ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ବ୍ଲକର କିଛି ଗ୍ରାମରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ, ଘୁର୍ଣ୍ଣିଝଡ ସହିତ କୁଆପଥର ମାଡ଼ ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇଥିବା ର ଏବଂ ୪୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଆହତ ହୋଇଥିବା ର ଜଣାଯାଇଛି । ପ୍ରାପ୍ତ ସୂଚନା ମୁତାବକ ଆଜି ଅପରାହ୍ନରେ ଆକାଶରେ କଳା ହାଣ୍ଡିଆ ମେଘ ସହିତ ଘୂର୍ଣ୍ଣିଝଡ଼ ପ୍ରଭାବରେ କ୍ଷୀପ୍ର ବେଗରେ ପବନ… Continue reading ୨ ମୃତ, ୨୦ରୁ ଅଧିକ ଆହତ ବାରିପଦା
୨ ମୃତ, ୨୦ରୁ ଅଧିକ ଆହତ ବାରିପଦା