ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ଭବାନୀପାଟଣା, ୦୬/୦୫ (ଜଗନ୍ନାଥ ନାଏକ) : ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଦାଇତ୍ୱ ରେ ଥିବା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ମନ୍ଦାକିନୀ ବାଣୁଆଁ (ସୋନୀ ) ଙ୍କୁ ବଲାଙ୍ଗୀର ଜିଲ୍ଲା ଯୁବ କଂଗ୍ରେସ ର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି l ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ଦାଇତ୍ୱ ମିଳିଛି l ମନ୍ଦାକିନୀ କଳାହାଣ୍ଡି ଜିଲ୍ଲା କଂଗ୍ରେସ ରେ ଜଣେ ସକ୍ରିୟ ନାରୀ… Continue reading ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ଡ୍ରେନେଜ୍ ସମସ୍ୟା; ଅସୁବିଧା ସାଲେପାଲି ଅଞ୍ଚଳରବାସୀ

ବଲାଙ୍ଗୀର : ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ସର୍କିଟ ହାଉସ ରୋଡ ତଥା ସାଲେପାଲିରୁ ରେଳଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାରେ (୧୮ ନମ୍ଵର୍ ୱାର୍ଡ) ଡ୍ରେନ୍ ପାଣି ବର୍ତ୍ତମାନ ରାସ୍ତାରେ ବୋହୁ ଥିବା ଯୋଗୁଁ ଏକ ଅସ୍ଵାସ୍ଥ୍ୟକର କର ପରିବେଶ ସ୍ରୁଷ୍ଟି ହେଉଛି l ଏହା ଦ୍ଵାରା ଏହି ରାସ୍ତା ଉପରେ ନିର୍ଭରଶୀଳ ଲୋକଙ୍କୁ ଅନେକ ହଇରାଣର ସମ୍ମୁଖୀନ ହେବାକୁ ପଡୁଛି l ବଲାଙ୍ଗୀର ପି.ଡବ୍ଲ୍ୟୁ.ଡି ବିଭାଗ ତରଫରୁ ଏଠାରେ ଡ୍ରେନ୍ ନିର୍ମାଣ ହୋଇଛି ସତ କିନ୍ତୁ ଡ୍ରେନ୍… Continue reading ଡ୍ରେନେଜ୍ ସମସ୍ୟା; ଅସୁବିଧା ସାଲେପାଲି ଅଞ୍ଚଳରବାସୀ

ଚର୍ଚ୍ଚା ରେ ଭବାନୀପାଟଣା ପରିବହନ ବିଭାଗ ର ମହିଳା କନଷ୍ଟେବଳ

ବଲାଙ୍ଗିର : ଭବାନୀପାଟଣା ପରିବହନ ବିଭାଗ ରେ ଆଇନ କୁ ଖୋଲା ଉଲଂଘନ କରି ମହିଳା କନଷ୍ଟେବଳ ଚର୍ଚ୍ଚା ରେ ଟଙ୍କା ଦିଅ… ନହେଲେ ଚାପୁଡ଼ା ଖାଅ…। ଭବାନୀପାଟଣା ପରିବହନ ବିଭାଗର ଏପରି ପଲିସି ଏବେ ଚର୍ଚ୍ଚାରେ । ଜଣେ ଟ୍ରକ ଡ୍ରାଇଭରକୁ ଅଟକାଇ ଟଙ୍କା ମାଗିଲେ ପରିବହନ ବିଭାଗର ଦବଙ୍ଗ କନଷ୍ଟେବଳ ବାନୋ ବେଗମ । ଟଙ୍କା ନଦେବାରୁ ସିଧା ଡ୍ରାଇଭରଙ୍କ ଗାଲରେ ଚାପୁଡ଼ା କସିଦେଲେ ମ୍ୟାଡାମ । ଆଉ ପୁରା ଦବଙ୍ଗଗିରିର ଦୃଶ୍ୟ ଏବେ… Continue reading ଚର୍ଚ୍ଚା ରେ ଭବାନୀପାଟଣା ପରିବହନ ବିଭାଗ ର ମହିଳା କନଷ୍ଟେବଳ

ନେହେରୁ ଯୁବ ପ୍ରତିଷ୍ଠାନର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଯୁବ ସାଂସ୍କୃତିକ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନର ୫୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି,ଗତ ୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠାନ ପରିସରରେ ପ୍ରତିଷ୍ଠାନର ସଭାପତି ସହଦେବ ଜୟସିଂହଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଦସ୍ୟା ମିନତି ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ, ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅନ୍ୟତମ ମୂଖ୍ୟ ଅତିଥି ଚଳଚିତ୍ର ଓ ଟିଭି ଧାରାବାହିକର ଅଭିନେତା ଜ୍ଞାନେନ୍ଦ୍ର ଓ ସ୍ଥାନୀୟ କର୍ପୋରେଟର ପୁଷ୍ପା ରାଉତ… Continue reading ନେହେରୁ ଯୁବ ପ୍ରତିଷ୍ଠାନର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

କଣ୍ଠଶିଳ୍ପୀ ପବନଦୀପ ରାଜନ୍ କାର ଦୁର୍ଘଟଣାରେ ଗୁରୁତର

ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ର ବିଜେତା କଣ୍ଠଶିଳ୍ପୀ ପବନଦୀପ ରାଜନ୍ ସୋମବାର ଆମରୋହାରେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି। ସୋମବାର ପବନଦୀପ ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ଚମ୍ପାବତରୁ ବାହାରି ଦିଲ୍ଲୀର ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ରାତି ପାଖାପାଖି ୩ଟା ସମୟ ହେବ ପବନଦୀପ ରାଜନଙ୍କ କାର ଚାଳକଙ୍କ ଆଖି ଲାଗି ଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଦେଇଥିଲା। ଦୁର୍ଘଟଣାରେ… Continue reading କଣ୍ଠଶିଳ୍ପୀ ପବନଦୀପ ରାଜନ୍ କାର ଦୁର୍ଘଟଣାରେ ଗୁରୁତର

ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାର ରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀ ସମ୍ମାନିତ

ଭୁବନେଶ୍ୱର: ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର ତଥା ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପ୍ରଥ୍ଵୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଏକାମ୍ର, ଭୁବନେଶ୍ୱରର ମାନ୍ୟବର ବିଧାୟକ… Continue reading ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାର ରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀ ସମ୍ମାନିତ

ପାଟଣାଗଡ଼ ବ୍ରହ୍ମପୁରା ସଅଁରାପଡ଼ା ଗଣହତ୍ୟା ମାମଲା : ବାପା ପୁଅ ଦୁହେଁ ଗିରଫ

ବଲାଙ୍ଗିର: ୨୦୨୦ ମସିହା ନଭେମ୍ବର ୧୧ ତାରିଖ ଦିନ ପାଟଣାଗଡ଼ ଥାନା ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା ସଂଲଗ୍ନ କୁସୁମକାନୀ ଗଣହତ୍ୟାର ୬ ଅଭିଯୁକ୍ତକୁ ପୁଲିସ ଗିରଫ କରି ସେତେବେଳେ ଜେଲ ପଠାଇଥିଲା । ତେବେ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗଙ୍ଗୱା ମାଝୀ ଓ ତା’ ପୁଅ ଦେବରାଜ ମାଝୀ ସେହିଦିନ ଠାରୁ ଫେରାର ଥିବାବେଳେ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରାୱାନା ଜାରି ହୋଇଥିଲା । ଏପରିକି ଗଙ୍ଗୱା ମାଝୀ ହତ୍ୟାକାଣ୍ଡ ଭିଆଇ ନୂଆପଡା… Continue reading ପାଟଣାଗଡ଼ ବ୍ରହ୍ମପୁରା ସଅଁରାପଡ଼ା ଗଣହତ୍ୟା ମାମଲା : ବାପା ପୁଅ ଦୁହେଁ ଗିରଫ

ଟିଟିଲାଗଡ଼ ଡିଏଫ୍‌ଓଙ୍କୁ କେନ୍ଦୁପତ୍ର କର୍ମଚାରୀ ସଂଘର ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟର ବୃହତ୍ତମ ପଞ୍ଜୀକୃତ ଏବଂ ସ୍ଵୀକୃତି ପ୍ରାପ୍ତ ଶ୍ରମିକ ସଙ୍ଗଠନ । ସଂଗଠନ ପକ୍ଷରୁ ବାରମ୍ବାର ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରିନାହିଁ । ଯେପରିକି ଘୋଷିତ କନ୍ୟା ବିବାହ ସହାୟତା ଉକ୍ତ ସାମାଜିକ ନିରାପତ୍ତା ସହାୟତା, ସର୍ବନିମ୍ନ ମଜୁରୀ ଘୋଷଣା ଅନୁଯାୟୀ ସିଜିନାଲ କର୍ମଚାରୀଙ୍କ ମାସିକ ମଜୁରୀ ଦୀର୍ଘ ୮/୯ ମାସ ଅତିବାହିତ ହୋଇ ଯାଇଥିଲେ… Continue reading ଟିଟିଲାଗଡ଼ ଡିଏଫ୍‌ଓଙ୍କୁ କେନ୍ଦୁପତ୍ର କର୍ମଚାରୀ ସଂଘର ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ବଲାଙ୍ଗିରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ, ବଲାଙ୍ଗିର ମେ ୩ ତାରିଖ କୁ ସାରା ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ରୂପେ ପାଳନ କରିଆସୁଛି।ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏସ ୟୁ ଯେ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଏହି ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଯୋଗଦେଇ ଗଣମାଧ୍ୟମ କେତେ ସ୍ଵାଧୀନ ସେ ବିଷୟରେ ଅନେକ ଦୃଷ୍ଟାନ୍ତ ଦେଇ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସେ କହିଥିଲେ ସାମ୍ବାଦିକତା… Continue reading ବଲାଙ୍ଗିରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

ଭାରତର କୌଣସି ବନ୍ଦରକୁ ଆସିବନି ପାକିସ୍ତାନ ପତାକା ଥିବା ଜାହାଜ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ହାଇ ଆଲର୍ଟ ମୋଡ୍‌ରେ ଅଛନ୍ତି।ଭାରତୀୟ ନୌସେନା ଆରବ ସାଗରରେ ସତର୍କ ରହିଛି ଏବଂ ଯୁଦ୍ଧାଭ୍ୟାସ କରୁଛି। ଭାରତୀୟ ନୌସେନା ଶନିବାର ପାକିସ୍ତାନ ପାଇଁ ନିଜର ସାମୁଦ୍ରିକ କ୍ଷେତ୍ର ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି।ନିର୍ଦ୍ଦେଶ ଅନୁସାରେ, ପାକିସ୍ତାନୀ ପତାକା ଉଡ଼ାଉଥିବା କୌଣସି ଜାହାଜକୁ ଭାରତର କୌଣସି ବନ୍ଦରରେ… Continue reading ଭାରତର କୌଣସି ବନ୍ଦରକୁ ଆସିବନି ପାକିସ୍ତାନ ପତାକା ଥିବା ଜାହାଜ

You cannot copy content of this page