ଚିଲିକା,୧୫ ।୪: ଆଜି ନାଚୁଣୀ ସ୍ଥିତ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ ଚଳିତ ବର୍ଷର ବିଷୁବ ମିଳନ ଉତ୍ସବ ଆଶିଷ ଭବନଠାରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ଭଜନ ସମାରୋହ ଓ ଆଧ୍ୟାତ୍ମିକ ଆଲୋଚନା ଚ଼କ୍ର ଅନୁଷ୍ଠାନର ସଭାପତି ଗଙ୍ଗାଧର ପ୍ରଧାନଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନା ଚକ୍ରରେ ନାଚୁଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ସାହୁ, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମର୍ଦ୍ଧରାଜ ସରକାରୀ ହାଇସ୍କୁଲର… Continue reading ଜାଗୃତିକା ତରଫରୁ ବିଷୁବ ମିଳନ ପାଳିତ ।
ଜାଗୃତିକା ତରଫରୁ ବିଷୁବ ମିଳନ ପାଳିତ ।