କଟକ: ନିର୍ମାଣାଧୀନ ବ୍ରିଜ୍ରେ ଅଘଟଣ ଘଟିଛି। କଟକର ଖାନ୍ ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ। ଆହତମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା। ସୂଚନା ଅନୁସାରେ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍ କାମ ଜାରି ରହିଛି। ପୂର୍ତ୍ତ… Continue reading ବ୍ରିଜ୍ର ସ୍ଲାବ ଖସି ଗଲା ୩ ଜଣ ଶ୍ରମିକଙ୍କ ଜୀବନ
ବ୍ରିଜ୍ର ସ୍ଲାବ ଖସି ଗଲା ୩ ଜଣ ଶ୍ରମିକଙ୍କ ଜୀବନ