ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”

ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ” l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ଵୀରତ୍ୱର ଗାଥାକୁ ଉଜ୍ଜୀବିତ କରିବା ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଏହି ସ୍ତମ୍ଭ ନିର୍ମାଣ କରାଯିବ l ଇତିହାସର ସେହି ଲୋମହର୍ଷଣକାରୀ ଯୁଦ୍ଧର ସ୍ମାରକୀ ସ୍ୱରୂପ ଏହି ସ୍ମୃତିସ୍ତମ୍ଭ… Continue reading ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”

ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”

ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ” l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ଵୀରତ୍ୱର ଗାଥାକୁ ଉଜ୍ଜୀବିତ କରିବା ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଏହି ସ୍ତମ୍ଭ ନିର୍ମାଣ କରାଯିବ l ଇତିହାସର ସେହି ଲୋମହର୍ଷଣକାରୀ ଯୁଦ୍ଧର ସ୍ମାରକୀ ସ୍ୱରୂପ ଏହି ସ୍ମୃତିସ୍ତମ୍ଭ… Continue reading ଶାନ୍ତିସ୍ତୁପ ପାଦଦେଶରେ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ”

ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ(ଚନ୍ଦନ ଯାତ୍ରା) ବନାମ କପିଳନାଥ

ଭୁବନେଶ୍ଵର ୨୭/୦୪:-ଯଯାତି କେଶରୀ ଓ ଲଲାଟେନ୍ଦୁ କେଶରୀଙ୍କ ଦ୍ଵାରା ଲିଙ୍ଗରାଜ ମନ୍ଦିର ନିର୍ମାଣ କରାଯାଇଥିଲା। ସେହି ସମୟରେ ପଣ୍ଡିତମାନଙ୍କ ଦ୍ୱାରା ନୀତି କାନ୍ତି ନିର୍ଘଣ୍ଟ କରାଯାଇ ତାକୁ ପୁରୁଷ ପୁରୁଷ କ୍ରମେ କାର୍ଯ୍ୟକାରୀ ହୋଇ ଚାଲିଥିଲା। ଚନ୍ଦନ ଯାତ୍ରା ସେଥି ମଧ୍ୟରୁ ଅନ୍ୟତମ। ମହାପ୍ରଭୁ ଲିଙ୍ଗରାଜ ଅକ୍ଷୟ ତୃତୀୟାରୁ ୨୨ ଦିନ ଧରି ବିନ୍ଦୁ ସାଗରରେ ରୈ।ଦ୍ର ତାପରୁ ରକ୍ଷା ପାଇବା ନିମନ୍ତେ ଶୀତଳ ଚାପ ଖେଳନ୍ତି। ଚନ୍ଦନ ଯାତ୍ରାରେ କପିଳେଶ୍ଵରର କପିଳ ନାଥ, ବାସୁଦେବ, ଦୁର୍ଗାଙ୍କ… Continue reading ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ(ଚନ୍ଦନ ଯାତ୍ରା) ବନାମ କପିଳନାଥ

ଭାରତୀୟ ନ୍ୟାୟ ସଂହିତା ଉପରେ ବେଗୁନିଆ ଥାନା ତରଫରୁ ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗୀତା l

ଚିଲିକା,୨୭।୪:-ବେଗୁନିଆ ଥାନା ତରଫରୁ ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସହଯୋଗରେ ବେଗୁନିଆ ବୋଲଗଡରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଭାରତୀୟ ନ୍ୟାୟସଂହିତା ପ୍ରସଙ୍ଗ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୋଲଗଡ ମଣ୍ଡଳ ଅନ୍ତର୍ଗତ ପିଚୁକୁଳିର ପ୍ରଧାନଶିକ୍ଷକ ସୁଧୀର କୁମାର ସେଠୀ, ଦେଉଳିସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଦେଇ ଏବଂ ବେଗୁନିଆସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ… Continue reading ଭାରତୀୟ ନ୍ୟାୟ ସଂହିତା ଉପରେ ବେଗୁନିଆ ଥାନା ତରଫରୁ ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗୀତା l

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଶିଷ୍ଟ ନାଗରିକ ସଂଗୋଷ୍ଠୀ ସମ୍ମିଳନୀ ।

ଚିଲିକା,୨୭।୪:ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ ହଲ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ ଏକ ବିଶିଷ୍ଟ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |ଏଥିରେ ସଙ୍ଘର ଓଡିଶା-ପୂର୍ବ ପ୍ରାନ୍ତର ସହକାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ମୁଖ୍ୟ ବକ୍ତା ରୂପେ ସମସ୍ତଙ୍କୁ ପାଞ୍ଚ ପରିବର୍ତନ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ ।ଭାରତକୁ ପରମ ବୈଭବ କରିବାକୁ ହେଲେ ପ୍ରଥମେ ସ୍ବଦେଶୀ ଜିନିଷ କିପରି ବ୍ୟବହାର ହେବ ତାସହ ନାଗରିକ କର୍ତ୍ତବ୍ୟ, ସମାଜପ୍ରତି କିଭଳି ଅନ୍ୟ… Continue reading ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଶିଷ୍ଟ ନାଗରିକ ସଂଗୋଷ୍ଠୀ ସମ୍ମିଳନୀ ।

