
ସରପଞ୍ଚ ଚାମେଲି ଓଝା ନିର୍ଯ୍ୟାତନାରେ ସେବା ପ୍ରତିନିଧିର ପ୍ରତିବାଦ
ଜଣେ ଉଚ୍ଚ ସମ୍ପନ୍ନ ନାରୀ ,ସେ ପୁଣି ଜନପ୍ରତିନିଧି ସରପଞ୍ଚ ,ନାମ ଚାମେଲି ଓଝା। ସବୁ ସ୍ତରରେ ସରକାର ସହଯୋଗର ହାତ ବଢ଼ାଇବା କଥା।ତା’ ପରିବର୍ତ୍ତେ ଯେଉଁମାନେ ରାଜସ୍ଵ ରୁ ଅର୍ଥ ନେଇ ପ୍ରତିପୋଷଣ ହେଉଛନ୍ତି ସେ ଜନପ୍ରତିନିଧି ବା ସରପଞ୍ଚଙ୍କ








