ଉଦ୍ୟୋଗୀଙ୍କ ସମ୍ମାନ,ସୁରକ୍ଷା ସମୃଦ୍ଧି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର ତା 22/07/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ କୁମାର ମିଶ୍ର ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ସମାଧାନ ତଥା କିପରି ନୂତନ ଉଦ୍ୟୋଗୀ ମାନେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗକରି ସେମାନଙ୍କ ଉଦ୍ୟୋଗ କୁ ବୃଦ୍ଧି କରିବା ସହିତ ଅନ୍ୟ ଅତିଥି ମାନେ ରାଷ୍ଟ୍ରପାଇଁ… Continue reading ଉଦ୍ୟୋଗୀଙ୍କ ସମ୍ମାନ,ସୁରକ୍ଷା ସମୃଦ୍ଧି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l

​ଚିଲିକା,୨୨। ୭ : ବେଗୁନିଆସ୍ଥିତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବେଗୁନିଆ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏମ ଆଇ ଏସ ପି ସି, ଟି ସି ସାଧନ କେନ୍ଦ୍ର ସଂଯୋଜକ ଓ ଆକାଉଣ୍ଟାଣ୍ଟ ମାନଙ୍କ ନିମନ୍ତେ ଏକ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି… Continue reading ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l

ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ

ନିମାପଡ଼ା: ମାଆ ଜାଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟତାର ସହ ଅନୁଷ୍ଠିତ ହୋଇଛି । ହେରାପଞ୍ଚମୀ ତିଥିରେ ଛେନୁଅଁ ଗୁଡୁସାହିରେ ହୋମ-ଯଜ୍ଞ ଓ ହରିନାମରେ ପ୍ରକମ୍ପିତ ହୋଇଛି । ଶତାଧିକ ପୁରୁଷ ମହିଳା ଏକତ୍ର ହୋଇ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବରେ ସାମିଲ ହୋଇଛନ୍ତି । 35 ଫୁଟ ଉଚ୍ଚର ନିର୍ମାଣ ନୂତନ ମାଆଙ୍କ ମନ୍ଦିର ଅତ୍ୟନ୍ତ ସୁନ୍ଦର ହୋଇଥିବାବେଳେ ନିମାପଡ଼ା ଅଞ୍ଚଳରେ ଅନ୍ୟତମ ଉଚ୍ଚତମ ଦେବୀ ମନ୍ଦିର ଭାବେ ସ୍ଥାନିତ ହେବାକୁ ଯାଉଛି… Continue reading ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ

“ଓଡ଼ିଆ କଳାକାରଙ୍କ ସ୍ୱର, ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ

ଭୁବନେଶ୍ବର – “ଓଡ଼ିଆ କଳାକାରଙ୍କ ସ୍ୱର” (OKS), ପରିବାର ପକ୍ଷରୁ ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ କରାଯାଉଅଛି । ଏହି କଳାକାର ଦିବସ ଗତ ୬ ବର୍ଷ ଧରି ଆୟୋଜିତ ହେଇ ଆସୁଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବିଭିନ ବର୍ଗର କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଉଅଛି, ଯଥା – ଲୋକକଳା, ଯାତ୍ରା, ମଞ୍ଚ ନାଟକ , ଚଳଚ୍ଚିତ୍ର,… Continue reading “ଓଡ଼ିଆ କଳାକାରଙ୍କ ସ୍ୱର, ଆସନ୍ତା ଜୁଲାଇ ମାସ ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜ କଳାମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ

ସୁଦର୍ଶନ ଦାରୁସ୍ଥଳୀରେ ହେରାପଞ୍ଚମୀ ଅନୁଷ୍ଠିତ

ବାଲିଅନ୍ତା,୨୦|୭(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡ଼କଣ୍ଟୁଣିଆ ଠାରେ ଅବସ୍ଥାପିତ ଶ୍ରୀ ସୁଦର୍ଶନ ଦାରୁସ୍ଥଳୀରେ ନୀତିକ୍ରାନ୍ତି ଅନୁସାରେ ପାଳନ ହେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରାର ପଞ୍ଚମ ଦିନ l ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘରକୁ ଆସିଥିବା କଳାସାଆନ୍ତଙ୍କ ଉପରେ ରାଗିଯାଇଛନ୍ତି ଅଭିମାନିନୀ ମା’ଲକ୍ଷ୍ମୀ l ଯାହାକୁ ଆମ ଜଗନ୍ନାଥ ପରମ୍ପରାରେ ହେରାପଞ୍ଚମୀ କୁହାଯାଏ l ଏନେଇ ଆଜି ପରମ୍ପରା ଅନୁସାରେ ସନ୍ଧ୍ୟା ଆଳତୀ ପରେ ରାତି ପ୍ରାୟ ସାଢେ ୯ ଟାରେ… Continue reading ସୁଦର୍ଶନ ଦାରୁସ୍ଥଳୀରେ ହେରାପଞ୍ଚମୀ ଅନୁଷ୍ଠିତ

ନାଚୁଣୀ କଲେଜରେ ନାରୀ ସଶକ୍ତିକରଣ ଆଲୋଚନାଚ଼କ୍ର।

ଚିଲିକା, ୨୦।୭ :ଆଜି ନାଚୁଣୀ ମହାବିଦ୍ୟାଳୟ ସଭା କକ୍ଷରେ ନାରୀ ସଶକ୍ତି କରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଲେଜର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପଟ୍ଟନାୟକ ପୌରୋହିତରେ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଥାନା ଅଧିକାରୀ ଶ୍ରଦ୍ଧା ନାୟକ ଓ ସମ୍ମାନୀତ ଅତିଥି ଭାବେ ନାଚୁଣୀ ଥାନା ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଧୂପ… Continue reading ନାଚୁଣୀ କଲେଜରେ ନାରୀ ସଶକ୍ତିକରଣ ଆଲୋଚନାଚ଼କ୍ର।

ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଟିକରପଡା ପଂଚାୟତ ରେ ବ୍ୟାପକ ବୃକ୍ଷରୋପଣ

ବାଲିଅନ୍ତା ତା ୧୯/୦୭:- ରିଖ, ରବିବାର ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଭୁବନେଶ୍ଵର ଉପକଣ୍ଠ ଟିକରପଡା ପଂଚାୟତ ରେ ଟିକରପଡା ଗ୍ରାମ ଠାରୁ ଗଙ୍ଗେଶ୍ୱରପୁର ଶାସନ ଗ୍ରାମ ପର୍ଯ୍ୟନ୍ତ ଦୟାନଦୀ ବନ୍ଧ ରାସ୍ତା କଡ଼ରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ବିଏମ୍ସି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ନୃପେଶ ନାୟକ, ସମାଜସେବୀ ଦେବବ୍ରତ ନାୟକ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ । ଗଙ୍ଗେଶ୍ୱରପୁର ଗୋପୀନାଥ ୟୁଥ୍ କ୍ଳବ୍… Continue reading ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଟିକରପଡା ପଂଚାୟତ ରେ ବ୍ୟାପକ ବୃକ୍ଷରୋପଣ

ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସ ତଦନ୍ତରେ ବାଧା ଦେବା ଅଭିଯୋଗରେ ଜଣେ ଗିରଫ

ବାଲିଅନ୍ତା,୧୮|୭(:ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସର ତଦନ୍ତରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ସମ୍ପୃକ୍ତ ଥାନା ଅଧିନ ଶିଶୁପାଳଗଡ଼ ଅଞ୍ଚଳର ବାବୁନା ଓରଫ ପ୍ରସନ୍ନ କୁମାର ଜେନା l ଅଭିଯୁକ୍ତ ବାବୁନା ଜଣେ ପେସାଦାର ଅପରାଧି l ତାଙ୍କ ବିରୋଧରେ ଧଉଳି, ବଡ଼ଗଡ଼, ଶ୍ରୀ ଲିଙ୍ଗରାଜ ଥାନାର ହତ୍ୟା ଉଦ୍ୟମ, ଦଙ୍ଗା, ଆକ୍ରମଣ, ଧମକ, ଅସ୍ତ୍ରଆଇନ ଆଦି ୨୫ ଟି… Continue reading ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସ ତଦନ୍ତରେ ବାଧା ଦେବା ଅଭିଯୋଗରେ ଜଣେ ଗିରଫ

