ଚିଲିକା, ୨୬।୭: ରବିବାର ଦିନ ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ 5 ଟି ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ଓ ସଭ୍ୟ ମାନଙ୍କ ସହ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବିଦ୍ୟାଳୟକୁ ଯାଇ କର୍ତ୍ତୃପକ୍ଷ ମାନଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଥିଲେ |ସ୍ୱାଭିମାନ ମଞ୍ଚର ଯୁଗ୍ମ ସମ୍ପାଦକ ବାସୁଦେବ ସାହୁ, କୋଷାଧକ୍ଷ ରବିନାରାୟଣ ମହାନ୍ତି, ସଭ୍ୟ ସୁରରାଜ ମିଶ୍ର ଓ ଅନ୍ତର୍ଯ୍ୟାମୀ ମଲ୍ଲିକ ଉକ୍ତ ଆଲୋଚନାରେ ଅଂଶ… Continue reading ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚ ଦ୍ୱାରା ସ୍ଥାନ ପରିଦର୍ଶନ |
ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମିତ୍ତ ଉତ୍କଳ ସ୍ୱାଭିମାନ ମଞ୍ଚ ଦ୍ୱାରା ସ୍ଥାନ ପରିଦର୍ଶନ |