ରାଜ୍ୟ

ରାଜ୍ୟ

ସ୍ନାନ ମଣ୍ଡପରେ କାଳିଆ ସାଆନ୍ତ ୧୦୮ ଗରା ଜଳରେ ଦିବ୍ୟ ସ୍ନାନ

ଜୟ ଜଗନ୍ନାଥ। ସ୍ନାନ ମଣ୍ଡପରୁ ଶ୍ରୀଜୀଉମାନଙ୍କ ଦିବ୍ୟ ଦର୍ଶନ କରି ଆହ୍ଲାଦିତ ସାରା ବିଶ୍ୱ। ବର୍ଷସାରା ରତ୍ନବେଦୀରେ ମହାପ୍ରଭୁଙ୍କର ବିମ୍ବ ସ୍ନାନ କରାଯାଉଥିବା ବେଳେ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାର ଏହି ପବିତ୍ର ତିଥିରେ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ବଡ଼ଠାକୁର, ମହାପ୍ରଭୁ

Read More »
ମହାନଗର

ସଂଗ୍ରାମୀ ଦୋଳଗୋବିନ୍ଦ ଜଣେ ନୀତିନିଷ୍ଠ ମଣିଷ ଥିଲେଜନ୍ମ ଶତବାର୍ଷିକ ମହୋତ୍ସବ ପାଳିତ

ଭୁବନେଶ୍ୱର, ୨୮.୬ : ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ, ସାରସ୍ୱତ ସାଧକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ରବିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାଗୃହରେ ମହାତ୍ମାଗାନ୍ଧୀ ଅହିଂସା

Read More »
ରାଜ୍ୟ

ଗୋଲାମୁଣ୍ଡା ବ୍ଲକ ଜନ ସମ୍ପର୍କ ସାମ୍ବାଦିକ ସଂଘର ସମୀକ୍ଷା ବୈଠକ

ଧର୍ମଗଡ଼ ୨୮/୬/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିୟା ଜଳେଶ୍ଵର ମନ୍ଦିର ଠାରେ  ଶ୍ରୀଯୁକ୍ତ ରାମ କୁମାର ସେନାପତି ଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି l । ବୈଠକ ପୂର୍ବରୁ ଜଳେଶ୍ଵର

Read More »
ରାଜ୍ୟ

ଶ୍ରୀ ସତ୍ୟସାଇ ସେବା ସମିତି ଧର୍ମଗଡ଼ ରେ ସାଧନା ଶିବିର ଅନୁଷ୍ଠିତ

ଧର୍ମଗଡ ୨୮/୬/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ )ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା କଳାହାଣ୍ଡି ସମିତି ସ୍ତରୀୟ ସାଧନାଶିବିର ଶ୍ରୀ ସତ୍ୟସାଇ ସେବା ସମିତି ଧର୍ମଗଡ଼ ଆନୁକୂଲ୍ୟରେ ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ଓଁ କାରମ, ସୁପ୍ରଭାତମ କରାଯାଇଥିଲା

Read More »
ରାଜ୍ୟ

ସୁଦର୍ଶନ ଦାରୁପୀଠରେ ଉମା ମାର୍ଶାଲ ଆର୍ଟ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧନା

ବାଲିଅନ୍ତା, ୨୮/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ଆୟୁଷ କ୍ୟାରେଟ ଏକାଡେମୀ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜାତୀୟସ୍ତରୀୟ ଇ କରାଟେ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ସ୍ବର୍ଣ୍ଣ, ରୌପ୍ୟ ଓ

Read More »
ରାଜ୍ୟ

ସୁଶିଳାପ୍ରଭା ସ୍ମୃତି ସମ୍ମାନ ୨୦୨୫-୨୬ ପ୍ରଦାନ ଉତ୍ସବ |

ବାଲିଅନ୍ତା ୨୮/୦୬(ଗୋବର୍ଦ୍ଧନ ଦାସ):– ୨୦୨୫ଏବଂ ୨୦୨୬ ମସିହା ନିମନ୍ତେ ଶିଶୁସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ବଂକିମ ଚନ୍ଦ୍ର ନାୟକ ଏବଂ ଶ୍ରୀମତୀ ତନୟା ଦାସଗୋସ୍ୱାମୀ ଙ୍କୁ ସୁଶୀଳାପ୍ରଭା ସ୍ମୃତିସମ୍ମାନ ପ୍ରଦାନ କରାଯାଇଛି। ବାଳକାଟୀ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ

Read More »
ମହାନଗର

ଓଡ଼ିଆ ସିନେମା ‘ଗଣ୍ଡ ଭୈରବ’ – କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି।

ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀମନ୍ଦିରରେ ଅବଢ଼ା ବୋଝିଆ ଭାବେ ସେବା କରୁଥିବା ଏକ ସାଧାରଣ ଯୁବକଙ୍କ ଅସାଧାରଣ ସଂଘର୍ଷ, ଭକ୍ତି, ତ୍ୟାଗ ଓ ଆତ୍ମବିଶ୍ୱାସର କାହାଣୀ ହେଉଛି ‘ଗଣ୍ଡ ଭୈରବ’। ବିଶିଷ୍ଟ କାହାଣୀକାର ଶଙ୍କର ତ୍ରିପାଠୀଙ୍କ

Read More »
ମହାନଗର

ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ

ଭୁବନେଶ୍ୱର ତା 26/06/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ

Read More »
ରାଜ୍ୟ

କୁଡାସିଂହାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା (ଏସ୍‌ଆଇଆର)

ବଲାଙ୍ଗିର, ତା.୨୭.୦୬.୨୬ – ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଏବଂ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହା ର ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ କୁଡାସିଂହା ଠାରେ ସଫଳତା

Read More »
ରାଜ୍ୟ

ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ୩ୟ ବ୍ଲାକ ବେଲ୍ଟ ପ୍ରାପ୍ତ ପାଇଁ ଜନ୍ମ ମାଟିରେ ସ୍ୱାଗତ

ବାଲିଅନ୍ତା ୨୬/୬ : ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଅଞ୍ଚଳର ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ଓଡ଼ିଶାର ଅଗ୍ରଣୀ ପରିବେଶ ପାଇଁ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ବଜାର ସ୍ଥିତ ସ୍ୱର୍ଗର ବାଳକୃଷ୍ଣ

Read More »

You cannot copy content of this page