ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଛାତ୍ରୀ ରୂପା ସେଣ ବାଣପୁର ବ୍ଲକ ଟପର ।

ଚିଲିକା,୨।୫:ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବାଣପୁର ବ୍ଳକ ଏବଂ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଶତକଡା ୯୬. ୩୩ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଣପୁରରେ ଶତକଡା ୯୭.୫୭ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିଲେ । ଚଳିତ ବର୍ଷ ତିନୋଟି ଘରୋଇ ବିଦ୍ୟାଳୟ ସମେତ ୨୩ଟି ଉଚ୍ଚ ବିଦ୍ୟାଳୟ ର ସମୁଦାୟ ୧୯୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।… Continue reading ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଛାତ୍ରୀ ରୂପା ସେଣ ବାଣପୁର ବ୍ଲକ ଟପର ।

ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲରେ ଲୁଟ୍ ଚାଲିଛି । ଡ଼ଃ. ଜ୍ଞାନେନ୍ଦ୍ର ଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର ତା ୧/୫ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୭୦ତମ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରର ବରିଷ୍ଠ ସଦସ୍ୟ ଡ଼ଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଚାଲିଥିବା ବ୍ୟବସାୟ ଓ ସ୍କୁଲ୍ ପଇସାରେ ହରିଲୁଟ୍ ଉପରେ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ୧୯୫୬ ମସିହାରେ ଯେତେବେଳେ ପୃଥିବୀରେ ୨୫୦୦ତମ ବୁଦ୍ଧ ଜୟନ୍ତୀ ପାଳନ ହେଉଥିଲା ସେତିକିବେଳେ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅନୁରୋଧରେ ସବୁରାଜ୍ୟରେ ବୁଦ୍ଧ ଧର୍ମର ପ୍ରଚାର ପ୍ରସାର… Continue reading ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲରେ ଲୁଟ୍ ଚାଲିଛି । ଡ଼ଃ. ଜ୍ଞାନେନ୍ଦ୍ର ଙ୍କ ବିସ୍ଫୋରକ ବୟାନ

ମହାନଦୀ ବଞ୍ଚାଓ ଆନ୍ଦୋଳନ

*ମେ 2 ତାରିଖରେ ମହାନଦୀ ଟ୍ରିବୁନାଲ ଶୁଣାଣି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ବିକ୍ଷୋଭ*ଅନ୍ତରିଣ ରାୟ ପାଇଁ ଦାବି *ଛତିଶଗଡ଼ କୁ ମହାନଦୀ ପାଣି କୁ ନ ଅଟକାଇବାକୁ ତାଗିଦ ଜରନ୍ତୁ ଟ୍ରିବୁନାଲ*ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, କଟକ, ସାଲେପୁର, କାକଟପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ଆନ୍ଦୋଳନ ଭୁବନେଶ୍ୱର ତା 30 l 4 l ଆସନ୍ତା ମେ 2 ତାରିଖରେ ମହାନଦୀ ଟ୍ରିବୁନାଲର ଶୁଣାଣି ହେବ l ଗତ… Continue reading ମହାନଦୀ ବଞ୍ଚାଓ ଆନ୍ଦୋଳନ

ବାଲୁଗାଁ କଲେଜ ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷା ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ।

ଚିଲିକା,୨୯।୪: ଅଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟ ଶିକ୍ଷା ସମ୍ମାନ ବିଭାଗର ଯୁକ୍ତ ତିନି ଶେଷବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଏଥିରେ ଶିକ୍ଷା ବିଭାଗ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଭାବେ +୨ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଜୀବନର ଲକ୍ଷ୍ୟ ପ୍ରାପ୍ତି ଦିଗରେ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଦର୍ଶନ ବିଭାଗ ମୁଖ୍ୟ କୈଳାସଚନ୍ଦ୍ର ମହାରଣା… Continue reading ବାଲୁଗାଁ କଲେଜ ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷା ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ।

ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ

ବାଲିଅନ୍ତା,୨୯|୪( ଗୋବର୍ଦ୍ଧନ ଦାସ ):ଅଚ୍ୟୁତପୁର ଜଳସମ୍ପଦ ବିଭାଗ ଅଧିନ ଗଞ୍ଜେଇ ଗୋଦାମ ଛକ ଠାରୁ ଭାର୍ଗବୀ ସେତୁ ଏବଂ ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ ଠାରୁ ସାଇଫୋନ ପର୍ଯ୍ୟନ୍ତ 0 ରୁ ୨ କିମି ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଆଜି ଶିଳାନ୍ୟାସ ହୋଇଯାଇଛି l ଏଥିରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ l ଏହି ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ମୋଟ ୪୨ ଲକ୍ଷ ବ୍ୟୟ ଅଟ୍ଟକଳ କରାଯାଇଥିବା… Continue reading ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ

କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ପ୍ରଚାର

ଭୁବନେଶ୍ୱର, ୨୮/୪: ଆଜି ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ସଶକ୍ତ ଓଡ଼ିଶା ତରଫରୁ ସ୍ଥାନୀୟ ଉଜଚ ଛକ କାର୍ଯ୍ୟାଳୟଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ମଧୁବାବୁଙ୍କ କାଳିଆ ଘୋଡ଼ା ପ୍ରବାଦକୁ ପ୍ରକାରାନ୍ତରେ କରାଗଲା । କାଳିଆ ଘୋଡ଼ାରେ ସଶକ୍ତ ଓଡ଼ିଶାର କର୍ମକ ର୍ାମାନେ ଉପସ୍ଥିତ ରହି କାଳିଆ ଘୋଡ଼ାରେ ପରିକ୍ରମା କରିବା ସହ ମଧୁବାବୁ ସମ୍ପର୍କରେ ଆଲୋକପାତ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ସଶକ୍ତ ଓଡ଼ିଶା ଆବାହକ ଶ୍ରୀ ବିଜୟ କୁମାର ପ୍ରଧାନଙ୍କ ସମେତ ଉପଦେଷ୍ଟା… Continue reading କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ପ୍ରଚାର

ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା |

ଚିଲିକା,୨୮।୪: ସ୍ଵର୍ଗତ ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନିଜ ଜନ୍ମ ସ୍ଥାନ ବଉଳା ବନ୍ଧ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଯୋଗ ଦେଇଥିବା ସମସ୍ତ ଅତିଥିମାନେ ସ୍ୱର୍ଗତ ଗାୟକ ଗୌରୀଶଙ୍କର ରଥଙ୍କ ତୈଳଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଗାୟକ ଦକ୍ଷୀଣ କେଶରୀ ରାମଚ଼ନ୍ଦ୍ର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ… Continue reading ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା |

ଗୋ ସମ୍ମାନ ଆହ୍ବାନ ଅଭିଯାନ

ଚିଲିକା,୨୮।୪:ବାଣପୁର ତହସିଲ ଓ ଚିଲିକା ତହସିଲରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଶାନ୍ତି ଶୃଙ୍ଖଳାର ସହ ସ୍ଥାନୀୟ ଗୋ-ସେବକ ମାନେ ଏକ ପ୍ରାର୍ଥନାପତ୍ର ଉପସ୍ଥିତ ତହସିଲଦାରଙ୍କ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ, ଓଡିଶାର ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତିଙ୍କୁ ଗୋ ସୁରକ୍ଷା ଏବଂ ଗୋ ସୁରକ୍ଷା ଆଇନ ଆଣିବାକୁ ପ୍ରାର୍ଥନପତ୍ର ପ୍ରଦାନ କରିଥିଲେ | ଗଙ୍ଗାଧରପୁର ଷ୍ଟେସନ ଠାରୁ ଶତାଧିକ ଗୋସେବକ ମାନେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ଚିଲିକା ତହସିଲ ପର୍ଯ୍ୟନ୍ତ ଯାଇଥିଲେ ଓ… Continue reading ଗୋ ସମ୍ମାନ ଆହ୍ବାନ ଅଭିଯାନ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ। ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ପ୍ରେରଣାମୂଳକ ଆହ୍ୱାନ    

     ଭୁବନେଶ୍ୱର, ୨୮/୪ :   ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 179 ତମ ଜୟନ୍ତୀ ଅବସରରେ ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ  ସ୍ମୃତିଚାରଣ କରାଯାଇଥଲା ।  ଓଡ଼ିଶାର ଉଦ୍ୟୋଗ ଜଗତ ପାଇଁ ମଧୁବାବୁଙ୍କ ଅବଦାନ ଓ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଓଡ଼ିଶା ଉଦ୍ୟୋଗ ପରିବାରର ପ୍ରତିଷ୍ଠାତା ତଥା ଉଦ୍ୟୋଗୀ ଶିବ ନାରାୟଣ ମିଶ୍ର ତାଙ୍କ ଅଭିଭାଷଣ ରଖି କହିଥିଲେ ଯେ, ମଧୁସୂଦନ ଦାସ ଓଡ଼ିଆ ଜାତିକୁ ଆତ୍ମନିର୍ଭର ଓ ଉଦ୍ୟୋଗମୁଖୀ… Continue reading ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ। ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ପ୍ରେରଣାମୂଳକ ଆହ୍ୱାନ    

ବିକଶିତ ରାଷ୍ଟ୍ରର ପରିକଳ୍ପନାରେ ଉଦ୍ୟୋଗୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର ତା 28/04/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶାଉଦ୍ୟୋଗୀ ପରିବାରର ବାର୍ଷିକ ବୈଠକର ସମାପନ ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ନୀଳୟକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଉଦ୍ୟୋଗୀ, ନୂତନ ଉଦ୍ୟୋଗୀ ସେମାନଙ୍କ ସମସ୍ୟା, ସମାଧାନ ସହିତ ରାଷ୍ଟ୍ରର ପ୍ରଗତିରେ ନିଜନିଜ ଶ୍ରେଷ୍ଠତ୍ବ ଦେବା ସହିତ ନୂତନ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମତବ୍ୟକ୍ତ କରିଥିଲେ l ଅଧ୍ୟକ୍ଷ ଶ୍ରୀଯୁକ୍ତ… Continue reading ବିକଶିତ ରାଷ୍ଟ୍ରର ପରିକଳ୍ପନାରେ ଉଦ୍ୟୋଗୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

You cannot copy content of this page