ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା): ଧର୍ମଗଡ଼ ବ୍ଲକ ବେହେରା- ଧଅଂରପୁର ରାଜସ୍ୱ ନିରୀକ୍ଷକ ଅଧିନ ବିଭିନ୍ନ ଗ୍ରାମ ର ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବଣ୍ଟନ ହୋଇ ହୋଇଯାଇଛି । ଏହି ଅବସରରେ ବେହେରା ସ୍ଥିତ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ଯୋଗ ଦେଇ ନିଜ ହସ୍ତରେ ପଟ୍ଟା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଧର୍ମଗଡ… Continue reading ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ଧୂମଧାମରେ ମାଣିକାଗୋଡ଼ା ଦଶହରା ପାଳିତ

ମାଣିକାଗୋଡ଼ା: ଦଶହରାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଥିବାବେଳେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ପାଳନ କରିଥାନ୍ତି ଖୋର୍ଦ୍ଧାଜିଲ୍ଲାର ମାଣିକାଗୋଡ଼ା ଗ୍ରାମବାସୀମାନେ। ଏହି ଗ୍ରାମରେ ଦଶହରାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ଏହି ଦଶହରା ପର୍ବ ଅବସରରେ ଏକ ବିଶେଷ ପରମ୍ପରା ଦେଖିବାକୁ ମିଳିଥାଏ ମାଣିକାଗୋଡ଼ା ଗ୍ରାମରେ। ଏହି ଗ୍ରାମରେ ଦଶହରାରେ ମା’ଙ୍କ ପୂଜାର୍ଚ୍ଚନାକୁ ଦୁଇ ସମ୍ପ୍ରଦାୟ ମୁସଲମାନ ଏବଂ ହିନ୍ଦୁ ମିଳିମିଶି ପାଳନ କରିଥାନ୍ତି। ଦଶହରା ଅବସରରେ ମା’ଙ୍କ ଅପରାଜିତା ହୋମ ଅନୁଷ୍ଠିତ… Continue reading ଧୂମଧାମରେ ମାଣିକାଗୋଡ଼ା ଦଶହରା ପାଳିତ

ଦେଓଗାଁ ଜରାସିଂହା ପାଟଖଣ୍ଡା ଯାତ୍ରା : ଦେବୀଙ୍କ ବାହୁଡ଼ା ବିଜୟ ସମ୍ପନ୍ନ

ବଲାଙ୍ଗିର: ବଲାଙ୍ଗିର ଦେଓଗାଁ ବ୍ଲକ ଜରାସିଂହା ଯାତ୍ରାର ବଉରାପିଟା ଗୁଡ଼ିରୁ ନିଶିଗୁଡ଼ି ଖଳାକୁ ରବିବାର ସକାଳ ୯ଟାରେ ମାଁ ପାଟଖଣ୍ଡା ଦେବୀଙ୍କ ଆଗମନ ହୋଇଥିଲା । ସେହିପରି ଅପରାହ୍ନ ୧ଟା ପରେ ଜେନାପୂଜା ଓ ବିରୁପାଣି ପୂଜା ଏବଂ ରାତ୍ର ୯ଟାରେ ନିଶିଗୁଡ଼ି ଖଳାରେ ଯାତ୍ରା ଆରମ୍ଭ ହୋଇଥିଲା । ଏହି ପୂଜା ସମୟରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ମାନସିକ ଧାରୀମାନେ ଆସି ଗୁହାରୀ କରିଥିବା ବେଳେ ପୂର୍ବରୁ ଏପରି ଗୁହାରୀ କରି ସଫଳତା ପାଇଥିବା… Continue reading ଦେଓଗାଁ ଜରାସିଂହା ପାଟଖଣ୍ଡା ଯାତ୍ରା : ଦେବୀଙ୍କ ବାହୁଡ଼ା ବିଜୟ ସମ୍ପନ୍ନ