ଓଡ଼ିଆ ଚଳଚିତ୍ର ଜଗତର ସଫଳତା

Priyabrata Barik: ଭୂବନେଶ୍ୱର,୨୭ଏପ୍ରିଲ: ଅନେକ ଦିନ ଧରି ଓଡ଼ିଆ ସିନେମା ରୁ ଦର୍ଶକ ମାନଙ୍କର ଆଗ୍ରହ କମି କମି ଯାଉଥିବା ବେଳେ, ଏବେଏବେ ମୁକ୍ତିଲାଭ କରିଛି ଅନେକ ଗୁଡିଏ ଚଳଚତ୍ର ସେଗୁଡିକ ହେଲା ବୋଉ,ବୁଟୁ ଭୂତ, କାଙ୍ଗୁଲା, ବରବଧୂ, ମୁରବୀ, ଦର୍ପଣ,ବିନ୍ଦୁସାଗର,ଆଫା, ଏବେ ମୁକ୍ତିଲାଭ ଅପେକ୍ଷାରେ ଅଛି ମନ୍ତ୍ରମୁଗ୍ଧ ଏକ ହରହର ସିନେମା । ଏବେ କିନ୍ତୁ ଦର୍ଶକ ମାନଙ୍କୁ ପୁଣିଥରେ ପ୍ରେକ୍ଷାଳୟକୁ ଟାଣି ଆଣିଛି । କାହିଁକି ନା ଆଗରୁ ସମସ୍ତେ ଭାବୁ ଥିଲେ ଯେ… Continue reading ଓଡ଼ିଆ ଚଳଚିତ୍ର ଜଗତର ସଫଳତା

ରାଜଧାନୀ ଭୂବନେଶ୍ଵରରେ ଡେଲିଭରୀବୟଙ୍କୁ ଆକ୍ରମଣ ।

ଭୂବନେଶ୍ୱର,26ଏପ୍ରିଲ:ଭୂବନେଶର ମୈତ୍ରୀ ବିହାର ଥାନା ଅଞ୍ଚଳର ଘଟଣା। ଡେଲିଭରୀ ବୟକୁ ପୁଣି ମାଡ ମାରିବା, ଡେଲିଭରୀବୟ ଜଣଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତି swiggy app ରୁ ୨୬ତାରିଖ ରାତି ୧୨ଟା ୪ରେ ଖାଇବା ଅର୍ଡ଼ର କରିଥିଲେ, ଏବଂ ସଠିକ୍ ସମୟ ୧୨.୨୦ରେ ଅର୍ଡର ଧରୀ ଗ୍ରାହାକଙ୍କ ପାଖକୁ ଯାଇ ତାଙ୍କୁ ଫୋନ କରିଥିଲେ ସେ ରିସିଭ କରିବାକୁ ଆସିନଥିଲେ । ବିଳମ୍ବ ହେବାରୁ ସେ ଅନ୍ୟ ଜଣଙ୍କୁ ପଠାଇଥିଲେ, ଡେଲିଭରୀ ବୟ ଜଣଙ୍କ ସେ ବ୍ୟକ୍ତି… Continue reading ରାଜଧାନୀ ଭୂବନେଶ୍ଵରରେ ଡେଲିଭରୀବୟଙ୍କୁ ଆକ୍ରମଣ ।

ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଥିଲେ ଅତୁଳନୀୟ ପ୍ରତିଭାର ଅଧିକାରୀ

ଭୁବନେଶ୍ୱର ତା 26/04/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ସାଂସ୍କୃତିକ ସଂଗଠନ ମାନଙ୍କ ପକ୍ଷରୁ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ 135 ତମ ଜୟନ୍ତୀ ଓ ସ୍ମୃତିଚାରଣ ଦିବସ ଅନୁଷ୍ଠିତ ଏଜି ଛକ ନିକଟ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପ ମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି lକାର୍ଯ୍ୟକ୍ରମରେ ମୁଖ୍ୟ… Continue reading ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଥିଲେ ଅତୁଳନୀୟ ପ୍ରତିଭାର ଅଧିକାରୀ

ଓଡ଼ିଶ ଗ୍ରାମରେ ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଖୁବ୍ ଧୁମଧାମ ସହକାରେ ଶନିଓଷା ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଶନିଦେବଙ୍କ ଜନ୍ମ ଦିବସକୁ ଶନିଓଷା ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଇଉଥିବାବେଳେ ଏହି ଅବସରରେ ଓଡ଼ିଶ ଗ୍ରାମରେ ଏହି ଓଷା ଗ୍ରାମର ବିଭିନ୍ନ ସାହିରେ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ସାହିର ମହିଳାମାନେ ଏକତ୍ରିତ ହୋଇ ଆମ୍ବ ଗଛ ମୂଳେ ସଂପୂର୍ଣ୍ଣ ଭକ୍ତିପୂତ ଭାବେ ପାଳନ କରିଥିବାକୁ ମିଳିଥିଲା। ଏଥିରେ… Continue reading ଓଡ଼ିଶ ଗ୍ରାମରେ ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ

ଓଡ଼ିଶ ଗ୍ରାମରେ ନୂତନ ମହାପାଟ ପୀଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଅଧିଷ୍ଠିତ ମହାପାଟଙ୍କ ନୂତନ ପୀଠର ପ୍ରତିଷ୍ଠା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପୀଠ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ଯୋଗଦେଇଥିବାବେଳେ ପ୍ରମୁଖ ସହାୟତାର ହାତ ବଢ଼ାଇଥିଲେ ମିଲନ ମହାନ୍ତି। ଏହି ପୀଠର ପ୍ରତିଷ୍ଠା ଉତ୍ସବକୁ ସୂଚାରୂରୂପେ ସମାପନ ଲାଗି ପ୍ରମୁଖ ସହଯୋଗ କରିଥିଲେ ଉକ୍ତ ଗ୍ରାମର ପାତ୍ର ସାହିର ହଳଧର ପାତ୍ର, ବୁଲୁ ପାତ୍ର, ସରୋଜ… Continue reading ଓଡ଼ିଶ ଗ୍ରାମରେ ନୂତନ ମହାପାଟ ପୀଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

You cannot copy content of this page