ପୂର୍ବତନ ବିଧାୟକ ଗଙ୍ଗାଧର ପାଇକରାୟଙ୍କ ଜୟନ୍ତୀ ପାଳିତ।

ଚିଲିକା, ୧୨। ୭: ବୋଲଗଡ଼ ବ୍ଲକର କବିତୀର୍ଥ ସାନପଦର ଗ୍ରାମର ସୁଯୋଗ୍ୟ ସନ୍ତାନ ,ବିଶିଷ୍ଟ କୃଷକନେତା ,ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ୪ ଥର ବିଧାୟକ ତଥା ମହାନ୍ ସ୍ଵାଧିନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟଙ୍କ ୧୧୧ ତମ ଜନ୍ମଜୟନ୍ତୀ ସମାରୋହ ଭକ୍ତଚରଣ ସ୍ମୃତି ସଦନ ଠାରେ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ଓ ସମାଜସେବୀ ଅଜୟ ମଙ୍ଗରାଜଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ… Continue reading ପୂର୍ବତନ ବିଧାୟକ ଗଙ୍ଗାଧର ପାଇକରାୟଙ୍କ ଜୟନ୍ତୀ ପାଳିତ।

ସୁଦର୍ଶନ ଦାରୁପୀଠରେ ପ୍ରଥମ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସୁଦର୍ଶନ ଦାରୁପୀଠ ନିକଟସ୍ଥ ପଡିଆରେ ପ୍ରଥମ ଥର ପାଇଁ ଏକ ଦିବସୀୟ 6 ଓଭର ବିଶିଷ୍ଟ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିକ୍ରମ ମହାନ୍ତି, ସମାଜସେବୀ ଚକ୍ରଧର ନାୟକ, ରଞ୍ଜନ କୁମାର ମହାପାତ୍ର, ପ୍ରିୟବ୍ରତ ପାତ୍ର, ମକରଧ୍ୱଜ ସାହୁ, ସହଦେବ ସ୍ୱାଇଁ, ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ ଓ ଲକ୍ଷ୍ମଣ ଜେନା ପ୍ରମୁଖ ଯୋଗଦେଇ ଖେଳାଳି… Continue reading ସୁଦର୍ଶନ ଦାରୁପୀଠରେ ପ୍ରଥମ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ

ସୁଦର୍ଶନ ଦାରୁପୀଠରେ ରଥାଯାତ୍ରା ଓ ମନ୍ଦିରର ବିକାଶ ପାଇଁ ସାମ୍ବାଦିକ ସମ୍ମିଳନୀ ।

ବାଲିଅନ୍ତା ୧୧/୦୭ :- ବାଲିଅନ୍ତା ବ୍ଲକ ଗଡ କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦାରୁ ପୀଠରେ ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସଫଳତାର ସହ ପାଳନ ଏବଂ ସୁଦର୍ଶନ ଦାରୁପୀଠର ବିକାଶ ନେଇ ଆଲୋଚନା କରିବା ପାଇଁ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ଆସନ୍ତା ୧୬ ତାରିଖରୁ ସୁଦର୍ଶନ ଦାରୁପୀଠ, ଗଡକଣ୍ଟୁଣିଆଠାରେ ଆରମ୍ଭ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଉତ୍ସବର ପ୍ରସ୍ତୁତି, ନିରାପତ୍ତା… Continue reading ସୁଦର୍ଶନ ଦାରୁପୀଠରେ ରଥାଯାତ୍ରା ଓ ମନ୍ଦିରର ବିକାଶ ପାଇଁ ସାମ୍ବାଦିକ ସମ୍ମିଳନୀ ।

