ଚିଲିକା: ରାଜ୍ୟରେ କାମଧନ୍ଦା ନ ପାଇ ବାହାର ଦେଶକୁ ଶ୍ରମିକ ଭାବେ ପେଟ ପାଟଣା ପାଇଁ ଯାଇ ଥିବା ଓଡ଼ିଆ ଯୁବକ ଶବ ହୋଇ ନିଜ ଗ୍ରାମ କୁ ଫେରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଥାନା ଅଧୀନ ସୁନାଖଳା ଗ୍ରାମର ଗୈ।ରାଙ୍ଗ ବିଶ୍ଵାଳଙ୍କ ପୁଅ ସତ୍ୟନାରାୟଣ ଓରଫ୍ କାହ୍ନୁ ସୁଦୂର ମାଲୟେସିଆକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେଠାରେ ସେ ପେରାଇ ସ୍ଥିତ କ୍ୟାବ୍ କ୍ୟାକରାନ୍ ବ୍ରିଡିଙ୍ଗ… Continue reading ସୁନାଖଳକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ଶଵ
ସୁନାଖଳକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ଶଵ