ନୃତ୍ୟନିପୁଣା ଓଡିଶୀ ନୃତ୍ୟ ଅନୁଷ୍ଠାନ ର ଷଷ୍ଠତମ ନୃତ୍ୟ ମହୋତ୍ସବ

ଭୁବନେଶ୍ଵର: ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଗାମୀ ଅକ୍ଟୋବର ୧୧ତାରିଖ, ଶନିବାର ଦିନ “ନୃତ୍ୟନିପୂଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ” ତରଫରୁ ଭୁବନେଶ୍ଵରସ୍ଥିତ, ୟୁନିଟ -୩ର ବୁଦ୍ଧ ମନ୍ଦିରର ନୁତନ ପ୍ରେକ୍ଷାଳୟ ଠାରେ ଷଷ୍ଠ ତମ ନୃତ୍ୟ ଉତ୍ସବର ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ତଥା ଓଡ଼ିଶା ବାହାରୁ ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ, ଭଜନ ନୃତ୍ୟ, କଥକ ନୃତ୍ୟ, ଦେଶାତ୍ମବୋଧକ ନୃତ୍ୟ ଏବଂ ସମ୍ବଲପୁରୀ… Continue reading ନୃତ୍ୟନିପୁଣା ଓଡିଶୀ ନୃତ୍ୟ ଅନୁଷ୍ଠାନ ର ଷଷ୍ଠତମ ନୃତ୍ୟ ମହୋତ୍ସବ

ଚାନ୍ଦବାଲି ବ୍ଲକରେ ଯୋଗଶିକ୍ଷକଙ୍କର ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଚାନ୍ଦବାଲି: ପ୍ରଥମଥର ପାଇଁ ଚାନ୍ଦବାଲି ବ୍ଲକରେ ଯୋଗପ୍ରଶିକ୍ଷଣ ମାନଙ୍କର ଏକ ବୈଠକ ଅନୁଷ୍ଟିତ ହୋଇଥିଲା | ବୈଠକରେ ଜିଲ୍ଲାସଭାପତି ସୁରେଶ ନାୟକ, ଉପଦ୍ରେଷ୍ଟା ରମାକାନ୍ତ ପାଣୀଗ୍ରାହୀ, ସମ୍ପାଦକ ସୂର୍ଯ୍ଯକାନ୍ତ ନାୟକ ଏବଂ ମହାନ ଯୋଗୀ ତଥା ଆଦରଣୀୟ ବଡଭଉଣୀ ଗୀତାରାଣୀ ସାଙ୍କ ଉପସ୍ଥିତରେ ଭାରତୀୟ ସଂସ୍କୂତି ପରମ୍ପରା ଅନୁଯାଯୀ ଭଗବାନ ଶିବଙ୍କ ନିକଟରେ ଦୀପପ୍ରଜ୍ଜୋଳନ କରାଯାଇଥିଲା ମାନସ ରଞ୍ଜନ ହାତୀଙ୍କ ଦ୍ବାରା ବୈଠକଟି ଆରମ୍ଭ ହୋଇଥିଲା | ବାସ୍ତବରେ ସମସ୍ତେ ଜାଣନ୍ତି ଯୋଗ ଅଭ୍ୟାସ ଶରୀର ପାଇଁ… Continue reading ଚାନ୍ଦବାଲି ବ୍ଲକରେ ଯୋଗଶିକ୍ଷକଙ୍କର ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନ: ସାମାଜିକ ସଂଗଠନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସମସ୍ତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବାବା ଝରଣେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ ଓ ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଛି । ଏଥିରେ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା, ପଂଚାନନ ସେନାପତି, ଭାଗବତ ସେଠୀ, ରଂଜନ କୁମାର ସେଠୀ, ଲିଙ୍ଗରାଜ ସେଠୀ, ଲୁଲୁ ସେଠୀ, ନୂତନ ଙ୍କ ସହ ନୂତନ ଭାବେ ଏହି ସାମାଜିକ ଅନୁଷ୍ଠାନରେ ସାମିଲ ହୋଇଥିବା ୩ଜଣ ଝିଅ ମଧ୍ୟ ଏହି… Continue reading ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ, ପ୍ରାକ୍ତନ ବିଧାୟକ, କୃଷି ଓ କୃଷକ ଆନେ୍ଦାଳନର ସମର୍ପିତ କାଣ୍ଡାରୀ, ଶିକ୍ଷାବିତ, ସଂଗଠକ ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଖାରବେଳନଗର ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସ୍ମତିଚାତଣ ସଭାରେ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ… Continue reading ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର ଜାତିର ପିତା ମହାତ୍ମାଗାନ୍ଧୀଙ୍କ 157 ତମ ଜୟନ୍ତୀ ବିଧାନସଭା ପରିସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଓଡିଶାର ମହାମହିମ ମାନ୍ୟବର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏକାମ୍ର ବିଧାୟକ ବାବୁ ସିଂ, ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ, ସଂସ୍କୃତିପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସାରସ୍ୱତ ସାଧିକା ଡ଼ଃ ଅରୁନ୍ଧତୀ ଦେବୀ,… Continue reading ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଇଣ୍ଡିଆବୁକ ଅଫ ରେକର୍ଡସ ତରଫରୁ ଦିବ୍ୟାଂଶୁ ଶେଖର ସାହୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର ଶିଶୁ ପ୍ରତିଭା ଦିବ୍ୟାଂଶୁ ଶେଖର ସାହୁ ମାତ୍ର 5 ବର୍ଷ 11 ମାସର ବିଦ୍ୟାର୍ଥୀ ଇଣ୍ଡିଆ ବୁକଅଫ ରେକର୍ଡସ ଅନଲାଇନ ପ୍ରତିଯୋଗିତାରେ ନିଜର ଜ୍ଞାନ, ବୁଦ୍ଧିମତ୍ତା ପାଇଁ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନସହ ସମ୍ବର୍ଦ୍ଧିତ ହୋଇଛନ୍ତି l ଚଳିତ ମାସରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା 5ଟି ମହାସାଗର ନାମ, ଓଡିଶାର 30 ଟି ଜିଲ୍ଲା,ଭାରତର 9 ଟି ପଡୋଶୀ ଦେଶ, 7ଟି ମନ୍ତ୍ର, 25 ଟି ବେବି ଆନିମଲର ନାମ, 8 ଟି ଗ୍ରହର ନାମ,… Continue reading ଇଣ୍ଡିଆବୁକ ଅଫ ରେକର୍ଡସ ତରଫରୁ ଦିବ୍ୟାଂଶୁ ଶେଖର ସାହୁ ସମ୍ବର୍ଦ୍ଧିତ

ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ

ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ ପ୍ରତାପଶାସନ ବାଳକାଟୀ ଗୋଟିଏ ଐତିହାସିକ ଗ୍ରାମ । ଭୁବନେଶ୍ୱର ଠାରୁ ଅଳ୍ପ ଦୂରତାରେ ପୁଣ୍ୟତୋୟା ଭାର୍ଗବୀ ନଦୀକୂଳରେ ଗଢିଉଠିଥିବା ଏକ ଐତିହାସିକ ଗ୍ରାମ ହେଉଛି ଏହି ବାଳକାଟୀ। ଶ୍ରୀକ୍ଷେତ୍ର ଏବଂ ଖୋର୍ଦ୍ଧାଗଡକୁ ଯାଇଥିବା ପୁରୁଣା ଜଗନ୍ନାଥ ସଡ଼କ ଉପରେ ଏହା ଏକ ଐତିହାସିକ ସ୍ଥାନ । ସେତେବେଳେ ଏସବୁ ଅଞ୍ଚଳ ବାଲିରେ ପରିପୂର୍ଣ୍ଣ ଥିଲା। ନଦୀମାନଙ୍କରେ ବନ୍ଧ ନଥିଲା। ଦକ୍ଷିଣା ପବନରେ ବାଲି ଉଡ଼ିଆସି ଏସବୁ ବାଲିକୁଦ ମାନ… Continue reading ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ

You cannot copy content of this page