ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ଇରାନକୁ ପୁଣି ଡରେଇଛନ୍ତି ଆମେରିକା ରାଷ୍ଟ୍ରପତି । ହୋର୍ମୁଜ ଜଳପଥରେ ତୈଳ ଯୋଗାଣରେ ବାଧା ଦେଲେ ପରିଣାମ ଭୟାବହ ହେବ । ଯେତିକି ଆକ୍ରମଣ କରିଛୁ ତାହାର ୨୦ ଗୁଣା ଅଧିକ ଆକ୍ରମଣ କରିବୁ । ମୃତ୍ୟୁ, ନିଆଁ ଓ କ୍ରୋଧ ସେମାନଙ୍କ ଉପରେ ରାଜତ୍ୱ କରିବ ବୋଲି ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି… Continue reading ଆକ୍ରମଣ ପ୍ରତିଆକ୍ରମଣରେ ଜଳୁଛି ମଧ୍ୟପ୍ରାଚ୍ୟ
ଆକ୍ରମଣ ପ୍ରତିଆକ୍ରମଣରେ ଜଳୁଛି ମଧ୍ୟପ୍ରାଚ୍ୟ