ବିଶିଷ୍ଟ ଶିକ୍ଷାବିତ ତଥା କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା

ଚିଲିକା, eel ୭: କବି କେବେ ମରେ ନାହିଁ, ଚିରକାଳ ଜିଇଁ ରହିଥାଏ ।ତାର ସାହିତ୍ୟରେ , ତାର ସୃଷ୍ଟି କାବ୍ୟ କବିତାରେ ।ଓଡ଼ିଆ ଭାଷାସାହିତ୍ୟରେ ନିଜର ପ୍ରଚ଼ଣ୍ଡ ବାଗ୍ମିତା, ପ୍ରଗଳ୍ଭ… ବକ୍ତୃତା , ବାଣପୁରଐତିହ୍ୟର ବିଚକ୍ଷଣ ଗବେଷଣା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ବିଶିଷ୍ଟ ଶିକ୍ଷାବିତ, ବାଣପୁରସ୍ଥ ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା କବି ସ୍ଵର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ବିଶିଷ୍ଠ ବ୍ୟକ୍ତିମାନେ… Continue reading ବିଶିଷ୍ଟ ଶିକ୍ଷାବିତ ତଥା କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା

କୁନି କୁନି ଶିଶୁ ଗହଣରେ ବୃକ୍ଷ ରୋପଣ କରିଲେ ସେବା ପ୍ରତିନିଧି

ବାଲିଅନ୍ତା:-“ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ” । ଏହାକୁ ଆଖି ଆଗରେ ରଖି ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୟୁରୋ ସ୍ମାର୍ଟ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ସବୁବେଳେ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରି ରଖିଥିବା ବ୍ୟକ୍ତି, ଲିଙ୍ଗରାଜ ଥାନା ଭାରପ୍ରାପ୍ତ ଅଧିକାରୀ, ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ସହିତ ମିଶି ବୃକ୍ଷ ରୋପଣ କରିଥିଲେ। ଫଳ ଫୁଲରେ ଶୋଭା ପାଉଥିବା ବିଭିନ୍ନ ଜାତିର ତିନି ଶହରୁ ଅଧିକ ହେବ ଗଛ ପୁରୁଣା… Continue reading କୁନି କୁନି ଶିଶୁ ଗହଣରେ ବୃକ୍ଷ ରୋପଣ କରିଲେ ସେବା ପ୍ରତିନିଧି

ଇସ୍କନ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ

ଭୁବନେଶ୍ୱର ତା 09/07/26 ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ l ମାତ୍ର ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଗଜପତିଙ୍କ ଚିଠି ଓ ଅନୁରୋଧକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି l ଏହା କୌଣସି ମତେ ଗ୍ରହଣୀୟ ନୁହେଁ, ଓ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଛନ୍ତି l… Continue reading ଇସ୍କନ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ

ଶ୍ରୀ ଲିଙ୍ଗରାଜଙ୍କ ସମସ୍ୟା ବିଭାଗୀୟ ଅଧିକାରୀଙ୍କ ସମାଧାନ ନିମନ୍ତେ ଦିଆଗଲା

ବାଲିଅନ୍ତା:୦୮/୦୭-ମହାପ୍ରଭୁ ଲିଙ୍ଗରାଜଙ୍କ ଅସୁବିଧାର ସୁଧାର ନିମନ୍ତେ ମହାପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟାଳୟ, ହିନ୍ଦୁ ଦେବୋତ୍ତର କମିଶନର, ଡଃ ନନ୍ଦକିଶୋର ସ୍ଵାଇଁ ଅଧ୍ୟକ୍ଷ, ଭାରତୀୟ ପ୍ରଶ୍ନ ତତ୍ତ୍ଵ ସର୍ବେକ୍ଷଣ, ଭୁବନେଶ୍ଵର। ମହାପ୍ରଭୁ ଲିଙ୍ଗରାଜଙ୍କ ଯେଉଁ କାର୍ଯ୍ୟାଳୟ ଅଛି, ସେଥିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟାଧିକାରୀ ନାହାନ୍ତି। ତେଣୁ ମନ୍ଦିରର କୌଣସି ସମସ୍ୟା ସୃଷ୍ଟି ହେଲେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଠାକୁର। ଲିଙ୍ଗରାଜ ମହାପ୍ରଭୁ ଉପବାସରେ ରହୁଛନ୍ତି। ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଯେଉଁ ପୋଲିସମାନେ ଅଛନ୍ତି, ସେମାନେ ସୁରକ୍ଷିତ ନୁହଁନ୍ତି। ସେମାନଙ୍କର… Continue reading ଶ୍ରୀ ଲିଙ୍ଗରାଜଙ୍କ ସମସ୍ୟା ବିଭାଗୀୟ ଅଧିକାରୀଙ୍କ ସମାଧାନ ନିମନ୍ତେ ଦିଆଗଲା

