିଶ୍ୱନାଥ ମିଶ୍ରଙ୍କ ପୁଣ୍ୟତିଥି ସ୍ଥାନୀୟ ୟୁନିଟ 8
“ବସ୍ତି କୁ ଚାଲ” ଅଭିଯାନ — ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର ତା 20/09/26ବସ୍ତିବାସୀଙ୍କ ସହ ପୋଲିସର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ସମୁଦାୟ ଭିତ୍ତିକ ପୋଲିସିଂକୁ ଆହୁରି ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ କମିସନରେଟ୍ ପୋଲିସ, ଭୁବନେଶ୍ୱର-କଟକ
ଗ୍ରାମାଞ୍ଚଳରେ ଗଣିତ ଶିକ୍ଷାକୁ ସହଜ କରୁଛି ‘EDUMATHINODIA’
ଶିକ୍ଷାର୍ଥୀଙ୍କ ପାଇଁ YouTube Shorts ମାଧ୍ୟମରେ ଗଣିତର ସହଜ କୌଶଳ ଓ ପରୀକ୍ଷା ପ୍ରସ୍ତୁତିଦେଉଳି, ଖୋର୍ଦ୍ଧା: ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ଜ୍ଞାନକୁ ସହଜ ଓ ଆକର୍ଷଣୀୟ
ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡାଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ଚିଲିକା, ୨୦।୯:ପଣ୍ଡିତ ଗୋଦାବରୀଶ ମିଶ୍ର, ପାଇକକବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ସମସାମୟିକ ବିଶିଷ୍ଟ ବ୍ରିଟିଶ ଅମଳର ଓଡ଼ିଆ ଡାକ୍ତର, ଐତିହାସିକ ତଥା
ପରମ୍ପରା ପାଲଟିବ ଭୁବନେଶ୍ୱର ବୟୋଜ୍ୟେଷ୍ଠ ଉତ୍ସବ
ଭୁବନେଶ୍ୱର ତା ୧୮. ୦୯, ଏକାକାର ହେଇଗଲେ ପରସ୍ପର ବିରୋଧି ବୟସ୍କ ସଂଗଠନ ସବୁ ll ନା ଥିଲା ଅହଂକାର, ନା ଥିଲା ହମବଡ଼ା ଭାବ ll
ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଚଳୀ ସଭା |
ଚିଲିକା, ୧୮।୯:ନାଚୁଣୀର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ"ଜାଗୃତିକା" ତରଫରୁ ମୁକ୍ତି ଚିନ୍ତନ ପରିଷଦର ବରିଷ୍ଠ ଉପଦେଷ୍ଟା, ଗାୟକ ରତ୍ନ ଲୋକନାଥ କର ଜୟନ୍ତୀ କମିଟିର
ନାଚୁଣୀସ୍ଥ ବିଶ୍ଵକର୍ମା ଆଞ୍ଚଳିକ ସଂଘ ତରଫରୁ ଦେଵଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ
ଚିଲିକା, ୧୭।୯: ଆଜି ପବିତ୍ର ବିଶ୍ଵକର୍ମା ପୂଜା । ସହର ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠାରେ ଧୂମ୍ ଧାମରେ ପାଳିତ ହୋଇଯାଇଅଛି ବିଶ୍ୱକର୍ମା
ଗାନ୍ଧୀ ମଣିଷ ଦୋଳେଗାବିନ୍ଦସ୍ୱାଧୀନତା ସଂଗ୍ରାମୀ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ଶ୍ରାଦ୍ଧ ପାଳନ
ଭୁବେନଶ୍ୱର, ୧୬.୯ : ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ବୁଧବାର ସନ୍ଧ୍ୟୋର ଭୁବେନଶ୍ୱର ବୁଦ୍ଧମନ୍ଦିର ସଭାଗୃହେର ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ରଙ୍କ ପୌରହିତ୍ୟେର
ଫିଲ୍ମ ଷ୍ଟାଇଲରେ ଲୁଟ୍ ଉଦ୍ୟମ; ବ୍ୟାଙ୍କ କର୍ମଚାରୀଙ୍କ ସାହସରେ ଫେଲ୍ ମାରିଲା ଲୁଟେରାଙ୍କ ଯୋଜନା!
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିକଟରେ ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ
କୌଶଲ୍ୟାଗଙ୍ଗ ଫାଣ୍ଡିରେ ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ।
ଆଣ୍ଠୁଏ ପାଣିରେ ପଶିଲେ ଦେବେ ଫାଣ୍ଡିରେ ଏତଲା। ବାଲିଅନ୍ତା ୧୬/୦୯ (ଗୋବର୍ଦ୍ଧନ ଦାସ):- ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ଛକ ମୁଖ୍ୟରାସ୍ତାରୁ ମାତ୍ର ୨/୩ ଶହ ମିଟର
ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ।
ଚିଲିକା,୧୬ I୯: ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ଉପଲକ୍ଷେ ବାଣପୁର ସତସଙ୍ଗ ବିହାର ଠାରେ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଦୀଘ୍ର ଏକ
ଦାରୁଠେଙ୍ଗ ସତ୍ୟମହିମାରେ ନବାନ୍ନ
ଭୁବନେଶ୍ୱର ତା 16/09/26 ଆଶ୍ରମ ଗୋବିନ୍ଦ ବାବା ଙ୍କ ଗାଦି ପୀଠ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନବାନ୍ନ ମହୋତ୍ସବ ପାଳିତ ହୋଇ
ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନର ଅଷ୍ଟମ ବାର୍ଷିକ ସମାରୋହ
ଚିଲିକା,୧୫I ୯:ଚିଲିକା ବ୍ଲକର ଅଗ୍ରଣୀ ସମାଜସେବା ଅନୁଷ୍ଠାନ "ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନ " ର ୮ମ ବାର୍ଷିକ ପ୍ରତିଷ୍ଠା ସମାରୋହ ସ୍ଥାନୀୟ ନାଚୁଣୀ ସ୍ଥିତ ସୁଚିତ୍ରା
ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ
ଚିଲିକା,୧୫।୯:ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ଓଡିଶା,ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଏବଂ ପ୍ରଗତିଶୀଳ ସାହିତ୍ୟ ସି ନ୍ଦରା ର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ଗାଣପତ୍ୟ ଉପାସନା ଓ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
September 5, 2026
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
August 15, 2026
Entertainment
ଶାନ୍ତିପଥ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
September 24, 2026
ବୋଲଗଡ଼ରେ ଉଲ୍ଲାସ ଆକଳନ ଅନୁଷ୍ଠିତ
September 21, 2026