ରନ୍ଧନ ଗ୍ୟାସ ପରେ ଖାଇବାତେଲ ଦରବୃଦ୍ଧି

ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା । ସେପଟେ ତେଲ ଦାମକୁ ନେଇ ଚିନ୍ତାରେ ଖାଉଟି । ବ୍ୟବସାୟୀ ମହାସଂଘ କହିଲା ଦାମ ବଢ଼ିଛି, ହେଲେ ରାଜ୍ୟରେ ମହଜୁଦ ଅଛି ମାସକର ତେଲ । ବ୍ୟସ୍ତ ନହେବାକୁ ଖାଉଟିଙ୍କୁ ନିବେଦନ । ରନ୍ଧନ ଗ୍ୟାସ ପରେ ଭାରି ପଡିଲା ଖାଇବା ତେଲ ଦରବୃଦ୍ଧି । ହାଣ୍ଡିଶାଳରେ ଉପରେ ମହଙ୍ଗାମାଡ଼ । ରିଫାଇନ୍ ଓ ପାମୋଲିନ ତେଲ ଲିଟର ପିଛା ହାରାହରି ୫ରୁ ୬ ଟଙ୍କା ବୃଦ୍ଧି… Continue reading ରନ୍ଧନ ଗ୍ୟାସ ପରେ ଖାଇବାତେଲ ଦରବୃଦ୍ଧି

ଇରାନ ଆକାଶରୁ ଖସୁଛି କଳା ଓ ତେଲିଆ ବର୍ଷା

ନୂଆଦିଲ୍ଲୀ : ଚାହୁଁଚାହୁଁ ବିତିଗଲାଣି ୧୦ ଦିନ, ୧୦ ରାତି । ତଥାପି ଥମିବା ତ ଦୂରର କଥା, ଆହୁରି ଭୟାବହ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଆଜି ଦଶମ ଦିନରେ ଇରାନ ଉପରେ ଆକ୍ରମଣ ଜୋରଦାର କରିଛନ୍ତି ଆମେରିକା ଓ ଇସ୍ରାଏଲ୍ । ତେବେ ଯୁଦ୍ଧ ବିଭୀଷିକା ଭିତରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସଂକଟକୁ ନେଇ ପ୍ରକାଶ ପାଇଛି ଉଦବେଗ । ଏପଟେ ମଧ୍ୟପ୍ରାଚ୍ୟ ସ୍ଥିତି ଓ ଭାରତ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଆଜି ସଂସଦରେ… Continue reading ଇରାନ ଆକାଶରୁ ଖସୁଛି କଳା ଓ ତେଲିଆ ବର୍ଷା

ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ଦେଲା କଳାହାଣ୍ଡି ଆଦିବାସୀ ମହାସଂଘ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

କଳାହାଣ୍ଡି,୧0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ସାମ୍ବିଧାନିକ ପ୍ରକ୍ରିୟା ହିସାବରେ st -sc ଚାକିରିଆ ମାନେ ସଂରକ୍ଷଣ ବ୍ଯତୀତ ସାଧାରଣ ବର୍ଗରେ ଯଦୀ ପ୍ରମୋଶନ ପାଇବା ଯୋଗ୍ୟତା ହାସଲ କରି ପାରିଲେ ସାଧାରଣ ବର୍ଗ ହିସାବରେ ମଧ୍ଯ ପ୍ରମୋଶନ ସୁବିଧା ପାଇବା ସାମ୍ବିଧାନିକ ବ୍ୟବସ୍ଥା | st-sc ମାନେ କେବଳ ସଂରକ୍ଷଣ ହିସାବରେ ପ୍ରମୋଶନ ହେବେ ଯେତେ ସିନିୟର ହେଲେ ମଧ୍ୟ ସାଧାରଣ ବର୍ଗ ହିସାବରେ ପ୍ରମୋଶନ ହୋଇ ପାରିବେ ନାହିଁ ବୋଲି ବିରୋଧ କରି ସାଧାରଣ ବର୍ଗର ଚାକିରିଆ… Continue reading ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ଦେଲା କଳାହାଣ୍ଡି ଆଦିବାସୀ ମହାସଂଘ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ ଅନୁଷ୍ଠିତ

ଭୁବନ: ପବିତ୍ର ଦୋଳ ତଥା ହୋଲି ଅବସରରେ ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଆନୁଷ୍ଠାନିକ ଭାବେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମଧ୍ୟ ସ୍ଥଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାପନା ଏବଂ ଯଜ୍ଞକୁଣ୍ଡ ନିର୍ମାଣ କରାଯାଇ ତିନି ଦିନ ଧରି ଆନୁଷ୍ଠାନିକ ଭାବେ ଯଜ୍ଞ ଅନୁଷ୍ଠାନ କରାଯାଇଥିବା ଦେଖିବାକୁ ମିଳିଛି। ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ତିନି ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଭଳି ଚଳିତ… Continue reading ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ ଅନୁଷ୍ଠିତ

ଭିନ୍ନକ୍ଷମ ସଶକ୍ତିକରଣ ଅଭିଯାନ

କଳାହାଣ୍ଡି,୯।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଭିନ୍ନକ୍ଷମମାନଙ୍କୁ ସରକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା କରୁଛନ୍ତି ବର୍ଷକୁ ବର୍ଷ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଉଛି। ଏହି ପରିପ୍ରେକ୍ଷିରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ଓ ବ୍ଲକ ପ୍ରଶାସନଙ୍କ ମିଳିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠିଙ୍କ ତତ୍ବାବଧାନରେ ଅନୁଷ୍ଠିତ… Continue reading ଭିନ୍ନକ୍ଷମ ସଶକ୍ତିକରଣ ଅଭିଯାନ