୧୨୩ ବର୍ଷର ପୁରାତନ ବିଗ୍ରହ ଓ ନୂତନ ବିଗ୍ରହ ସ୍ଥାପନ ସହିତ ଶ୍ରୀ ରାଧାକୃଷ୍ଣଙ୍କ ପ୍ରାଣ ପ୍ରତିଷ୍ଠା

ବାଲିଅନ୍ତା ୦୮/୦୭:-ଭୁବନେଶ୍ୱର ଓ୍ଵାର୍ଡ ନମ୍ବର ୬୭, ସୁନ୍ଦରପଦା ଓ କପିଳପ୍ରସାଦ ଅବସ୍ଥିତ।କପିଳପ୍ରସାଦ ଉପର ସାହିର ପୁରାତନ ଭଗବତ ମନ୍ଦିର ଗୃହ ଅଗ୍ନିକାଣ୍ଡ ଯୋଗୁଁ ପୋଡ଼ି ଛାରଖାର ହୋଇଯାଇଥିଲା। ସେଠାରେ ଥିବା ଭଗବତ ପୋଥିକୁ ସୁନ୍ଦରପଦା ତଳ ସାହିର ଭଗବତ ଗୃହକୁ ଦିଆଯାଇଥିଲା। ସୁନ୍ଦରପଦା ତଳ ସାହିର ଭଗବତ ଗୃହରେ ଆସିଥିବା ଭଗବତ୍ ସ୍ଥାନ ପାଇଥିଲେ। ପ୍ରତିଦିନ ନୀତି ନିୟମରେ ପୂଜା କାର୍ଯ୍ୟ ଚାଲିଥିଲା। କପିଳପ୍ରସାଦ ଉପର ସାହି ବାସିନ୍ଦା ଏକତ୍ର ହୋଇ ୧୨୩ ବର୍ଷର ଭଗବତ୍ ଗୃହ… Continue reading ୧୨୩ ବର୍ଷର ପୁରାତନ ବିଗ୍ରହ ଓ ନୂତନ ବିଗ୍ରହ ସ୍ଥାପନ ସହିତ ଶ୍ରୀ ରାଧାକୃଷ୍ଣଙ୍କ ପ୍ରାଣ ପ୍ରତିଷ୍ଠା

କାଉତରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳନ।

ଚିଲିକା, ୭।୭: ବୋଲଗଡ଼ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,କାଉତରା ରେ ସସ୍ମିତା ସାହୁଙ୍କ ତତ୍ୱାବଧାନରେ ସୋମବାର ଦିନ ବନମହୋତ୍ସବ ପାଳନ କରାଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁର ଅଧକ୍ଷ ଗଙ୍ଗାଧର ନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟ କୁମାର ନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ… Continue reading କାଉତରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳନ।

କେଜି ରୁ ପିଜି ମାଗଣା ଶିକ୍ଷା” ଘୋଷଣା ଧୂଆଁବାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦସହ ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଙ୍ଘ

ଭୁବନେଶ୍ୱର ତା 6 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ କେଜି ରୁ ପିଜି ମାଗଣା ଶିକ୍ଷା ବୋଲି ଘୋଷଣା କରିବା ପରେ ସାରା ଓଡିଶାର ଅଭିଭାବକ ମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ l ସମସ୍ତେ ଭାବି ଥିଲେ କି ଯେହେତୁ କେଜି ବୋଲି ଘୋଷଣା ହେଲl ତେଣୁ ଘରୋଇ ବିଦ୍ୟାଳୟ ବି ସବୁ ମାଗଣା ଲାଗୁ ହେବ l ଘରୋଇ ବିଦ୍ୟାଳୟ ଏବଂ ସବୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଅଭିଭାବକଙ୍କ ଉପରୁ ସମସ୍ତ ଆର୍ଥିକ ବୋଝ ହଟାଇ… Continue reading କେଜି ରୁ ପିଜି ମାଗଣା ଶିକ୍ଷା” ଘୋଷଣା ଧୂଆଁବାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦସହ ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଙ୍ଘ

You cannot copy content of this page