କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) ବର୍ତ୍ତମାନ ଗ୍ରୀଷ୍ମଋତୁ ର ଆଗମନ।ଦିନକୁ ଦିନ ଗ୍ରୀଷ୍ମ ତାପ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି। କଲମପୁର ଅଞ୍ଚଳରେ ଏଭଳି ସ୍ଥିତିରେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ଜନ ଜୀବନ ପ୍ରଭାବିତ ହେଉଛି। ରିତିମତ ଜଙ୍ଗଲରେ ନିଆଁ ଲାଗି ଯାଉଛି। ଏଥିପାଇଁ ଶାଳ,ପିଆଶାଳ,ଶାଗୁଆନ, ଗମ୍ଭାରୀ ଭଳି ମୂଲ୍ୟବାନ ବୃକ୍ଷ ନଷ୍ଟ ହେଉଛି। ଏହି ସବୁ ଜଙ୍ଗଲରେ ବାଉଁଶ ଗଛ ଅଧିକ ଥିବାରୁ ଶୁଖୁଲା ବାଉଁଶ ପତ୍ରରେ ନିଆଁ… Continue reading ସଂରକ୍ଷିତ ଜଙ୍ଗଲରେ ଲାଗୁଛି ନିଆଁ,ନଷ୍ଟ ହେଉଛି ମୂଲ୍ୟବାନ ଗଛ
ସଂରକ୍ଷିତ ଜଙ୍ଗଲରେ ଲାଗୁଛି ନିଆଁ,ନଷ୍ଟ ହେଉଛି ମୂଲ୍ୟବାନ ଗଛ