ଜମିଲା ବାଳକାଟି ପଞ୍ଚୁଦୋଳ ମେଳଣ ୧୨ ରେ ହରିହର ଭେଟ

ବାଲିଅନ୍ତା: ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ପଞ୍ଚୁଦୋଳ ମେଳଣ କମିଟି, ପ୍ରତାପଶାସନ ପଞ୍ଚାୟତ ବାସୀ, ଚାରିଦେଶର ମୁରବୀଙ୍କ ମିଳିତ ସହଯୋଗରେ ରବିବାର ବିଳମ୍ବିତ ରାତିରେ ଜମିଛି ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ। ପ୍ରଥା ଓ ପରମ୍ପରା ଅନୁସାରେ ପ୍ରଥମେ ଏହି ମେଳଣର ଥାନପତି ତଥା ଚାରିଦେଶର ମୁରବୀ ବାବା ସ୍ଵପ୍ନେଶ୍ଵର ଦେବଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର, ବାବା ବାଲୁଙ୍କେଶ୍ୱର ଦେବ ଓ ଶ୍ରୀ ଦୋଳଗୋବିନ୍ଦ ଦେବଙ୍କୁ ସୁସଜ୍ଜିତ ବିମାନରେ ଘଣ୍ଟଘଣ୍ଟା, ଖୋଳକିର୍ତ୍ତନ ବଜାଇ ଏକ ବିରାଟ… Continue reading ଜମିଲା ବାଳକାଟି ପଞ୍ଚୁଦୋଳ ମେଳଣ ୧୨ ରେ ହରିହର ଭେଟ

କିସ ଆବାସିକ ବିଦ୍ୟାଳୟ ଠାରେ ମହିଳା ଦିବସ ପାଳିତ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ବାଦିଲିଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟ ପରିସରରେ “ଆନ୍ତର୍ଜାତୀୟ ମହିଳା ଦିବସ” ମହାସମାରୋହ ରେ ପାଳିତ ହୋଇଯାଇଛି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରତିନିଧି ଓଡିଶା ଭାସ୍କର ଶ୍ରୀଯୁକ୍ତ ଲଳିତ କାନୁନଗୋ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡଃ. ପଲ୍ଲୀଶ୍ରୀ ପଟ୍ଟନାୟକ ଓଡ଼ିଆ ବିଭାଗର ମୁଖ୍ୟ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଉପସ୍ଥିତ ରହିଥିଲେ । କିସ୍ ବିଦ୍ୟାଳୟର ଉପ… Continue reading କିସ ଆବାସିକ ବିଦ୍ୟାଳୟ ଠାରେ ମହିଳା ଦିବସ ପାଳିତ

ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ । ତେହେରାନ ଉପରେ ବର୍ଷୁଛି ମିସାଇଲ । ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି । ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ ଏବଂ କୂଟନୈତିକ ଚାପ ବଢ଼ି ଚାଲିଛି । ଧ୍ୱଂସ ହେଉଛି ଇରାନର ସାମରିକ ଶକ୍ତି । ଛାରଖାର ହେଉଛି ନୌସେନା । ନବମ ଦିନରେ ପହଞ୍ଚିଛି ଯୁଦ୍ଧ । ଘମାଘୋଟ ହେଉଛି ଆକ୍ରମଣ ପ୍ରତିଆକ୍ରମଣ… Continue reading ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ

ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିପର୍ତନ ର ବାର୍ତବହ ହୋଇପାରିଛି ।୧ କୋଟିରୁ ଅଧିକ ମହିଳାଙ୍କ ଆକାଉନ୍ଟ କୁ ଗଲା ୫,୧୦୬ କୋଟି ରୁ ଅଧିକ ଟଙ୍କା । ଆଗାମୀ ଦିନରେ ଅଧିକରୁ ଅଧିକ ମା ଏହି ପରିବର୍ତର୍ନ ଯାତ୍ରାରେ ସାମିଲ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ ତଥା ଅନ୍ତର୍ଜାତୀୟ… Continue reading ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ପୁଣି ଇତିହାସ ରଚିଲା ଭାରତ ଟି-୨୦ ବିଶ୍ୱକପ୍ ରେ ଭାରତ ବିଶ୍ୱବିଜେତା

ନରେନ୍ଦ୍ର ମୋଦି ଷ୍ଟାଡିୟରେ ଭାରତୀୟ ଟିମ ଲେଖିଛି ନୂଆ ଇତିହାସ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସତ ହୋଇଛି ହିଷ୍ଟ୍ରୀ ରିପିଟ, ହିଷ୍ଟ୍ରୀ ଡିଫିଟ ନାରା । କ୍ରମାଗତ ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଜିତିଛି ଟି-୨୦ ବିଶ୍ୱକପ । ରେକର୍ଡ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପକୁ ନିଜ ନାଁରେ କରିଛି । ୨୦୦୭ ଓ ୨୦୨୪ ଭଳି ୨୦୨୬ରେ ହିଷ୍ଟ୍ରୀକୁ ରିପିଟ କରି ଭାରତୀୟ ଟିମ । ପୂରା… Continue reading ପୁଣି ଇତିହାସ ରଚିଲା ଭାରତ ଟି-୨୦ ବିଶ୍ୱକପ୍ ରେ ଭାରତ ବିଶ୍ୱବିଜେତା

You cannot copy content of this page