ବୀର ଶହୀଦ୍ ରଘୁ- ଦିବାକର​ଆବାସ ସ୍ମୃତି

ଇଉନିଟ୍-୯ପି. ମୁ. ସ୍କୁଲ୍, ଭୁବନେଶ୍ୱର​ଖ୍ୟାତ ରଣପୁର ପ୍ରଜା ଆନ୍ଦୋଳନସ୍ମୃତି ଚମକାଇ ଦିଏମହାନ ବିପ୍ଳବୀ ରଘୁ- ଦିବାକରଅମର ଶହୀଦ୍ ନୁହେଁ ॥୧॥​‘ବାବୁଲି’ ଏକ ଅଖ୍ୟାତ ପଲ୍ଲୀରେନଟ- ଲାବଣ୍ୟଙ୍କ କୋଳେରଘୁନାଥ ବୀର ଜନ୍ମ ଲଭିଥିଲେବିପ୍ଳବୀ କବି ସେ ଭଲେ ॥୨॥​ରଚିତ ପୁସ୍ତକ ପ୍ରକାଶିତ କଲେଅରୁଣୋଦୟ ପ୍ରେସରେସ୍ଵାଧୀନତା ପାଇଁ ଚାଷୀ ଆନ୍ଦୋଳନଜନ ସଚେତନ ଛନ୍ଦେ ॥୩॥​ଅନନ୍ୟ ପୁରୁଷ ଦିବାକର ଭାଇସାମିଲ ହେଲେ ସାଥୀରେ‘ଗଡ଼ବାଣୀ କିଲୋ’ ପ୍ରଖ୍ୟାତି ଲଭିଲାହରି- ତାରାଙ୍କର କୋଳେ ॥୪॥​ରାଜା କୃଷ୍ଣଚନ୍ଦ୍ର ପକ୍ଷପାତ ରୋଗୀଶାସନ ଦୁର୍ବଳ କଲେଦେୱାନ ଅମଲା ଜଗନ୍ନାଥ… Continue reading ବୀର ଶହୀଦ୍ ରଘୁ- ଦିବାକର​ଆବାସ ସ୍ମୃତି

ମହାପ୍ରଭୁଙ୍କ ଚରଣେ ସେବାର ଅର୍ଘ୍ୟ — ରଥଯାତ୍ରାରେ ସାଇସ୍ମୃତି ଇନଫ୍ରାଷ୍ଟ୍ରକ୍ଚର ପକ୍ଷରୁ ମହା ଅନ୍ନସେବା ଓ ବସ୍ତ୍ର ବିତରଣ

ବାଲିଅନ୍ତା/ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ସାଇସ୍ମୃତି ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍, ଭୁବନେଶ୍ୱର ପକ୍ଷରୁ ପୁରୀ ବଡ଼ଦାଣ୍ଡରେ ଏକ ଭବ୍ୟ ମହା ଅନ୍ନସେବା ଓ ବସ୍ତ୍ର ବିତରଣ ଶିବିର ଆୟୋଜିତ ହୋଇଥିଲା। “ମାନବ ସେବା ହିଁ ମାଧବ ସେବା”—ଏହି ମହାନ ଆଦର୍ଶକୁ ପାଥେୟ କରି ସକାଳ ୬.୩୦ଟାରୁ ଭକ୍ତମାନଙ୍କ ପାଇଁ ସ୍ୱଚ୍ଛ, ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶରେ ଉପମା ଓ ଡାଲମା ଜଳଖିଆ ପରିବେଷଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଶୃଙ୍ଖଳିତ ଓ ସୁପରିଚାଳିତ ଭାବରେ… Continue reading ମହାପ୍ରଭୁଙ୍କ ଚରଣେ ସେବାର ଅର୍ଘ୍ୟ — ରଥଯାତ୍ରାରେ ସାଇସ୍ମୃତି ଇନଫ୍ରାଷ୍ଟ୍ରକ୍ଚର ପକ୍ଷରୁ ମହା ଅନ୍ନସେବା ଓ ବସ୍ତ୍ର ବିତରଣ

You cannot copy content of this page