ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ

ଧଉଳି :-ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ଭୁବନେଶ୍ୱର ଙ୍କ ସହିତ ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ, ଏକାମ୍ର ଭୁବନେଶ୍ୱର, ଶ୍ରୀମତୀ ନିରୁପମା ସାହୁ, ବ୍ଲକ ଅଧ୍ୟକ୍ଷା, ଭୁବନେଶ୍ୱର, ଶ୍ରୀ କ୍ଷୀରୋଦ ପ୍ରଧାନ, ସରପଞ୍ଚ, ଲିଂଗିପୁର ପଂଚାୟତ ଙ୍କ ଉପସ୍ଥିତି ରେ ମୃତ୍ୟୁଞ୍ଜୟ ବିହାର, ଲିଂଗିପୁର ପଂଚାୟତ, ଭୁବନେଶ୍ୱର ଠାରେ ଗତ… Continue reading ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ

ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଲାଗି ସଫେଇ କାର୍ଯ୍ୟ ଅନୁଷ୍ଠିତ

ଭୂବନ, (ବିମଳ କୁମାର ରଣାଙ୍କ ରିପୋର୍ଟ): ରାମ ନବମୀରେ ଓଡ଼ିଶ ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀବିଗ୍ରହ ଆନୁଷ୍ଠାନିକ ଭାବେ ପ୍ରତିଷ୍ଟା କରାଯିବାର ଜଣାପଡିଛି। ଗ୍ରାମର ସମସ୍ତ ଲୋକେ ଏକତ୍ରିତ ହୋଇ ଏହାକୁ ଏକ ଉତ୍ସବ ଭାବେ ପାଳନ କରିବାକୁ ଯାଉଛନ୍ତି। ଗ୍ରାମରେ ପ୍ରଭୁ ରାମଙ୍କ ପ୍ରତିମୂର୍ତିଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅଣାଯାଇଥିବା ଦେଖିିବାକୁ ମିଳିଥିବାବେଳେ ସମସ୍ତ ଗ୍ରାମବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରାଙ୍ଗଣ ଓ… Continue reading ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଲାଗି ସଫେଇ କାର୍ଯ୍ୟ ଅନୁଷ୍ଠିତ

ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ

ଧଉଳି :-ତା – 22 ମାର୍ଚ୍ଚ 2026 ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ଭୁବନେଶ୍ୱର ଙ୍କ ସହିତ ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ, ଏକାମ୍ର ଭୁବନେଶ୍ୱର, ଶ୍ରୀମତୀ ନିରୁପମା ସାହୁ, ବ୍ଲକ ଅଧ୍ୟକ୍ଷା, ଭୁବନେଶ୍ୱର, ଶ୍ରୀ କ୍ଷୀରୋଦ ପ୍ରଧାନ, ସରପଞ୍ଚ, ଲିଂଗିପୁର ପଂଚାୟତ ଙ୍କ ଉପସ୍ଥିତି ରେ ମୃତ୍ୟୁଞ୍ଜୟ ବିହାର,… Continue reading ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ

ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା |

ଚାନ୍ଦବାଲି :- ଭଦ୍ରକଜିଲ୍ଲାର ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଭାରତୀୟ ସଂସ୍କୃତି ଅନୁଯାଇ ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ପବିତ୍ର କରଣ କରାଯାଇ ଲଲାଟରେ ତିଳକ ଧାରଣ କରି ବନ୍ଦାପନା କରାଯାଇଥିଲା ଏବଂ ନୂତନ କରି ନିଯୁକ୍ତି ହୋଇଥିବା ମାନସ ପଣ୍ଡାଙ୍କୁ ଫାର୍ମାସିଷ୍ଟଅଫିସ ରୂପେ ପୁଷ୍ପ ଗୋଚ୍ଛ ଦେଇ ସ୍ୱାଗତ କରାଯାଇଥିଲା | ମତୋ ପ୍ରାଥମିକ ସ୍ଵାସ୍ଥ୍ୟ… Continue reading ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା |

ଆହାର କେନ୍ଦ୍ର ଖୋଲୁ ଖୋଲୁ ଏକ ଘଣ୍ଟା ଭିତରେ ସରିଯାଉଛି ଖାଦ୍ୟ

ଭୁବନେଶ୍ୱର : [3:28 pm, 24/3/2026] Priyabrata Barik: ଆମେରିକା ଇସ୍ରାଏଲ ଏବଂ ଇରାନ ଯୁଦ୍ଧକୁ ଆଜିକୁ 23 ଦିନରେ ପହଁଚିଲାଣି, କିନ୍ତୁ ଯୁଦ୍ଧ କେବେ ସରିବ କାହାକୁ ଜଣା ନାହିଁ l ଏହାରି ଭିତରେ ଏକ ସଙ୍କଟ ଦେଖାଦଇଛି କଟକ ଏବଂ ଭୁବନେଶ୍ୱରରେ, ହଷ୍ଟେଲ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଏବଂ ଅନ୍ୟ ରାଜ୍ୟ ରୁ ଆସି job କରୁଥିବା ଲୋକମାନେ l ଯେହେତୁ ଗ୍ୟାସର ଅଭାବ ପୂରଣ ହୋଇପାରୁନାହିଁ ରୋଷଇ କରିବା ରେ… Continue reading ଆହାର କେନ୍ଦ୍ର ଖୋଲୁ ଖୋଲୁ ଏକ ଘଣ୍ଟା ଭିତରେ ସରିଯାଉଛି ଖାଦ୍ୟ

ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ବାଲିଅନ୍ତା,୨୩|୩):ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଜି ବୁଲି ଦେଖିଛନ୍ତି ପଡୋଶୀ ଆନ୍ଧ୍ରପ୍ରଦେଶର ୩୫ ଜଣ ପ୍ରଶାସନିକ ସେବା ବା ବ୍ଲକ ଉନ୍ନୟନ ଅଧିକାରୀ l ସେମାନେ ପହଞ୍ଚିବା ପରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତଂ କରାଯାଇଥିଲା l ପରେ ସେମାନେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ସେଗୁଡିକର କାର୍ଯ୍ୟକ୍ଷମ ଉପରେ ଦୃଷ୍ଟି ଦେଇଥିଲେ l ଏଥିସହ ନିର୍ମାଣଧିନ ପ୍ରକଳ୍ପ ଗୁଡିକ ଦେଖିଥିଲେ… Continue reading ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ଇକୋସେଭର୍ସ: ଯୁଥ୍ ନେଟୱାର୍କ ପାଳନ କଲେ ବିଶ୍ବ ଜଳ ଦିବସ

ବାଲିଅନ୍ତା ୨୨/୦୩:-ଜଳ ଜୀବନ ପାଇଁ ସବୁଠାରୁ ଆବଶ୍ୟକୀୟ ପ୍ରାକୃତିକ ସମ୍ପଦ ମଧ୍ୟରୁ ଗୋଟିଏ । କିନ୍ତୁ ଜନସଂଖ୍ୟାର ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ ଜଳର ଅପବ୍ୟବହାର ଫଳରେ ବିଶ୍ବରେ ଜଳ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଗ୍ରାମାଞ୍ଚଳର ଅଧିବାସୀ ମାନେ ସୁରକ୍ଷିତ ଓ ପର୍ଯ୍ୟାପ୍ତ ପାଣି ପାଇବାରେ ବିଭିନ୍ନ ସମସ୍ୟାର ସମ୍‌ମୁଖୀନ ହେଉଛନ୍ତି I ଜଳ ସଂରକ୍ଷଣ, ଜଳାଶୟ ସୁରକ୍ଷା ଓ ଚିରସ୍ଥାୟୀ ଜଳ ପରିଚାଳନା ସମ୍ପର୍କରେ ସଚେତନ‌ତା ବୃଦ୍ଧି ପାଇଁ ପ୍ରତିବର୍ଷ ୨୨… Continue reading ଇକୋସେଭର୍ସ: ଯୁଥ୍ ନେଟୱାର୍କ ପାଳନ କଲେ ବିଶ୍ବ ଜଳ ଦିବସ

ଉପଯୁକ୍ତ ପ୍ରମାଣ ଅଭାବରୁ ଗୋଲାମୁଣ୍ଡା ଥାନା ପୂର୍ବତନ ଏଏସ୍‌ଆଇ ନିର୍ଦୋଷ ରେ ଖଲାସ

କଳାହାଣ୍ଡି,(୨୩|୩ -ପ୍ୟାରିଲାଲ ଦୁର୍ଗା): ଜମିଜମା ଘଟଣାରେ ଏକ ମାରପିଟ ମାମଲାରେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ବଦ୍ରିନାରାୟଣ ନନ୍ଦ ଗୋଲାମୁଣ୍ଡା ଥାନାର ପୂର୍ବତନ ଏଏସ୍‌ଆଇ ରାଜକପୁର ବେହେରାଙ୍କୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି। ୨୦୧୯ ମସିହା ଜୁନ ୨୫ରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡ଼କେଲ ଗ୍ରାମର ତ୍ରିନାଥ ନାଏକ ଓ ସେହି ଗ୍ରାମର ଦୟାନିଧି ଭତ୍ରିଆଙ୍କ ପରିବାର ମଧ୍ୟରେ ଜମିଜମା ବିବାଦକୁ ନେଇ ମାରପିଟ ହୋଇଥିଲା। ଏ ସମ୍ପର୍କରେ ତ୍ରିନାଥ ଗୋଲାମୁଣ୍ଡା ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ… Continue reading ଉପଯୁକ୍ତ ପ୍ରମାଣ ଅଭାବରୁ ଗୋଲାମୁଣ୍ଡା ଥାନା ପୂର୍ବତନ ଏଏସ୍‌ଆଇ ନିର୍ଦୋଷ ରେ ଖଲାସ

ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଓ ସମାଧାନ ଶିବିର

କଳାହାଣ୍ଡି,୨୩|୩ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏସଜି ଏସୱାଇ ମିଟିଙ୍ଗ ହଲ ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଓ ସମାଧାନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଅଭିଯୋଗ ଜନ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକୁ ବିଭାଗୀୟ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ। ଏହି ଶିବିରରେ… Continue reading ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଓ ସମାଧାନ ଶିବିର

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ପ୍ରାଚୀନ ଓଡ଼ିଆ ସାହିତ ରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁନୀଲ୍ କୁମାର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆଲୋଚକ ଭାବେ ଅଧ୍ୟାପିକା ରାଜଲକ୍ଷ୍ମୀ ବେହେରା ଓ ସମୀକ୍ଷକ ଭାବେ ସାହିତ୍ୟିକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଯୋଗଦେଇ… Continue reading ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର

You cannot copy content of this page